ସାଧାରଣ ଭାବରେ ଆଜିକାଲି ଅନେକ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି।ଯାହା ଫଳରେ ସେମାନଙ୍କ ଶରୀରର ଓଜନ ବଢ଼ି ଯାଇଥାଏ।ଏହା ସହିତ ସେମାନଙ୍କ ଶରୀରର ଓଜନ ବଢିବା ଫଳରେ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି।ତେବେ କିପରି ଭାବରେ ନିଜର ଏହି ମେଦ ବହୁଳତାକୁ ନିୟନ୍ତ୍ରଣ କରାଯାଇ ପାରିବ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ସାଧାରଣ ଭାବରେ ଆଜିକାଲି ଅନେକ ଲୋକଙ୍କ ପାଖରେ ଏହି ମେଦ ବହୁଳତା ସମସ୍ୟା ଦେଖା ଯାଇଥାଏ।
ତେବେ ଲୋକମାନଙ୍କ ପାଖରେ ଏହି ମେଦ ବହୁଳତା ଦେଖାଯିବା ପଛରେ ଅନେକ କାରଣ ରହିଥାଏ।ଯେପରିକି ଆଜିକାଲି ଲୋକମାନେ ଅନେକ ଭାବରେ ବାହାରର ଖାଦ୍ୟ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି ।
ଏହାସହିତ ଲୋକମାନେ ମଧ୍ୟ ଶାରିରୀକ ପରିଶ୍ରମ କରୁ ନାହାନ୍ତି।ଯାହା ଫଳରେ ମଧ୍ୟ ସେମାନଙ୍କ ଶରୀରରେ ଏହି ଖାଦ୍ୟ ଜମା ହୋଇ ରହିଥାଏ।ତେବେ ସେମାନଙ୍କ ଶରୀରରେ ଏପରି ଭାବରେ ଖାଦ୍ୟ ଜମା ହୋଇ ରହିବା ଫଳରେ ସେମାନେ ଶେଷରେ ମେଦ ବହୁଳତାର ଶିକାର ହୋଇ ଥାଆନ୍ତି ।
ତେଣୁ କିଛି ଲୋକମାନେ ଅଛନ୍ତି ନିଜ ଓଜନ କମେଇବା ଏବଂ ବଢେଇବା ପାଇଁ ଚେଷ୍ଟା କରି ଖାଦ୍ୟପେୟ ମଧ୍ୟ କମେଇ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ Dr. Misha Pepsi କଣ ଖାଇଲେ ଓଜନ କମିବ ସେ ବିଷୟରେ କଣ କହିଛନ୍ତି ଜାଣିବା,
Dr. Misha Pepsiଙ୍କ କହିବା କଥା ବହୁତ ଲୋକ ଅଛନ୍ତି ଯେଉଂମାନେ ଦିନସାରା ହାଇଡେଡ ନିଅନ୍ତି ନାହିଁ । ଏପରିକି ଦ୍ବିପହରରେ ଭାତ କିମ୍ବା ରୁଟି ମଧ୍ୟ ସେବନ କରନ୍ତି ନାହିଁ । କାରଣ ସେମାନଙ୍କ ଚିନ୍ତାଧାର ହେଉଛି କି ଭାତ,ରୁଟି ବନ୍ଦ କରିଦେଲେ ଓଜନ କମିଯିବ ଏବଂ ଓଜନ ନିଯନ୍ତ୍ରଣ ହୋଇ ରହିବ । ତେବେ କାର୍ଯ୍ୟ କରିବା ପାଇଂ ଯେଉଁ ଶକ୍ତି ମିଳିଥାଏ ତାହା କାର୍ବୋ ହାଇଡେଡ୍ ରୁ ମିଳିଥାଏ ।
ତେଣୁ ଯଦି କାର୍ବୋ ହାଇଡେଡ୍ ବନ୍ଦ କରିଦେବେ ତାହେଲେ ଆପଣ ଙ୍କ ଶରୀର କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ । କିଟୋସିସ୍ ହେବାର ବହୁତ ଚାନ୍ସ ରହିଥାଏ ।
ତେବେ Dr. Misha Pepsi ମତ ଅନୁଯାୟୀ କିନ୍ତୁ ଯେଉଁ ଦିନ ଆମିଷ ଖାଉଛନ୍ତି ସେଦିନ ଭାତ ଅଧିକ ମାତ୍ରାରେ ଖାଆନ୍ତୁ ଏବଂ ଅନ୍ୟ ଦିନ ମାନଙ୍କ ରେ ରୁଟି ଖାଆନ୍ତୁ । ଯାହ ଫଳରେ କି ଡାଏଟ୍ ନିୟନ୍ତ୍ରଣ ହୋଇ ରହିବ ଆଉ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିବ । ତେବେ ଏପରି କରିବା ଦ୍ବାରା ଶରୀର ସୁସ୍ଥ ରହିବ ଏବଂ ଶରୀର ସୁସ୍ଥ ରହିଲେ ମନ ବି ସୁସ୍ଥ ରହିବ । ଯାହା ଫଳରେ ସମସ୍ତ କାମ କରିବାକୁ ମନ ପ୍ରଫୁଲ୍ଲ ତଥା ଉଲ୍ଲସିତ ରହିବ ଏବଂ ଦିନଟି ଭଲ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।