ଦେଖନ୍ତୁ Shocking ଭିଡ଼ିଓ -ଏମିତି ଭୟଙ୍କର ଦୃଶ୍ୟ ଆଗରୁ କେବେ ଦେଖିନଥିବେ ..cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ?
ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ତେବେ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ଘଟଣା ଆଜିକାଲି ଆମ ସମାଜରେ ବଢି ବଢି ଚାଲିଛି। ବର୍ତ୍ତମାନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ଆପଣ ମାନେ ଦେଖିଥିବେ ଦିନ ଦ୍ୱିପ୍ରହର ରେ ଲୁଟ ହେଉଛି, ଘରେ ବ୍ୟାଙ୍କ, ବାଟରେ ଯାଉଥିବା ଲୋକଙ୍କ ଠାରୁ ଇତ୍ୟାଦି ଏଭଳି ଘଟଣା ଆଜିକାଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ। ପୋଲିସ ଯେତେ ସଚେତନ ହେଲେ ମଧ୍ୟ ଆଜିକାଲି ଚୋର ତାଙ୍କ ଠାରୁ ଅଧିକ ଚତୁର ଏବଂ ବିଭିନ୍ନ ପ୍ରକାର ଅଭିନବ ଉପାୟରେ ଚୋରି କରିବା ପନ୍ଥା ଆପଣେଉଛନ୍ତି।
ଏବେ ସାମ୍ନାକୁ ଆସିଛି ଭାରତୀୟ ଚୋରିର ଏମିତି ଏକ ଚୋରି ଡକାୟତିର ଭିଡିଓ ଯେଉଁଥିରେ ଚୋରି କରିବାର ଭିନ୍ନ ଭିନ୍ନ ଅଭିନବ ପନ୍ଥା ଦେଖିବାକୁ ମିଳିଛି। ଆପଣ ତ ଜାଣିଛନ୍ତି ଦିନକୁ ଦିନ କିପରି ଭାବରେ ଚୋରି, ଡକାୟତି, ହତ୍ୟା, ଲୁଟ୍ ଆଦି ମାମଲା ବୃଦ୍ଧି ପାଇବାରେ ଲାଗିଛି। କିପରି ଭାବରେ ଠକେଇ ବଢ଼ି ଚାଲିଛି ତାହା ମଧ୍ଯ ଆପଣ ନିଶ୍ଚିତ ଭାବରେ ଜାଣି ପାରୁଥିବେ। ଅନେକ ଲୋକଙ୍କ କ୍ଷେତ୍ରରେ ଚୋରି କରିବାର ମାନସିକତା ଏଭଳି ଭାବରେ ଦେଖା ଯାଉଛି ଯେ ସେମାନେ ଅଳ୍ପ ସମୟରେ ବିନା ପରିଶ୍ରମରେ ବହୁତ୍ କିଛି ହାସଲ କରିବାକୁ ଚାହୁଁଛନ୍ତି।କାରଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ବିଷୟରେ ସହଜରେ ଧାରଣା ପାଉଥିବେ।
1. ଭାଇରାଲ ହେଉଥିବା ପ୍ରଥମ ଭିଡିଓରେ ଦେଖିବାକୁ ମିଳିଛି ଦୁଇ ଜଣ ବ୍ୟକ୍ତି ବାଇକ ରେ ଯାଉଛନ୍ତି ଏବଂ ସେମାନଙ୍କର ଆଗରେ ଗୋଟିଏ ମାଲ ବୋଝେଇ ଟ୍ରକ ଯାଉଛି । ସବୁଠାରୁ ଆଶୂର୍ଯ୍ୟକର କଥା ହେଉଛି ବାଇକ ଡ୍ରାଇଭ କରୁଥିବା ବ୍ୟକ୍ତି ଜଣକ ଚଳନ୍ତା ଟ୍ରକରୁ ଗୋଟିଏ ଛୁରୀ ସାହାର୍ଯ୍ୟରେ ତାର କଭରକୁ କାଟି କିଛି ଜିନିଷ କରୁଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
2. ଦ୍ୱିତୀୟ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଏକ ମୋବାଇଲ ଦୋକାନକୁ ଯାଇଛନ୍ତି ଆଉ ସେଠାରେ କିଛି ସମୟ ଏପଟ ସେପଟ ହୋଇ ଠିକ୍ ଯେତେବେଳେ ଦୋକାନି ମୋବାଇଲ କାଢିବା ପାଇଁ ପଛକୁ ଘୂରି ପଡୁଛନ୍ତି ଅନ୍ୟ ଗ୍ରାହକ ମାନଙ୍କୁ ମୋବାଇଲ ଦେଖାଇବା ପାଇଁ ଠିକ୍ ସେତିକି ବେଳେ ମହିଳା ଜଣକ ଗୋଟିଏ ମୋବାଇଲ ଉଠାଇ ନେଇ ନିଜ ବ୍ୟାଗରେ ପୂରେଇ ଦେଉଛନ୍ତି କିନ୍ତୁ ଦୋକାନରେ ସିସିଟିଭି କ୍ୟାମେରା ଲାଗିଥିବାରୁ ସେ ଧରା ପଡ଼ିଯାଇଛି ।
3. ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଦୁଇଜଣ ଚୋର ଗୋଟିଏ କାର ପାଖକୁ ଆସୁଛନ୍ତି ଏବଂ ଜଣେ ଚୋର ଚତୁରତାର ସହିତ ନିଜ ପକେଟରୁ କିଛି ଟଙ୍କା ତଳେ ପକାଇ ଦେଇ କାର ଡ୍ରାଇଭରକୁ କହୁଛି ଆପଣଙ୍କ ଟଙ୍କା ତଳେ ପଡିଯାଇଛି । ଆଉ ଏହା ପରେ ଯେମିତି ଡ୍ରାଇଭର ଜଣକ କାର ଲକ୍ ଖୋଲି କିଛି ସମୟ ପାଇଁ ତଳକୁ ଉଲ୍ଲେଇଛନ୍ତି ଅନ୍ୟ ଜଣେ ଚୋର ପଛ ଡୋର ଖୋଲି କାର ଭିତରେ ଥିବା ବ୍ୟାଗକୁ ନେଇଯାଉଛି ଏବଂ ସେଠାରୁ ଦ୍ରୁୁତ ବେଗରେ ସେଠାରୁ ଦୌଡି ପଳାଉଛନ୍ତି।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।