Exclusive: ମୋ ସ୍ବାମୀ ମୋ ବଡ ଭାଈ ହେବେ ! ବାହାଘର ପରେ ମୋ ସ୍ୱାମୀ ଓ ମୁଁ ମିଶି ଗାଦୁଲ ଗାଦୁଲ କରିବୁ :ମି ପୁଚ ପୁଚ

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି । ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି । ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି ।

ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଏକ ଏପରି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଲୋକ ମାନଙ୍କ ମନୋରଞ୍ଜନ କରାଇ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛି । ଏହି ଝିଅ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମି ପୁଚ୍ ପୁଚ୍ ।ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ୍ ପୁଚ୍ ଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ମି ପୁଚ୍ ପୁଚ୍ ଙ୍କର ଅନେକ କମେଡି ଭିଡିଓ ଦେଖିଥିବେ ।

ମି ପୁଚ୍ ପୁଚ୍ ଆମ ଓଡିଶାବାସୀଙ୍କର ମନ କିଣି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ମି ପୁଚ୍ ପୁଚ୍ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ କିଛି ଦିନ ତଳେ ସେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆଉ ଏବେ ମି ପୁଚ୍ ପୁଚ୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।ସେ ନିଜ ବିବାହ ତାରିଖ କାହାକୁ ବି କହି ନଥିଲେ ହେଲେ ତାଙ୍କ ବିବାହ କାର୍ଡ ଦେଖାଇ ଥିଲେ । ନିଜର ବିବାହ ପାଇଁ ମି ପୁଚ୍ ପୁଚ୍ ବହୁତ ଅଧିକ ଖୁସି ଅଛନ୍ତି । ଆଉ ଏବେ ସାରା ଓଡିଶାରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏହାରି ମଧ୍ୟରେ ମି ପୁଚ୍ ପୁଚ୍ ଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ତାଙ୍କର ବିବାହ ହେବାକୁ ଯାଉଛି । ତେବେ ଗତ କିଛି ସମୟ ହେବ ତାଙ୍କର ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ଭାଇରାଲ ହେଉଥିବା ଭିଡିଓରେ ମି ପୁଚ ପୁଚଙ୍କ ଭାବି ସ୍ଵାମୀ ଷଡଙ୍ଗୀ ବାବୁ ବରଯାତ୍ରୀ ନେଇ ଆସୁଥିବାର ନଜର ଆସୁଛନ୍ତି ।

ଅତି ଧୁମଧାମର ସହ ସେ ନିଜ ପରିବାର ବର୍ଗ ଆଉ ସାଙ୍ଗ ସାଥିଙ୍କୁ ନେଇ ବରଯାତ୍ରୀରେ ଆସିଛନ୍ତି । ସମସ୍ତେ ବାଜାର ତାଳେ ତାଳେ ନାଚୁ ଥିବାର ମଧ୍ୟ ନଜର ଆସୁଛନ୍ତି । ଏପଟେ ମି ପୁଚ୍ ପୁଚ୍ କହିଛନ୍ତି ସେ ବହୁତ ଖୁସି ଅଛନ୍ତି ଏବଂ ସାଥିରେ ଟିକେ ଡର ରହିଛି ମନରେ କାହିଁକି ନାଁ ଗୋଟିଏ ପରିବାର ଛାଡି ଆଉ ଗୋଟିଏ ନୂଆ ପରିବାରକୁ ଯାଉଛି ।

Leave A Reply

Your email address will not be published.