ଗଛକୁ ଚଢିବାରେ ଇତିହାସ ସୃଷ୍ଟି କଲା ‘ଛେଳି’ ଭାଇରଲ ହେଲା ଭିଡ଼ିଓ.…ଏମିତି ବିରଳ ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…. ଦେଖନ୍ତୁ VIDEO

ଆପଣ ମାନେ ତ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଅ ଭାଇରାଲ ହେଉଥିବାର ଦେଖିବାକୁ ପାଈଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭାଇରାଲ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଇତିହାସ ସୃଷ୍ଟି କଲା ଛେଳି । ଗଛରେ ଏମିତି ଚଢ଼ିଲା ଯେ ଲୋକେ କାବା, ଭିଡ଼ିଓ ହେଲା ଭାଇରାଲ । ତେବେ ଚାଲନ୍ତୁ ଜାଣି ନେବା କଣରହିଛି ସଂପୂର୍ଣ୍ଣ ଘଟଣା ।

ତେବେ ସୋସିଆଲ ମିଡିଆରେ ଆଜିକାଲି ଏପରି ସବୁ ଭିଡିଓ ଭାଇରାଲ ହେଉଛି ଯାହାର କେବେ କଳ୍ପନା ମଧ୍ୟ ଆପଣମାନେ କରି ନ ଥିବେ । ତେବେ ପ୍ରତି ଦିନ ଏପରି ଭିଡିଓ ସବୁ ସାମ୍ନାକୁ ଆସୁଛି ଯାହାକୁ ଦେଖିବା ପରେ ଆଖିକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇ ପଡୁଛି ।

ଅନେକ ସମୟରେ ଏପରି ଭିଡ଼ିଓ ସବୁ କ୍ୟାପଚର ହୋଇଥାଏ ଯାହା ସୋସିଆଲ ମିଡିଆରେ ନୂଆ ଇତିହାସ ସୃଷ୍ଟି କରେ । ଏହିପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାକୁ ଲାଗିଛି ଆଉ ଏହି ଭିଡିଓ କୁ ଦେଖବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଛେଳି ଟି ଅଜବ କାରନାମା କରୁଥିବା ଦେଖିବାକୁ ମିଳିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉ ଥିବା ଏହି ଭିଡ଼ିଓ ରେ ଆପଣ ମାନେ ଦେଖ ପାରିବେ ଯେ ଗୋଟିଏ ଛେଳି ନିଜର ଆସିଛି ଛେଳି ଟି ଗଛ ଉପରକୁ ଚଢୁ ଥିବାର ଦେଖା ଯାଇଛି । ତେବେ ଭିଡ଼ିଓ ରେ ଆପଣ ମାନେ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେ ଛେଳିଟି ଗୋଟିଏ ଖଜୁରୀ ଗଛ ଉପରକୁ ସିଧା ଚଡୁଛି । ଛେଳିଟି ଦୃତ ଗତିରେ ଚଢୁଛି କିନ୍ତୁ କିଛି ସମୟ ପରେ ପୁଣି ଫେରି ଆସୁଛି । ଭିଡ଼ିଓ କୁ ଦେଖିଲେ ଲାଗୁଛି ଯେ ଗଛ ଉପରକୁ ଚଢ଼ିବା ପରେ ଛେଳିଟି ଅଟକି ଯାଇଛି ଏବଂ ସେ କଣ କରିବ ବୋଲି ଦ୍ୱନ୍ଦ ରେ ମଧ୍ୟ ପଡିଯାଇଛି ।

ତେବେ ଛେଳି ସୃଷ୍ଟି କଲା ଇତିହାସ ଏହି ଭିଡ଼ିଓ ଏକ ଇନଷ୍ଟାଗ୍ରାମ ୟୁଜର୍ସ ଙ୍କ ଦ୍ୱାରା ପୋଷ୍ଟ କରା ଯାଇଛି । ଆଉ ଏହି ଭିଡିଓ ଟିକୁ ପୋଷ୍ଟ କରିବା ପରେ ଏହି ଭିଡ଼ିଓ ରେ ୟୁଜର୍ସଙ୍କ ଉତ୍ତର ଦେଖି ଆପଣ ମଧ୍ୟ ଚକ୍କିତ ହୋଇଯିବେ । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଏହା ଏକ ନୂଆ ଯୁଗର ଛେଳି,ଏହା କୌଣସି ସ୍ଥାନ କୁ ଚଢ଼ିପାରେ । ଏଥିସହିତ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଛେଳି ଏକ ନୂଆ ଇତିହାସ ସୃଷ୍ଟି କରିଛି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

Leave A Reply

Your email address will not be published.