ଯୁବକ ଦେଲେ କଡା ମନ୍ତବ୍ୟ ! ସ୍ୱୟଂ ବ୍ରହ୍ମା ଆସିଲେ ବି ଏ ନାରୀଙ୍କୁ ପାରିବେନି ,3-4ଟା ପିଲା ହେଲେ ବି ଏମାନଙ୍କୁ ପର ପୁରୁଷ ଭଲ ଲାଗୁଚି… ଦେଖନ୍ତୁ video
ଆଜିକାଲିର ସଭ୍ୟ ସମାଜରେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଖବର କାଗଜ, ଟିଭି,ମିଡ଼ିଆ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ସବୁ ସମ୍ପର୍କକୁ ପଛରେ ପକାଇ ଦେଇ ଥାଆନ୍ତି। ଆଜିକାଲିର ଲୋକ ମାନେ ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ କେଉଁଠି ଭାଉଜ ଦିଅର, ଶାଳୀ ଭିଣୋଇ ଓ ଭାଇ ଭଉଣୀ ଭଳି ଅବୈଧ ସମ୍ପର୍କ ଦେଖିବା ପାଇଁ ମିଳିଥାଏ।
ଏହା ବ୍ୟତୀତ ସ୍ୱାମୀ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଛାଡି ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥାଏ। ଯାହାକି ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ସମାଜରେ ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବା ପାଇଁ ମିଳିଥାଏ।
ତେବେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ ମଧ୍ୟ କରୁଛି।ଏହା ସତ ଯେ ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି।ସେମାନେ କେତେବେଳେ କଣ କରୁଛନ୍ତି କଣ ବ୍ଯବହାର ଦେଖାଉଛନ୍ତି ତାହା ନିଜେ ଜାଣି ପାରୁ ନାହାଁନ୍ତି। ତାଙ୍କର ଏଭଳି ନିନ୍ଦନୀୟ କାର୍ଯ୍ୟର ପ୍ରଭାଵ ସମାଜ ଉପରେ ବି ପଡ଼ିବାରେ ଲାଗିଛି।
ତେବେ ସ୍ବାମୀ ସ୍ତ୍ରୀ ର ପବିତ୍ର ସଂପର୍କ ଭିତରେ ବି ଅନୈତିକତା ପୂର୍ଣ୍ଣ କାର୍ଯ୍ଯ କଲାପର ଗନ୍ଧ ବାରି ହେଉଛି। ଅନ୍ଯ ଜଣଙ୍କ ପାଇଁ ମଧୁର ସଂପର୍କ ତିକ୍ତ ହୋଇ ଯାଉଛି। ଆଉ ଏଭଳି ଘଟଣାରୁ ସମ୍ପର୍କ ର ମହତ୍ତ୍ଵ ଯେ କେତେ ଅଧିକ ତାହା ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି।
ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ସଭ୍ୟ ସମାଜରେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। କଳୁଷିତ ମନ ନେଇ ଅନ୍ୟ ସ୍ତ୍ରୀ, ପୁରୁଷ ସହିତ ଅଜାଣତରେ ଅବୈଧ ସମ୍ପର୍କ ରଖିଥାନ୍ତି। ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ ଫାଟ। ପରିବାର ମଧ୍ୟରେ ପ୍ରତିଦିନ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଆଜି କାଲି ଅବିବାହିତ ମାନଙ୍କ ଅପେକ୍ଷା ବିବାହିତ ମହିଳା ମାନଙ୍କର ପ୍ରେମ ସମ୍ପର୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି |
ଆଉ ଯାହାକୁ ନେଇକି କୁହାଯାଇଛି କି ଆଜି କାଲି ମହିଳା ମାନେ ନିଜର ସ୍ୱାମୀ ଙ୍କ ପାଖରୁ ଅଲଗା ହୋଇ ଅନ୍ୟ କୁ ବିବାହ କରିବାର ଅନେକ କାରଣ ରହିଛି | କିନ୍ତୁ ଏଠାରେ କୁହାଯାଉଛି କି ଯଦି ଶାରୀରିକ ସୁଖ ମିଳିନି ତାହେଲେ 7ବର୍ଷ ରେ 3 ଟି ଛୁଆଁ କେମିତି ଆସିଲା |
ଆଉ ତାହା ପରେ ବିବାହିତା ମହିଳା ମାନେ ସ୍ୱାମୀ ଥାଉ ଥାଉ ଅନ୍ୟ ଟୋକାର ଟଙ୍କା ଆଉ ସମ୍ପତ୍ତି ପାଇଁକି ପଟେଇଥାନ୍ତି | ଆଉ ପରେ ରାସ୍ତା ରେ କଣ୍ଟା ସାଜିଥିବା ସ୍ୱାମୀଙ୍କୁ ଜୀବନରୁ ହଟାଇବା ପାଇଁ ମଧ୍ୟ ଚେଷ୍ଟା କରୁଥାନ୍ତି । ଏହା ଛଡା ଅବିବାହିତ ପୁରୁଷଙ୍କୁ ବିବାହ କରିବା ଫଳରେ ସେମାନେ ସେମାନଙ୍କର ସୁଖ ପରେ ମହିଳାଙ୍କୁ ତୋଡ଼ି ଦେଇଥାନ୍ତି ଅସତୀ କହି | ଶେଷରେ ମହିଳା ଜଣଙ୍କ ଆତ୍ମହତ୍ୟା ଭଳି କିଛି ପଦକ୍ଷେପ ନେଇଥାନ୍ତି ।