ହଠାତ ରାସ୍ତା ମଝିରେ Overload People କୁ ନେଇ ଯାଉଥିବା Train on ରିସ୍କ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ….

ପ୍ରତେକ ଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ନିହାତି ଭାବରେ ଭାଇରାଲ ହୋଇ ଥାଏ ଯାହାକି ବେଳେ ବେଳେ ଏହି ଦୃଶ୍ୟ ସବୁ ଖୁବ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ | କିଛି ଭିଡ଼ିଓ ଏମିତି ହୋଇ ଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ମନରେ ଖୁବ ଖୁସି ମଧ୍ୟ ଆଣି ଦେଇ ଥାଏ | ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆମ ଭାରତ ରେ ଅନେକ ପର୍ବ ପର୍ବାଣୀ ରହିଛି ଯାହାକି ଲୋକ ମାନେ ତାହାକୁ ଖୁବ ନିଷ୍ଠା ର ସହ କରି ଥାଆନ୍ତି | କିନ୍ତୁ ବେଳେ ବେଳେ କିଛି ଏମିତି ପର୍ବ ସାମ୍ନା କୁ ଆସି ଥାଏ ଯାହାକୁ ସହଜ ରେ ବୁଝି ହୋଇ ନଥାଏ |


କାରଣ ବିଶ୍ୱ ରେ ନିଜ ନିଜ ଦେଶ ନିଜ ନିଜ ପର୍ବ ପର୍ବାଣୀ କୁ ନେଇ ବେସ ଖୁସିରେ ରହିଥାନ୍ତି କିନ୍ତୁ କିଛି ପର୍ବ କୁ ବୁଝି ହୋଇ ନଥାଏ ଏହା କେଉଁ ପର୍ବ ଆଉ ଏହାର ରହସ୍ୟ କଣ ରହିଛି ତାହା ସଠିକ ଜଣା ପଡ଼ି ନଥାଏ | ତେବେ ବର୍ତ୍ତମାନ ସମୟରେ ସସୋସିଆଲ ମିଡ଼ିଆ ରେ ସେଭଳି ଏକ ଦୃଶ୍ୟ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ କିନ୍ତୁ ଦୃଶ୍ୟ ଟି ବାସ୍ତବ ରେ ସତ୍ୟ ଅଟେ |

ଏକ ଭିଡ଼ିଓ ମାଧ୍ୟମ ରେ ଏକ ପର୍ବ ର ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକି ବାଂଲାଦେଶ ର ଅଟେ ବୋଲି କୁହା ଯାଉଛି | ଲୋକ ମାନଙ୍କର ଏହି ପର୍ବ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ରହିଛି ଆଉ ଏହି ଟ୍ରେନ ରେ ହଜାର ହଜାର ଲୋକ ବସି ରହିଛନ୍ତି | ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହି ଟ୍ରେନ ଭିତରେ ଲୋକ ବସି ଫୁଲ ହେବା ପରେ ଟ୍ରେନ ଉପରେ ମଧ୍ୟ ଅନେକ ଲୋକ ବସିଛନ୍ତି | ଆଉ ସେହି ଟ୍ରେନ ରେ ଏତେ ଲୋକ ଙ୍କର ଭିଡ଼ ଯେ ଟ୍ରେନ ରେ ଗୋଟିଏ ପିମ୍ପୁଡି ମଧ୍ୟ ଯାଇ ପାରିବ ନାହିଁ |

ସେହି ଟ୍ରେନ ଟି ଦ୍ରୁତ ଗତିରେ ଯାଉଛି ହେଲେ ଟ୍ରେନ ଉପରେ ବସି ରହିଥିବା ଲୋକ ଙ୍କୁ ଟିକେ ବି ଭୟ ଲାଗୁ ନାହିଁ ଆଉ ସେମାନେ ବେସ ମଜା ମସ୍ତି କରି ଯାଉ ଥିବାର ଦେଖିବା ପାଇଁ ମିଳିଛି | ଏହା ସହିତ ଏକ ସ୍ଥାନରେ ଲୋକ ମାନଙ୍କର ଭିଡ଼ ଜମି ଥିବାର ଦେଖିବା ପାଇଁ ମିଳିଛି, ତେବେ ଏହି ଦୃଶ୍ୟ ଟି ହେଉଛି ବାଂଲାଦେଶ ର | କିନ୍ତୁ ଏଠାରେ କଣ ଆଉ କେଉଁ ପର୍ବ ଚାଲିଛି ତାହା କିଛି ବୁଝା ପଡ଼ୁ ନାହିଁ | ବର୍ତ୍ତମାନ ସମୟରେ ଏହି ଟ୍ରେନର ଦୃଶ୍ୟ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.