ପ୍ରଥମ ଥର ପାଇଁ କୁନି ପ୍ରବଚକ ଙ୍କ ମୁହଁରୁ ଶୁଣନ୍ତୁ ! ଶବ ସଙ୍ଗେ ହରି ଓ ରାମ ନାମ ସତ୍ୟ କହନ୍ତି କାହିଁକି? ଥରେ ଶୁଣନ୍ତୁ ସବୁ ଗର୍ବ ଅହଂକାର , ହିଂସା ଦୂରିଭୁତ ହେବ

ପୁଣି ଏକ କୁନି ବାଳକ ଜଣଙ୍କର ଆକର୍ଷଣୀୟ ପ୍ରତିଭାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ଭାବରେ ପ୍ରବଚନ ଦେଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ କଥା କହୁଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ସୋସିଆଲ ମିଡିଆରେ ଶୁଣି ସମସ୍ତେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଯାହାକୁ ଶୁଣି ବାସ୍ତବରେ ବହୁତ୍ ଖୁସି ଲାଗୁଛି। ବାସ୍ତବରେ ଏପରି ପ୍ରତିଭାକୁ ଦେଖିଲେ ଜଣେ ଚକିତ ହେବା ନିଶ୍ଚିତ। ଆପଣ ତ ଅନେକ ସମୟରେ ପ୍ରବଚନ ର ଗାଥା ବାଣୀ ସବୁ ଶୁଣିଥିବେ।

ତେବେ ଯେତେବେଳେ ଜଣେ କୁନି ପିଲାଟିଏ ଏହି ପ୍ରବଚନ ଦେଇଥାଏ, ତାର କଥାକୁ ଶୁଣିବାକୁ ଅଧିକ ମଧୁର ଲାଗିଥାଏ।ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।

 

ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଏପରି ବିଚକ୍ଷଣ ପ୍ରତିଭା ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।

ଏହାଛଡା ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି କାର୍ଯ୍ୟକଳାପ ର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ ଛୋଟ ବାଳକ ଯିଏକି ତାର ପ୍ରବଚନ ଯାଦୁରେ ସମସ୍ତଙ୍କୁ ଚକିତ କରିଛି।ଏହି କୁନି ପ୍ରବଚକ ଜଣଙ୍କର ନାମ ହେଉଛି କେଶବ ଦାସ୍ ଦ୍ଵିତିକୃଷ୍ଣ। ଯାହାଙ୍କ ବୟସ 10 ବର୍ଷ।

ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢ଼ନ୍ତି।ସେ କେତେ ସ୍ମାର୍ଟ ଏବଂ ମେଧାବୀ ଛାତ୍ର ଅଟନ୍ତି ତାହା ଆପଣ ଏହି ଭିଡିଓ ରୁ ଜାଣିବାକୁ ପାଇବେ।ସେ ଏପରି ଭାବରେ କଥା ହେଉଛନ୍ତି ଯେ ତାଙ୍କ ପାଟିରେ ବାଟୁଳି ବାଜୁ ନାହିଁ। ତାଙ୍କର ଏଭଳି ବାକ୍ ଚାତୁରି ଏବଂ କଥା କହିବାର ଶୈଳୀ ଅନେକଙ୍କୁ ବେଶ ପସନ୍ଦ ଆସିଛି।ସେ ଯେଉଁଭଳି ଭାବରେ ପ୍ରବଚନ ଦେଉଛନ୍ତି ସେହିଭଳି ଭାବରେ ତାଙ୍କ ଭିତରେ ରହିଛି ଅଦମ୍ୟ ସାହାସ ଏବଂ ବିଚକ୍ଷଣ ବୁଦ୍ଧି।

ତେବେ ବର୍ତ୍ତମାନ ସମୟରେ ତାଙ୍କର ଯେଉଁ ପ୍ରବଚନ ର ଭିଡିଓ ଟି ଭାଇରାଲ ହେଉଛି ସେଥିରେ ସେ ଏକ ସୁନ୍ଦର କଥା ବିଷୟ ରେ ପରାମର୍ଶ ଦେଇ କହିଛନ୍ତି ଯେ

Leave A Reply

Your email address will not be published.