ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଆସିଲା ଭୟଙ୍କର ଖବର ! ଫୁଲୁଛି ପେଟ ହେଉ ନାହିଁ ପରିସ୍ରା… ମୋ ଜୀବନ ଆପଣଙ୍କ ହାତରେ, ମତେ ବଞ୍ଚେଇ ଦିଅନ୍ତୁ
ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଅଭିନେତା ପିଣ୍ଟୁ ନନ୍ଦ କିପରି ନିଜ ଜୀଵନ ସହିତ ସଂଘର୍ଷ କରୁଛନ୍ତି | ସେ ଏବେ ଲିଭର ଜନିତ ସମସ୍ୟା ରେ ପୀଡିତ ଅଛନ୍ତି ଆଉ ତାଙ୍କ ଅପରେସନ ପାଇଁ ଅନେକ ଟଙ୍କାର ଆବଶ୍ୟକ ରହିଛି | ତେବେ ଏହାକୁ ନେଇ ଅଭିନେତା ପିଣ୍ଟୁ ନନ୍ଦ ସୋସିଆଲ ମିଡ଼ିଆ ରେ କିଛି କହିଛନ୍ତି ଆଉ ସାହାଯ୍ୟ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି | ତେବେ ପିଣ୍ଟୁ ନନ୍ଦ କହିଛନ୍ତି କି ମୋ ଶରୀର ବହୁତ ଅସୁସ୍ଥ ଅଛି ସ୍ଥିର ତ କହି ପାରିବି ନାହିଁ ଆଉ ଟ୍ରିଟମେଣ୍ଟ ମଧ୍ୟ ମୋର ଭଲ ଚାଲିଛି |
କାରଣ କିମ୍ସ ହସ୍ପିଟାଲ ରେ ମୋର ଆତ୍ମ ବିଶ୍ୱାସ ବଢ଼ି ଯାଏ ଏଠିକାର ପ୍ରତିଷ୍ଠାତା ସମସ୍ତ ଙ୍କୁ ବଞ୍ଚାଇ ରଖିଛନ୍ତି | ଆଉ ବହୁତ ଶୀଘ୍ର ଅପରେସନ ହେବ କିନ୍ତୁ ଅର୍ଥ ସମସ୍ୟା ପାଇଁ ଅପରେସନ ହୋଇ ପାରୁ ନାହିଁ | ମୋ ପରିବାର ଲୋକ ଟଙ୍କା କିଛି ଯୋଗାଡ଼ କରିଛନ୍ତି ଆଉ ସାଙ୍ଗ ସାଥି ମାନେ ମଧ୍ୟ କିଛି ସାହାଯ୍ୟ କରିଛନ୍ତି କିନ୍ତୁ ଆହୁରି ଟଙ୍କା ଦରକାର |
ମତେ 6 କି 7 ମାସ ହେଲାଣି ଜଣ୍ଡିସ ହେଇ ଯାଇଥିଲା କିନ୍ତୁ ମୁଁ ଜାଣି ପାରିଲି ନାହିଁ ଆଉ ସେହି ଜଣ୍ଡିସ ଇମଫେକସନ ରେ ପରିଣତ ହୋଇ ଲିଭର କୁ ନଷ୍ଟ କରି ଦେଇଛି | ତେବେ ଏହି 27 ବର୍ଷ ଭିତରେ ମୁଁ ଯଦି ଆପଣ ଙ୍କର କିଛି ମନରଞ୍ଜନ କରିଛି ମୋ ଉପରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ରଖନ୍ତୁ |
ଆଉ ମୋର ଆପଣ ଙ୍କୁ ଏତିକି ଅନୁରୋଧ ମୋ ପାଇଁ ଭଗବାନ ଙ୍କୁ ଆପଣ ଡାକନ୍ତୁ | ମୁଁ ପ୍ରଥମେ ମୋ ଶରୀର କଥା କିଛି ଜାଣି ପାରି ନଥିଲି କିନ୍ତୁ ଏହି ଦୁଇ ମାସ ହେବ ତାହା ମୋ ଶରୀର ରେ ଯେତେ ବେଳେ ସୋ କଲା ତାପରେ ମୁଁ ଆସିକି ଟ୍ରିଟମେଣ୍ଟ ହେଲି |
ପିଣ୍ଟୁ ନନ୍ଦ ଏହା ମଧ୍ୟ କହିଛନ୍ତି କି ଯଦି ଭଗବାନ ଙ୍କ ଇଚ୍ଛା ରୁ ଅର୍ଥ ସମସ୍ୟା ର ସମାଧାନ ହୋଇଯାଏ ତେବେ ନିଶ୍ଚିତ ଭାବରେ ମୋର ଅପରେସନ ହେବ ଆଉ ମୁଁ ଅଭିନୟ ଦୁନିଆଁ କୁ ଫେରି ଯିବି | ଆଉ ଶେଷରେ ଅନୁରୋଧ କରି କହିଛନ୍ତି କି ଯାହାର ଯାହା ସାଧ୍ୟ ଯଦି ଆପଣ ମାନେ କିଛି ମାତ୍ରା ରେ ସାହାଯ୍ୟ କରିବେ ତେବେ ସହଜ ହୋଇ ଯାଆନ୍ତା ଅପରେସନ ହେବା ଆଉ ପୁଣି ଥରେ ମନରଞ୍ଜନ କରେଇବି ବୋଲି ପ୍ରତିଶୃତି ଦେଉଛି | ତେବେ ପିଣ୍ଟୁ ଙ୍କର ଏହି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକୁ ଶୁଣି ଅନେକ ଙ୍କ ଆଖିରେ ଲୁହ ମଧ୍ୟ ଚାଲି ଆସିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।