ମୁଁ ଜଣେ ମନ୍ତ୍ରୀଙ୍କ ସ୍ତ୍ରୀ, ହେଲେ ମୋର…’ ଦେଖନ୍ତୁ ଏମିତି କଣ କହିଲେ ଅଭିନେତ୍ରୀ Sofia Alam, ଦେଖନ୍ତୁ ଏହି Video

ତେବେ ଆମ ଓଲିଓଡ଼ ଜଗତ ରେ ଅନେକ ଅଭିନେତ୍ରୀ ଅଛନ୍ତି ସେଥିମଧ୍ୟରୁ ସୋଫିଆ ଆଲମ ହେଉଛନ୍ତି ଜଣେ ବେସ ଜଣାଶୁଣା ଅଭିନେତ୍ରୀ | ସେ ତାଙ୍କ ରିୟଲ ନାଁ ଅପେକ୍ଷା ରିଲ ନାଁ ରେ ବେଶୀ ପରିଚିତ ତାଙ୍କୁ ପ୍ରାୟ ବର୍ଷା ନାଁ ରେ ସବୁ ଜାଣନ୍ତି | ମେଘା ସିରିଏଲ, ମଞ୍ଚ ନାଟକ ସବୁଠି ସେ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି |

ତେବେ ସେ ହେଉଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ସୋଫିଆ ଆଲମ, ଯାହାଙ୍କୁ ସିରିଏଲ ରେ ସିଧାସାଧା କ୍ୟାରେଟର ଦେଖିବା ପାଇଁ ମିଳେ ଅର୍ଥାତ ଏକ କାନ୍ଦୁରି ଝିଅ ଅଭିନୟ ରେ ଦେଖିବା ପାଇଁ ମିଳେ | ସେ ଅନେକ ସିରିଏଲ ରେ କାମ କରିଛନ୍ତି ଯେମିତି ବିଧାତାର ଖେଳ, ଯଂଜ୍ଞ, ସଂସ୍କାର, ଦୁହିତା, ଏହା ସହିତ ସେ ଅନେକ ଫିଲ୍ମ ରେ ଦେଖା ଯାଇଥିବା ବେଳେ ମଞ୍ଚ ନାଟକ ରେ ମଧ୍ୟ ଦେଖିବା ପାଇଁ ମିଳିଛନ୍ତି |

 

ବର୍ତ୍ତମାନ ସମୟରେ ତାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାକି ସେ ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ କରିବା ପାଇଁ ଯାଉଛନ୍ତି | ଏହି ଫିଲ୍ମ ର ନାଁ ହେଉଛି ମୋ ବାପା ହେଉଛି ସୁପରମ୍ୟାନ ଯେଉଁଥିରେ ସୋଫିଆ ଏକ ମା ର ଭୂମିକା ରେ ନଜର ଆସିବେ |

ଆପଣ ତ ଜାଣିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏକ ବଡ଼ ଅଭିନେତା ଅଟନ୍ତି ଆଉ ସୋଫିଆ ଆଗରୁ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ କାମ କରିଛନ୍ତି, ତେବେ ପୁଣି ଦୁହେଁ ଏକା ସାଙ୍ଗରେ କାମ କରୁଛନ୍ତି ଯାହାକି ସୁଟିଂ ର କିଛି ଝଲକ ଏବେ ଦେଖିବା ପାଇଁ ମିଳିଛି | ଫିଲ୍ମ ଟି ବହୁତ ଭଲ ହୋଇଛି ବୋଲି ମଧ୍ୟ କୁହା ଯାଇଛି ଆଉ ଏହି ଫିଲ୍ମ ଟି ଖୁବ ଶୀଘ୍ର ରିଲିଜ ହେବା ପାଇଁ ଯାଉଛି |

ଏହି ଫିଲ୍ମ ଟିକୁ ନେଇ ସୋଫିଆ କହିଛନ୍ତି କି ଏହି ଫିଲ୍ମ ଟି ବହୁତ ଭଲ ହୋଇଛି ଖାଲି ଆପଣଙ୍କର ସ୍ନେହ ଆଉ ଭଲ ପାଇବା ଦରକାର ସିନେମା ଟି ନିହାତି ଭାବରେ ଦେଖନ୍ତୁ | ଆଉ ଓଲିଓଡ଼ ଇଣ୍ଡଷ୍ଟ୍ରି କେମିତି ଆହୁରି ଆଗକୁ ବଢିବ ତାର ପ୍ରଚେଷ୍ଟା ରହିଛି |

 

ଏହି ସିନେମା ରେ ମୁଁ ଜଣେ ମନ୍ତ୍ରୀ ଙ୍କର ସ୍ତ୍ରୀ ହୋଇଛି ଆଉ ମୋ ଭୂମିକା ରେ ଆପଣ ଏକ ମା ମମତା ଦେଖି ପାରିବେ ଆଉ ଏକ ପିଲା ପ୍ରତି କାରଣ ସେ ପିଲାଟିର ମା ନଥାଏ | ଏମିତି ହେଇଛି କି ଏହି ଫିଲ୍ମ ରେ ଯେ ଗୋଟେ ମା ର କଷ୍ଟ ଯେଉଁ ଅନୁଭବ ଏଥିରେ ଦେଖିବା ପାଇଁ ମିଳିବ ବୋଲି ସୋଫିଆ ଆଲମ କହିଛନ୍ତି | ବର୍ତ୍ତମାନ ସମୟରେ ଦର୍ଶକ ମଧ୍ୟ ଏହି ଫିଲ୍ମ ଟି କେବେ ଆସିବ ଉତ୍ସାହ ର ସହିତ ଅନାଇଁ ରହିଛନ୍ତି |

Leave A Reply

Your email address will not be published.