breaking news- ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରେ ଅଭିନେତା ସାତ୍ୟିକ୍ ମିଶ୍ର ଙ୍କ ସ୍ବାସ୍ଥ ଅବସ୍ଥା ଗୁରୁତର ….ତାଙ୍କର ଶିଘ୍ର ଆରୋଗ୍ୟ କାମନା ପାଇଁ ପାର୍ଥନା କରନ୍ତୁ..

ଜଣେ ପରେ ଜଣେ ଓଲିଉଡ କଳାକାର ମାନଙ୍କ ଜୀବନରେ ଏ କଣ ଘଟୁଛି ।ପୁଣି ଖବର ଆସିଛି କି ଅଭିନେତା ସାତ୍ୱକୀ ମିଶ୍ର ଙ୍କ ସ୍ୱାସ୍ଥ୍ଵ୍ୟଵସ୍ଥା ଗୁରୁତର, ଯାହା ପୁରା ଓଡ଼ିଆ ସିନେ ଦୁନିଆ ପାଇଁ ମସ୍ତ ବଡ଼ ଝଟକା ଅଟେ ।ଆଉ ଏହି ଖବର ଶୁଣି ମନେ ହେଉଛି ବୋଧେ କୋଉ କଳା ନଜର ଲାଗି ଯାଇଛି ଓଡ଼ିଆ ସିନେ ଦୁନିଆ କୁ ।

ତେବେ ଦିନେ ଯିଏ ନିଜ ଅଭିନୟ ଯାଦୁରେ ଦର୍ଶକ ଙ୍କ ମନରଞ୍ଜନ କରୁଥିଲେ ଆଜି ସେ ହସ୍ପିଟାଲ ବେଡ଼ ଉପରେ ଜୀବନ ମୃତ୍ୟୁ ର ସଂଘର୍ଷ କରୁଛନ୍ତି ।ତେବେ ଆପଣମାନେ ଜାଣିଥିବେ ଯେତେବେଳେ ସିନେମା ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି ସେମାନଙ୍କ ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ।


କାହିଁକିନା କଳାକାର ମାନେ ପ୍ରତିଦିନ ସୋସିଆଲ ମିଡ଼ିଆରେ ତାଙ୍କର ଦୈନନ୍ଦିନ ଜୀବନରେ ଘଟୁଥିବା କାର୍ଯ୍ୟ କଳାପକୁ ଅପଲୋଡ଼ କରିଥାନ୍ତି। ଆଉ ସେମାନେ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ଆଉ ଯାହାକୁ ଦେଖିବା ପାଇଁ ଫ୍ୟାନସ୍ ମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି।

ତେବେ ତେବେ ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ଜାଣିଥିବେ ପିଣ୍ଟୁ ନନ୍ଦ ଲିଭର ସିରସିସ ନାମକ ଏକ ରୋଗରେ ପୀଡିତ ଅଛନ୍ତି ଯେଉଁଥି ପାଇଁ ସେ ଭୁବନେଶ୍ୱର ରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ହେଲେ ବର୍ତ୍ତମାନ ଭୁବନେଶ୍ୱର ଡାକ୍ତର ହାତ ଟେକି ଦେଇଛନ୍ତି ଆଉ ପିଣ୍ଟୁ ଙ୍କର ଚିକିତ୍ସା ପାଇଁ ତୁରନ୍ତ ଦିଲ୍ଲୀ ନେବାକୁ ପଡିବ ।ଆଉ ଏପଟେ ଦିଲ୍ଲୀ ରେ ଚିକିତ୍ସା ପାଇଁ ପ୍ରାୟ ଅଧା କୋଟି ତ ଟଙ୍କା ଦରକାର, ଆଉ ଏହି ଅର୍ଥ ଦେବାକୁ ଅସମର୍ଥ ଅଟନ୍ତି ପିଣ୍ଟୁ ଙ୍କ ପରିବାର ।

ହେଲେ ଅନ୍ୟପଟେ ପିଣ୍ଟୁ ଙ୍କର ଫେନ ମାନେ ଏହି ଖବର ଶୁଣିବା ପରେ ଦୁଃଖୀ ହେବା ବେଳେ କିଛି ସ ହୃଦୟ ବ୍ୟକ୍ତି ପିଣ୍ଟୁ ଙ୍କୁ ସାହାଯ୍ୟ ର ହାତ ବଡେଇ ଦେଇଛନ୍ତି ।ତେବେ ପିଣ୍ଟୁ ନନ୍ଦ ଙ୍କ ପରେ ଆଉ ଜଣେ ସିନେ ଜଗତର କଳାକାର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆଉ ସେ ହେଉଛନ୍ତି ସାତ୍ୟକୀ ମିଶ୍ର।

ସେ ବହୁତ ଓଡ଼ିଆ ସିରିଏଲ ଓ ସିନେମାରେ ଅଭିନୟ କରିସାରିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଓଲିଉଡ୍ ରେ ଅଭିନୟ କରି ଆସିଛନ୍ତି ସାତ୍ୟକି ମିଶ୍ର। ୫୦ ରୁ ଅଧିକ ଓଡ଼ିଆ ସିନେମା ଓ ୧୦ ରୁ ଅଧିକ ଓଡ଼ିଆ ସିରିଏଲ ରେ କାମ କରିଛନ୍ତି। ହେଲେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି। ସେ ଏବେ ଦିଲ୍ଲୀ ହସପିଟାଲରେ ଆଡମିଟ୍ ହୋଇଛନ୍ତି। ତେବେ ତାଙ୍କୁ ହୋଇଛି ମାଉଥ୍ କ୍ୟାନସର। ଆଉ ତାଙ୍କର ଅପରେସନ ମଧ୍ୟ ସରିଛି, ବର୍ତ୍ତମାନ ଗୁରୁତର ଅବସ୍ଥାରେ ହସପିଟାଲରେ ପଡ଼ିଛନ୍ତି ସାତ୍ୟକି ମିଶ୍ର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.