GK Question – ଭାରତର ରାଷ୍ଟ୍ରୀୟ ଭୋଜନର ନାମ କଣ ? ୯୯% ଲୋକ ଉତ୍ତର ଦେବାରେ ଫେଲ

ଆପଣ ତ ଜାଣିଛନ୍ତି ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଅବଗତ ହୋଇ ପାରି ଥାଉ ଯାହାକି ଏହାଦ୍ୱାରା ଆମେ ଜ୍ଞାନ ମଧ୍ୟ ଆହରଣ କରି ପାରିଥାଉ | ତେବେ ଯେତେ ବେଳେ ଗୋଟେ ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |

ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ତେବେ ଆଜି ସେଭଳି କିଛି ଜିକେ ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା |

1 .ଭାରତର ରାଷ୍ଟ୍ରୀୟ ଭୋଜନର ନାମ କଣ ?
ଉ:ଖିଚୁଡ଼ି

 

 

2 .କ୍ଷେତ୍ରଫଳ ଅନୁସାରେ ଭାରତ କେତେ ନମ୍ବର ସ୍ଥାନ ରେ ଅଛି ?
ଉ: ୭ ନମ୍ବର

3 .ଛଡା ଯାଇଥିବା ପରିବାକୁ ଧୋଇବା ଦ୍ୱାରା କେଉଁ ଭିଟାମିନ ବହାରିଯାଇଥାଏ ?
ଉ:ଭିଟାମିନ

4 .କେଉଁ ଦେଶର ସର୍ବାଧିକ ପଶୁ ପକ୍ଷୀ ଦେଖିବାକୁ ମିଳେ?
ଉ:ଭାରତ

5 .ବିଶ୍ଵ ର ସବୁଠାରୁ ବୃହତ୍ତମ ମହାଦେଶ ର ନାମ କଣ ?
ଉ:ଏସିଆ

6 . କେଉଁ ବର୍ଷ ଭାରତକୁ ଇଂରେଜ ଶାସନ ରୁ ମୁକ୍ତି ଲାଭ ମିଳିଥିଲା ?
ଉ:୧୯୪୭

 

7 .କେଉଁ ନଗର ଅଣ୍ଡା ଟକରି ନାମରେ ପରିଚିତ ?
ଉ:ଆନ୍ଧ୍ରପ୍ରଦେଶ

8 .ଭାରତର କେଉଁ ସହର ରେ ସବୁଠାରୁ ଅଧିକ ଜନସଂଖ୍ୟା ଦେଖିବାକୁ ମିଳେ ?
ଉ:ମୁମ୍ବାଇ

9 .ବିଶ୍ୱ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?
ଉ:ଗୁନଗୁନା ପକ୍ଷୀ

10 .ଭାରତର ସବୁଠାରୁ ଓଷାର ନଦୀ ର ନାମ କଣ ?
ଉ:ବ୍ରହ୍ମପୁତ୍ର

11 .ବିଶ୍ୱର କେଉଁ ଦେଶରେ ସର୍ବାଧିକ ଆଳୁ ଉତ୍ପାଦନ କରଯାଏ ?
ଉ:ରୁଷ

12 . କେଉଁ ସହର ଅଙ୍ଗୁର ଉତ୍ପାଦନ ପାଇଁ ପ୍ରସିଦ୍ଧ ଅଟେ ?
ଉ:ନାସିକ

13 .କେଉଁ ଦେଶରେ ସର୍ଭାଧିକ ଅଳିଚ ଉତ୍ପାଦନ ହୋଇଥାଏ ?
ଉ:ଗ୍ୟାଟେମାଲା

14 .କେଉଁ ଦେଶରେ ବିଶ୍ୱର ପ୍ରଥମ ପୁସ୍ତକ ଛପା ଯାଇଥିଲା ?
ଉ:ଚୀନ

15 .କେଉଁ ମସିହାରେ ଜାପାନ ଉପରେ ପରମାଣୁ ବୋମା ପକାଯାଇଥିଲା ?
ଉ: ୧୯୪୫

16 .କେଉଁ ନଦୀ ଟି ପବିତ୍ର ନଦୀ ନାମରେ ପରିଚିତ ?
ଉ: ଗଙ୍ଗା

17 .ଟେଲିଭିଜନ ର ଆବିଷ୍କାର କିଏ କରିଥିଲେ ?
ଉ:ଜେ. ଏଲ.ବେୱର୍ଡ

17 .ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?
ଉ:ମାର୍ଚ୍ଚ ୨୨

20 .ମଣିଷର ମୁଖରେ ସମୁଦାୟ କେତଟି ହାଡ ଅଛି ?
ଉ: ୧୪

Leave A Reply

Your email address will not be published.