Pakistan Village & India ବୋର୍ଡ଼ର emotional ଭିଡ଼ିଓ…ଏହି Heart Touching ଦୃଶ୍ୟ ଦେଖିଲେ ଆପଣ ବି ଗର୍ବ କରିବେ…

ଆପଣମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର। ବେଳେ ବେଳେ ଏଭଳି କିଛି ଘଟଣା ମାନ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହା ଦର୍ଶକ ମାନଙ୍କର ମନକୁ କିଣି ନେବା ସହିତ ଆକୃଷ୍ଟ କରାଇଥାଏ। ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଏକ ଦେଶାତ୍ମକ ଭିଡିଓ। ସେହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ବୋର୍ଡର ରେ ଥିବା ଭାରତୀୟ ସୈନିକ କୁ ପାକିସ୍ତାନ ର ପିଲାଟି ଚାହା, ପାଣି ପିଇବାକୁ ଦେଇଛି। ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି ଆପଣ ମାନେ ଦେଶ ମଧ୍ୟରେ ଲାଗୁଥିବା ବିବାଦ ଓ ଯୁଦ୍ଧ ବିଷୟରେ ଜାଣିଥିବେ ।
ତେବେ କୁହାଯାଏ କି ଲୋକ ମାନଙ୍କର ଦେଶ ଅଲଗା ହୋଇ ପାରେ କିନ୍ତୁ ସେମାନେ ତା ମଣିଷ ଆଉ ଆମର ଭଗବାନ ଯେତେବେଳେ ସମାନ ବୋଲି ଭାବୁଛନ୍ତି ସବୁ ଦେଶ ର ସବୁ ଜାତିର ଲୋକ ମାନଙ୍କୁ ତାହେଲେ ଆମେ କାହିଁକି ଭାବିବା ପାଇଁ । ଆଉ ଛୋଟ ପିଲାଓ ସୌନିକ ମଧ୍ୟରେ ଥିବା ଇମୋସନେଲ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯେଉଁ ଭିଡ଼ିଓ କୁ ଦେଖିଲେ ଆପଣ ମାନେ ମଣିଷ ଭିତରେ ଥିବା ମଣିଷ ପଣିଆ ବିଷୟରେ ବେଶ ଭଲ ଭାବରେ ଜାଣି ପାରିବେ ବୋଲି କୁହାଯାଉଛି ।ଆଉ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପାକିସ୍ତାନ ଓ ଇଣ୍ଡିଆ ର ବୋର୍ଡର ର ଦୃଶ୍ୟ କୁ ଦେଖିବାକୁ ମିଳିଛି ।


ଆଉ ପାକିସ୍ତାନୀ ଲୋକ ଜଣଙ୍କ ବିଲ ରେ କାମ କରୁଥିବା ସମୟରେ ଛୋଟ ପୁଅ ଟି ଲୋକ ଙ୍କ ପାଇଁକି ଚାହା ନେଇକି ଆସିଥିଲେ ଆଉ କ୍ଷେତରେ କାମ କରୁଥିବା ତାଙ୍କର ବାପା କୁ ଚାହା ପିଇବା ପାଇଁ ଦେଇଥିବେ ।ସେହି ସମୟରେ ବୋର୍ଡର ସେ ପଟେ ଇଣ୍ଡିଆ ର ସୌନିକ ଜଣଙ୍କ ସୀମା ଜୋଗୁଥିବା ବେଳେ ତାଙ୍କୁ ବହୁତ ଶୋଷ ମଧ୍ୟ ଲାଗିଥିଲା ।ଆଉ ପିଲାଟି ତାର ବାପା ଙ୍କୁ ଚାହା ଦେବା ପରେ ନିଜର ଭାଗ କୁ ସୌନିକ କୁ ଦେଇଥିଲା ।ତାହା ପରେ ସୌନିକ ଜଣଙ୍କ ତାଙ୍କୁ ପାଣି ମାଗିଥିଲେ ଆଉ ସେ ପିଲା ଟି ପାଣି ମଧ୍ୟ ନେଇକି ଦେଇଥିଲା ।

ତାହା ପରେ ସୌନିକ ଜଣଙ୍କ ଖୁସି ହୋଇ ଯାଇଥିଲା ଆଉ ପିଲା ଟିକୁ ବିସ୍କୁଟ ଖାଇବାକୁ ଦେଇଥିଲା , ତେବେ ବିସ୍କୁଟ ପାଇଁ ପିଲାଟି ମଧ୍ୟ ଖୁସି ହୋଇ ଯାଇଥିଲା ଆଉ ସେମାନେ ପରସ୍ପର ହାତ ମିଶାଇଥିଲେ ବୋଲି ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା । ଆଉ ଏହି ଭଳି ଏକ ଇମୋସନେଲ ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଲୋକ ମାନେ ବେଶ ପସନ୍ଦ କରୁଥିବାର ମଧ୍ୟ ଦେଖିବା କୁ ମିଳିଥିଲା ଏହି ଭିଡ଼ିଓ ରେ ।

Leave A Reply

Your email address will not be published.