ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ ।
ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି ।ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତି ବୋଲି କୁହାଯାଉଛି ।ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କୁ ଚଣ୍ଡୀ ପ୍ରାସାଦ ରାମନାଟକ ର ଏକ ଜବରଦସ୍ତ ନାଟକ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।ଯେଉଁଠି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କଥା ବାର୍ତ୍ତା ହେଉଥିବା ସମୟର ଏକ ଯାତ୍ରା ଅଭିନୟ ଦେଖିବାକୁ ମିଳିଛି ।ଆଉ ଯେଉଁ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି “ପାଦ ର ପାଉଜି ମୋର ଖସି ଗଲା ଲୋ ” ଗୀତ ରେ ସୁନ୍ଦର ଭାବରେ ଯାତ୍ରା ନାଟକ ର କମେଡି ସିନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଦେଖିବାକୁ ମିଳିଛି କି ସ୍ତ୍ରୀ ଜଣଙ୍କ ଝାଡୁ ଧରିଛି ଆଉ ସ୍ୱାମୀ ଜଣଙ୍କ ଠେଙ୍ଗା ଧରି କରିବାକୁ ଲାଗିଛନ୍ତି ଝଗଡା ।
ଆଉ ତାହା ସହିତ ଦେଖିବାକୁ ମିଳିଥିଲା କେଉଁ ଭଳି ଭାବରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଲାଗିଛି ଝଗଡା ।ତେବେ ସ୍ୱାମୀ କହିଛି କି ମୁଁ କିଛି ଦେଉନି ତ ଏତେ ସଜ ବାଜ କେମିତି ହେଉଛୁ ।ଯାହା ର ଉତ୍ତର ରେ ସ୍ତ୍ରୀ ଜଣଙ୍କ କହିଛନ୍ତି କି ତାଙ୍କର ଧରମ ଭାଇ ଆଣିକି ଦେଉଛନ୍ତି ଆଉ ସେ ତାଙ୍କୁ ଶାଢ଼ୀ ଆଣି ଦେଇଛନ୍ତି ସହରରୁ ।ଯେଉଁ କଥା କୁ ନେଇକି କମେଡି ଓ ଗୀତ ମାଧ୍ୟମରେ ଏକ ସୁନ୍ଦର ଅଭିନୟ ଟି ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।