ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅ ପୁଅ ଙ୍କର ”ଷ୍ଟେଜ ଉପରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହାକି ଏହା ମାଧ୍ୟମ ରେ ହିଁ ଲୋକ ମାନେ ନିଜର ପ୍ରତିଭା ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଥାଆନ୍ତି | କିଏ ଡ୍ୟାନ୍ସ କରି ଭିଡ଼ିଓ ଉପଲୋଡ କରିଥାଏ ତ ଆଉ କିଏ ଗୀତ ଗାଇ ଭିନ୍ନ ଭିନ୍ନ ଅନ୍ଦାଜ ରେ ଭିଡ଼ିଓ ପ୍ରସ୍ତୁତ କରି ଲୋକ ମାନେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ଆଉ ବେଳେ ବେଳେ ଏହା ଲୋକ ଙ୍କୁ ଏତେ ମାତ୍ରା ରେ ପସନ୍ଦ ଆସିଥାଏ କି ଯାହା ଖୁବ ମାତ୍ରା ରେ ଭାଇରାଲ ହୋଇ ଥାଏ | ତେବେ ସବୁଠାରୁ ଡ୍ୟାନ୍ସ ଭିଡ଼ିଓ ନିଆଁରା ଲାଗିଥାଏ ଯାହାକି କେଉଁ ଷ୍ଟେଜ ରେ ଯଦି ଆମେ ଡ୍ୟାନ୍ସ ଦେଖି ଥାଉ ତେବେ ଆମ ପାଦ ମଧ୍ୟ ନାଚି ଉଠେ ଆଉ ଦେଖୁ ଥିବା ଦର୍ଶକ ମଧ୍ୟ ସେହି ନାଚ ରେ ଝୁମି ଉଠନ୍ତି |


ତେବେ ଅନେକ ସମୟ ରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ଖୁବ ଆକର୍ଷଣ ମଧ୍ୟ କରିଥାଏ | ତେବେ ଆଜି ସେଭଳି ଏକ ଡ୍ୟାନ୍ସ ଭିଡ଼ିଓ କଥା କହିବୁ ଯେଉଁଥି ଏକ ଯୁବକ ଓ ଯୁବତୀ ଡ୍ୟାନ୍ସ ପଫମାନ୍ସ କରି ଦେଖାଉଛନ୍ତି | ଏହି ଦୁଇ ଯୁବକ ଓ ଯୁବତୀ ଏକ ରୋମାଣ୍ଟିକ ଗୀତ ରେ ହଟ ଡ୍ୟାନ୍ସ କରି ଦେଖାଉ ଥିବାର ନଜର ରେ ଆସିଛନ୍ତି |

ଏହି ଗୀତ ଟି ହେଉଛି “ଆଏଗା ମଜା ଅବ ବର୍ଷାତ କା” ଏଭଳି ଏକ ସୁନ୍ଦର ଗୀତ ରେ ଉଭୟ ଡ୍ୟାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି | କେବଳ ସେତିକି ନୁହେଁ ବରଂ ସେହି ଷ୍ଟେଜ ଉପରେ ବର୍ଷା ହେଉଛି ଆଉ ଉଭୟ ପୁଅ ଓ ଝିଅ ବର୍ଷା ରେ ଭିଜି ଭିଜି ରୋମାଣ୍ଟିକ ଶୈଳୀ ରେ ଡ୍ୟାନ୍ସ କରି ଦେଖାଉଛନ୍ତି |

 

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯଦି ଡ୍ୟାନ୍ସ ଟି ସୁନ୍ଦର ହୋଇ ଥାଏ ତେବେ ଦର୍ଶକ ମାନଙ୍କର ଦେଖିବା ଇଚ୍ଛା ଆହୁରି ବଢ଼ିବାରେ ଲାଗି ଥାଏ ଆଉ ଏଭଳି ସୁନ୍ଦର ନାଚ କୁ ଦେଖି ସେମାନେ ଆଖି ମଧ୍ୟ ଫେରାଇ ନେଇ ପାରନ୍ତି ନାହିଁ | ସେଭଳି କିଛି ଏହି ଷ୍ଟେଜ ରେ ମଧ୍ୟ ଦେଖିବା ପାଇଁ ମିଳି ଥିଲା ତାଙ୍କର ଏହି ସୁନ୍ଦର ନାଚ ରେ ସେଠାରେ ଥିବା ଝିଅ ଓ ପୁଅ ମାନେ ଆଖି ଫେରାଇ ନେଇ ପାରୁ ନଥିଲେ ଆଉ ତାଳି ମାରି ତାଙ୍କୁ ଆହୁରି ଉତ୍ସାହିତ କରୁଛନ୍ତି | ତେବେ ବର୍ତ୍ତମାନ ସମୟ ରେ ଏଭଳି ଏକ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି |

Leave A Reply

Your email address will not be published.