ଦେଖନ୍ତୁ EXCLUSIVE :ଭିଡିଓ ଗୁପ୍ ଚୁପ୍ ପାଖରେ ଅଟକି ଗଲା ମନ ରୂପା ଙ୍କ ମନ ,,ଖାଇଲେ ନନ୍ ଷ୍ଟପ୍, ଭିଡିଓ ଦେଖିଲେ ଆପଣ ବି ଲୋଭ କରିବେ
ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ |
ତେବେ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ କି ଖୁବ ନାଁ କମାଇଛନ୍ତି ଆପଣ ଙ୍କର ମଧ୍ୟ ଠିକ ସେହିଭଳି ଭାବରେ ପ୍ରିୟ ଯୋଡ଼ି ନିହାତି ଭାବରେ ରହି ଥିବେ | ତେବେ ସେଭଳି ଏକ ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ, ଯିଏକି ନିଜ ଜୀଵନ ଶୈଳୀର ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ କରି ବର୍ତ୍ତମାନ ସମୟରେ ଖୁବ ନାଁ କମାଇଛନ୍ତି | ତାଙ୍କ ଭିଡ଼ିଓ ଓ ଆଲବମ କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଭାବେ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଖୁବ ନିଆଁରା ରହିଛି |
ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ରୂପା ପିଣ୍ଟୁ ଓ ଖୁସି ତାଙ୍କ ଭଉଣୀ ଙ୍କ ପାଖରୁ ଫେରୁଛନ୍ତି, ଯେଉଁଠିକି ତାଙ୍କ ଭଉଣୀ ଖୁସି ମା ଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ ଆସିଛନ୍ତି | ଆଉ ସେହି ଗିଫ୍ଟ ରେ ସେ ଖୁସି ମା ଙ୍କୁ ଏକ ସୁନ୍ଦର ଘଣ୍ଟା ଟିଏ ଦେଇଛନ୍ତି ଆଉ ନିଜ ହାତରେ ସେ ଖୁସି ମା ଙ୍କୁ ପିନ୍ଧାଇ ମଧ୍ୟ ଦେଇଛନ୍ତି | ଏହାପରେ ପିଣ୍ଟୁ ତାଙ୍କ ଗାଡ଼ି ଧରି ଘରକୁ ଯାଉଛନ୍ତି, ତେବେ ବାଟରେ ଯିବା ବେଳେ ଏକ ଗୁପଚୁପ ଠେଲା ପଡ଼ିଛି ଯାହାକୁ ଦେଖି ରୂପା ଆଉ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି ଆଉ ସମସ୍ତେ ମିଶି ଠେଲା ପାଖକୁ ଚାଲି ଯାଉଛନ୍ତି ଗୁପଚୁପ ଖାଇବା ପାଇଁ |
ସେଠାରେ ମିଶି ଯେଉଁ ଭଳି ଭାବରେ ସେମାନେ ଗୁପଚୁପ ଖାଉ ଥିଲେ ତାହା ସବୁଠାରୁ ମଜାଦାର ଥିଲା ଆଉ ଖୁସି ମା ମଧ୍ୟ ଗୁପଚୁପ ଖାଉ ଥିବାର ଦେଖିବା ପାଇଁ ମିଳିଛି | ତେବେ ପରେ ପରେ ସମସ୍ତେ ଘରକୁ ଫେରିଛନ୍ତି ଆଉ ଖୁସି ମା ଙ୍କର ଚୁଟି କାଟି ଦେବେ ବୋଲି ପିଣ୍ଟୁ କହୁଛନ୍ତି ଆଉ ଖୁସି ମା ମଧ୍ୟ ହସିକି କହୁଛନ୍ତି କି ହଁ ଚୁଟି କାଟି ଦେବା | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ପିଣ୍ଟୁ ଉପଲୋଡ କରିଛନ୍ତି ଯାହାକୁ ଦର୍ଶକ ବେସ ପସନ୍ଦ ମଧ୍ୟ କରିଛନ୍ତି, କେବଳ ସେତିକି ନୁହେଁ ଭିଡ଼ିଓ କୁ ଦେଖି ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।