Jyotish Shastra- ଦୀର୍ଘ 500 ବର୍ଷ ପରେ ଶାନ୍ତ ହେଲେ ଶନିଦେବ ଏହି 5 ଟି ରାଶି ଶନିଦୋଷ ରୁ ମୁକ୍ତି ପାଇବାକୁ ଯାଉଛନ୍ତି …

ଶାସ୍ତ୍ର ଅନୁଯାଇ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇ ଥାଏ, ଯଦି କୌଣସି ରାଶି ଉପରେ ଶନିଦେବ ଙ୍କ କୋପ ଦୃଷ୍ଟି ପଡ଼େ ତେବେ ତା ଜୀଵନ ରେ ଅନେକ ସମସ୍ୟା ମାଡ଼ି ଆସେ | ଆଉ ଯଦି ବ୍ୟକ୍ତି ଉପରେ ଶନିଦେବ ଙ୍କର କୃପା ଦୃଷ୍ଟି ପଡ଼େ ତେବେ ତା ଜୀଵନ ରେ ଧନଧାନ୍ୟ ରେ ପୁରି ଉଠେ | ତେବେ କିଛି ରାଶି ଙ୍କ ଉପରେ ମାତା ଲକ୍ଷ୍ମୀ ଓ ସନିଦେବ ଙ୍କର କୃପାରୁ ପଡ଼ିବାକୁ ଯାଉଛି ଯାହାଦ୍ୱାରା ତାଙ୍କ ଜୀଵନ ରେ ବହୁତ ବଡ଼ ପରିବର୍ତ୍ତନ ହେବ | ଆସନ୍ତୁ ଏହି ରାଶି ଗୁଡ଼ିକ କଣ କଣ ଅଟେ ସେହି ସମ୍ପର୍କ ରେ ଜାଣିବା |

1. ମେଷ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ | ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତି ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀଵନରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ |

 

2. କର୍କଟ ରାଶି :- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀଵନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବା ପାଇଁ ଯାଉଅଛି | ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ | ସନିଦେବ ଙ୍କ କୃପାରୁ ଏମାନଙ୍କ ଜୀଵନରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ | ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏମାନଙ୍କୁ ଲାଭ ପ୍ରାପ୍ତି ହେବ, ବ୍ୟାପାରୀ ମାନେ ନିଜ ବ୍ୟାପାର କ୍ଷେତ୍ରରେ ଦୁଇ ଗୁଣ ଲାଭ ପାଇବେ |

3. ବିଛା ରାଶି :- ଏହି ରାଶି ମାନଙ୍କର ଦାମ୍ପତ୍ୟ ଜୀଵନ ସୁଖମୟ ହେବ ଏବଂ ଏହି ରାଶି ମାନଙ୍କର ଥିବା ପାରିବାରିକ ସମସ୍ୟା ଦୂର ହୋଇଯିବ | ଏହି ରାଶିର ଲୋକ ମାନେ ନିଜ ଜୀଵନ ସାଥିଙ୍କ ସହିତ ନିଜର ଜୀଵନ ଅତିବାହିତ କରିବେ ଏବଂ ଭାଗ୍ୟରେ ଏମାନଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ | ଭାଗ୍ୟର ସହଯୋଗ ରେ ଏହି ରାଶି ବ୍ୟକ୍ତି ମାନେ ପ୍ରଗତି ଆଡେ ଅଗ୍ରସର ହେବେ | ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ମଧ୍ୟ ଯୋଗ ବନୁଅଛି |

 

4. ଧନୁ ରାଶି :- ଏହି ରାଶିରେ ଆସନ୍ତା ସମୟରେ ରାଜ ଯୋଗ ର ସମ୍ଭାବନା ବନୁଅଛି, ଭବିଷ୍ୟତ ରେ ଏହି ରାଶି ମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ | ଏହି ରାଶିର ବ୍ୟକ୍ତି ମାନେ ନୂତନ ମିତ୍ର ବନଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ | ବ୍ୟପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ ଏବଂ ଜୀଵନ ରେ ଥିବା ଧନ ସମସ୍ୟା ସବୁ ଦୂର ହୋଇଯିବ |

 

5. କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ଙ୍କ ସହିତ ନିଜ ଜୀବନ ଅତିବାହିତ କରିବେ, ଭାଗ୍ୟ ରେ ଏମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତି ହେବ | ଭାଗ୍ୟ ର ସହଯୋଗ ରେ ଏମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ, ଆସନ୍ତା ସମୟ ରେ ଏହି ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭ ହେବାର ଯୋଗ ବନୁଅଛି |

6. ତୁଳା ରାଶି :- ସନିଦେବ ଙ୍କ କୃପା ରୁ ଏହି ରାଶିର ଧନ ର ଲାଭ ଯୋଗ ବନୁଅଛି ଏବଂ ବେପାର ବାଣିଜ୍ୟ କ୍ଷେତ୍ରରେ ଏମାନଙ୍କୁ ଉନ୍ନତି ମିଳିବ ଅର୍ଥାତ ସଫଳତା ପ୍ରାପ୍ତି ହେବ | ପରିବାର ରେ ମଧ୍ୟ ଶାନ୍ତି ବାତାବରଣ ରହିବ ଏବଂ ନୂତନ ମିତ୍ର ହେବାର ମଧ୍ୟ ଯୋଗ ବନୁଅଛି | ଏହା ସହିତ ଆପଣଙ୍କ ଜୀବନରେ ଅନେକ ଖୁସି ଦେଖାଯିବ ଏବଂ ଆପଣଙ୍କ ବିବାହିତ ଜୀବନ ଆନନ୍ଦିତ ରହିବ |

Leave A Reply

Your email address will not be published.