ଦେଖନ୍ତୁ ବିମାନ ଦୁର୍ଘଟଣା ର LIVE ଭିଡ଼ିଓ – ଆକାଶରେ ମୋବାଇଲେ ଫ୍ଲାଇଟ ମୋଡ଼ ନକରିବା ହେଲା କାଳ,ଟିକେ ଭୁଲ ପାଇଁ ଚାଲିଗଲା ୭୨ ଜଣଙ୍କର ଜୀବନ
ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଦେଖିବାକୁ ପାଇଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ବେଳେ ବେଳେ ନିଜର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ଙ୍କର ଜୀଵନ ମଧ୍ୟ ଚାଲି ଯାଏ | ତେବେ ଅନେକ ଦୁର୍ଘଟଣା ସାମ୍ନା କୁ ଆସିଥାଏ କିନ୍ତୁ କିଛି ଦୁର୍ଘଟଣା ଏତେ ଯେ ଭୟଙ୍କର ଥାଏ ଯାହାକୁ କଳ୍ପନା ମଧ୍ୟ କରି ହୁଏ ନାହିଁ |
ତେବେ ସେଭଳି ଏକ ଭୟଙ୍କର ଦୁର୍ଘଟଣା ସାମ୍ନା କୁ ଆସିଛି ଯାହାର ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଘଟଣା ଟି ହେଉଛି ଏକ ପ୍ଲେନ ଟି ସିଧା ତଳକୁ ଖସି ପଡ଼ି ଦୁର୍ଘଟଣା ହୋଇଛି ଆଉ ସେଥିରେ ବସି ଥିବା ସମସ୍ତ ଯାତ୍ରୀ ଙ୍କର ମୃତ୍ୟୁ ହୋଇ ଯାଇଛି |
ତେବେ ସୂଚନା ଅନୁଯାଇ ପ୍ଲେନ ର କର୍ତ୍ତୃପକ୍ଷ ପ୍ଲେନ ରେ ବସି ଥିବା ସମସ୍ତ ଯାତ୍ରୀ ଙ୍କୁ କହି ଥିଲେ କି ମୋବାଇଲ ର ଫ୍ଲାଇଟ ମୋଡ଼ ଅନ କରି ମୋବାଇଲ ଚାଲେଇବା ପାଇଁ | କିନ୍ତୁ ଯାତ୍ରୀ ମାନେ ଏହି କଥା ବେଖାତିର କରି ଶୁଣି ନଥିଲେ ଆଉ ଫ୍ଲାଇଟ ମୋଡ଼ ଅନ ନ କରି ଇଣ୍ଟରନେଟ ବ୍ୟବହାର କରୁ ଥିଲେ | ଆଉ ଯାତ୍ରୀ ମାନଙ୍କର ଏହି ବେଖାତିର କାରଣ ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଛି ବୋଲି ଯାହା କୁହା ଯାଉଛି |
ତେବେ ଏଭଳି ଏକ ଘଟଣା ଜାନୁଆରୀ 15 ତାରିଖ ଦିନ 12 ଟା ରେ ଘଟି ଯାଇଛି | ଏହି ପ୍ଲେନ ଟି ନେପାଳର କାଠମାଣ୍ଡୁରୁ ବିମାନରେ ବସି ପୋଖରାନ ଅଭିମୁଖେ ଉଡାଣ କରି ଥିଲେ | ତେବେ ଏହି ବିମାନ ଟିରେ 68 ଜଣ ଯାତ୍ରୀ ଆଉ 4 ଜଣ ମେମ୍ବର ରହି ଥିଲେ ଅର୍ଥାତ ସର୍ବ ମୋଟ 72 ଜଣ ଥିଲେ |
ଯେତେ ବେଳେ ବିମାନ ଚାଲୁ ଥିଲା ସେତେ ବେଳେ ମୋବାଇଲ ର ଫ୍ଲାଇଟ ମୁଡ଼ ଅନ କରିବାକୁ କୁହା ହୋଇ ଥିଲା କିନ୍ତୁ କିଛି ଯାତ୍ରୀ ଏହାକୁ ନ ଶୁଣି ଇଣ୍ଟରନେଟ ବ୍ୟବହାର କରି ଥିଲେ | ଯାହା ଫଳରେ ବିମାନ ରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଇ ଥିଲା ଆଉ ପ୍ଲେନ ଟି ସିଧା ତଳକୁ ଖସି ପଡ଼ି ଥିଲା |
ମୋବାଇଲ ରେ ଇଣ୍ଟରନେଟ ବନ୍ଦ ନଥିବାରୁ ପାଇଲଟ ଓ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ହୋଇ ପାରି ନଥିଲା, ଯାହା ଦ୍ୱାରା ସମ୍ପର୍କ ନହୋଇ ପାରିବାରୁ ପାଇଲଟ ଜଣଙ୍କ ବିମାନ ରେ କଣ ଅସୁବିଧା ହୋଇଛି କହି ପାରି ନଥିଲେ ଆଉ ଯାହା ଦ୍ୱାରା ପ୍ଲେନ ଟି ଆକାଶ ରୁ ସିଧା ତଳକୁ ଖସି ପଡିଥିଲା | ଫ୍ଲାଇଟ ମୋଡ଼ ଅନ ନ ହେବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି ବୋଲି ଯାହା ସୂଚନା ମିଳିଛି ଏବଂ ଏହି ବିମାନ ଦୁର୍ଘଟଣା ରେ 72 ଜଣଙ୍କର ମୃତ୍ୟୁ ହୋଇ ଯାଇଛି |