ଦେଖନ୍ତୁ video- ରୂପା ଙ୍କ ସ୍ବାମୀ ପିଣ୍ଟୁ ଙ୍କ ନାଚ ଦେଖିଲେ ହସି ହସି ଗଡିଯିବେ 6 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

ସୋସିଆଲ ମିଡିଆ ନିଜର ପରିଚୟ ତିଆରି କରିଥିବା ଦୁଇ ଷ୍ଟାର ରୂପା ଆଉ ପିଣ୍ଟୁ ଆଜିର ଦିନରେ ଏକ ପରିଚିତ ଚେହେରା ପାଲଟି ଯାଇଛନ୍ତି।ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ ଆଉ ଏ ସବୁକୁ ପସନ୍ଦ ମଧ୍ୟ କରୁଥିବେ।ତେବେ ଖାଲି ବ୍ଲଗ୍ ନୁହେଁ ରୂପା ପିଣ୍ଟୁଙ୍କୁ ବର୍ତ୍ତମାନ ସମୟରେ ଏକାଧିକ ମ୍ୟୁଜିକ୍ ଭିଡିଓ ରେ

ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ଭଲ ପାଇବା ଦେଉ ଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓ ରେ ଦୁହେଁ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରିଥିବାର ନଜର ଆସିଛନ୍ତି। ଆଉ ଏ ସବୁ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ପ୍ରଥମେ ଟିକ୍ ଟକ ଏହାପରେ ବ୍ଲଗ୍ ଆଉ ବର୍ତ୍ତମାନ ସମୟରେ ଦୁହେଁ ଷ୍ଟାର ପାଲଟି ଯାଇଛନ୍ତି।

ରୂପା ପିଣ୍ଟୁଙ୍କ ଲଭ୍ ଷ୍ଟୋରି, ମେଘ ନନ୍ଦିନୀ, କହ ଏତେ କାହିଁ
ଭଲ ପାଉ, ସାଧବ ରଜା, ଧନ୍ୟ ତାକୁ କହ, ତୁମ ପାଦରେ ପାଦ ମିଶାଇ, ତୋ ହରିଣୀ ଆଖି, ତୁ ମୋ ମନର ସରକାର୍, ସିନ୍ଦୂର , ମା ଦଶଭୂଜା, ଜୟ ଜୟ ମହାଲକ୍ଷ୍ମୀ, ଓଢଣୀ ପଡ଼ିଛି ନାଲି ନାଲି, ମୋତେ ବଧେ ପ୍ରେମ ହୋଇଛି ଆହୁରି ଏକାଧିକ ମ୍ୟୁଜିକ୍ ଭିଡିଓରେ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରି ଓଡ଼ିଶା ବାସୀଙ୍କ ଭଲ ପାଇବା ଜିତି ପାରିଛନ୍ତି ରୂପା ଓ ପିଣ୍ଟୁ।

ତେବେ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁ ଙ୍କ ଆଉ ଏକ ଅଭିନୀତ ଏକ ସୁନ୍ଦର୍ ମ୍ୟୁଜିକ୍ ଭିଡିଓ ଆସିବାକୁ ଯାଉଛି ଯାହାର ସୁଟିଂ ମଧ୍ୟ ସରିଯାଇଛି । ଆଉ ଏହି ସୁନ୍ଦର ମ୍ୟୁଜିକ୍ ଭିଡ଼ିଓଟି ସିର୍ଦ୍ଧାଥ ଟିଭି ରେ ଆସିବାକୁ ଯାଉଥିବା ନିଜେ ପିଣ୍ଟୁ ତାଙ୍କର ଏକ ବ୍ଲଗ ଭିଡିଓରେ କହିଛନ୍ତି । ଆଉ ଯାହା ବେଶ୍ ମନଛୁଆଁ ହେବ ବୋଲି ମଧ୍ୟ ସେ କହିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ଦୁହେଁ ସୁଟିଂ ସରି ଘରକୁ ଫେରିଛନ୍ତି ଏବଂ ଥଣ୍ଡା ପାଇଁ ପିଣ୍ଟୁ ଙ୍କର ଟିକିଏଦେହ ଅସୁସ୍ଥ ହୋଇଯାଇଥିବା ସେ ତାଙ୍କର ଭାଇରାଲ ବ୍ଲଗ ଭିଡିଓରେ କହିଛନ୍ତି । କିନ୍ତୁ ସବୁ ପରେ ବି ବହୁତ ମଜାମସ୍ତିକରୁଥିବାର ନଜର ଆସିଛନ୍ତି ତାଙ୍କ ପରିବାର ସହିତ ଆଉ ଖୁସି ଏବଂ ରାମଦେବ ବାବା ସହିତ ଭିନ୍ନ ଢଙ୍ଗରେ ନାଚୁଥିବାର ମଧ୍ୟ ନଜର ଆସିଛନ୍ତି, ଯେଉଁ ନାଚ ଦେଖିଲେ ଆପଣମାନେ ହସି ହସି ଗଢିଯିବେ ।ଯାହାର ଭିଡିଓ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ପିଣ୍ଟୁ ଆଉ ଏହା ସହିତ ଭିଡିଓରେ ମଧ୍ୟ ବହୁତ୍ ମଜାମସ୍ତି ଦେଖିବା ପାଇଁ ମିଳିଛି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଭିଡିଓ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ବେଶ୍ ପସନ୍ଦ ଆସିବ।

Leave A Reply

Your email address will not be published.