LIVE | Naba Das News | ଗୁଳି ମାଡ ପରେ କେମିତି ବଞ୍ଚିଗଲା ଗୋପାଳ? ଧରି ନେଇଥିଲେ ନବ ଦାସଙ୍କ ସମର୍ଥକ viral ହେଉଛି ଭିଡିଓ
ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଗୋଟିଏ ଘଟଣା ବେଶ ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରେ ଗୁଳି ମାଡ଼ ବିଷୟରେ ଖବର । ଆଉ ଯେଉଁଠି କୁହାଯାଉଛି କି ଏକ ଉଦ୍ଘାଟନୀ ସଭା କୁ ଯାଉଥିବା ସମୟରେ ନବ ଦାସ ଙ୍କ ଉପରକୁ ଦୁର୍ବୁତ୍ତ ମାନେ କରିବାକୁ ଲାଗିଛନ୍ତି ଗୁଳି ମାଡ଼ । ଆଉ ଏହି ଘଟଣା ଟି କ୍ୟାମେରା ରେ କୋଏଦ ମଧ୍ୟ ହୋଇଛି ଆଉ କେଉଁ ଭଳି ଭାବରେ ନବ ଦାସ ଙ୍କ ଛାତିରେ ଗୁଳି ବାଜିବା ପରେ ସେ ତଳେ ଟଳି ପଡିଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ଆମର ସ୍ୱାସ୍ଥ ମନ୍ତ୍ରୀ ଭାବରେ ନବ ଦାସ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଜି ତାଙ୍କ ସହିତ ଏକ ଅଭାବନୀୟ ଘଟଣା ଟି ଘଟିଛି ।ଆଉ ଯାହା କୁହାଯାଉଛି କି କିଛି ଦୁର୍ବୁତ୍ତ ନବ ଦାସ ଙ୍କ ଉପରେ କୁ ଗୁଳି ମାଡ଼ କରିଛନ୍ତି ଆଉ ଗୁଳି ଆସି ତାଙ୍କର ଛାତି ତଳେ ଲାଗିଯାଇଥିଲା ।ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଗୁଳି ବର୍ଷ ପରେ ତଳେ ପଡ଼ି ଯାଇଛନ୍ତି ନବ ଆଉ ତାଙ୍କର ଦେହ ରକ୍ତାକ୍ତ ହୋଇ ଯାଇଛି ।
ତେବେ ପୋଲିସ ଫୋର୍ସ ର ଉପସ୍ଥିତି ସର୍ତ୍ତେ ଏହି ଭଳି ଗୋଟିଏ ଗୁଳି ମାଡ଼ ର ଘଟଣା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇ ଦେଇଛି ।ଆଉ ଯାହା କୁହାଯାଉଛି କି ଝାଡ଼ସୁଗୁଡା ରେ ତାଙ୍କର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପରେ ସେ ବ୍ରଜରାଇନଗର ଆସୁଥିଲେ ସେତେବେଳେ ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ।ଆଉ ଯେତେବେଳେ ସେ ଉଦ୍ଘାଟନୀ ସଫା ରେ ଯୋଗ ଦେବା ପାଇଁ ଗାଡ଼ି ରୁ ଅଲ୍ହାଇବାକୁ ଯାଉଥିଲେ ସେତେବେଳେ ତାଙ୍କ ଉପରକୁ କିଛି ଦୁର୍ବୁତ୍ତ ଗୁଳି ଚାଳନା କରିଥିଲେ ।
ଆଉ ଗୁଳି ଆସି ସିଧା ତାଙ୍କର ଛାତିରେ ଲାଗିଥିଲା ଆଉ ସେହି ସମୟର କିଛି ଘଟଣା ସିସିଟିଭି ରେ କଏଦ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।ଆଉ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଲୋକ ମାନଙ୍କର ଭିଡ଼ ଆଉ ଭୟ ଦେଖିବାକୁ ମିଳିଥିଲା ଆଉ ନବ ଦାସ ଙ୍କୁ ମଧ୍ୟ ଡାକ୍ତର ଖାନା କୁ ନିଆ ଯାଇଥିଲା ।
ଆଉ ଘଟଣା ସ୍ଥଳରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିବା କଥା କୁହାଯାଉଛି ।ଆଉ ସେଠାରେ ଗୁଳି ମାରିଥିବା ପୋଲିସ ଅର୍ଥାତ୍ ରକ୍ଷକ ହୋଇ ଭକ୍ଷକ ସାଜି ପୋଲିସ ଏଏସଆଇ ଗୋପାଳ ଦାସ ଙ୍କୁ ଅନ୍ୟ ପୋଲିସ୍ ମାନେ ଧରି ତାଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି। ଆଉ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟୀକରଣ ହୋଇ ନାହିଁ ଯେ କଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାରିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।