ଦେଖନ୍ତୁ ollywood ଭିଡିଓ ! ପ୍ରଥମ ଥର ପାଇଁ ଜାଣନ୍ତୁ ଅଭିନେତା ବାବୁସାନ ଙ୍କ ସ୍କୁଲ ବେଳର ପ୍ରେମକାହାଣୀ ସମ୍ପର୍କରେ..ଭି଼ଡିଓ ଦେଖିଲେ ହସି ହସି ବେଦମ୍ ହୋଇଯିବେ …

ଓଡ଼ିଆ ସିନେମା ଜଗତ ପ୍ରତି ଓଡ଼ିଆ ଦର୍ଶକ ମାନଙ୍କର ଏକ ଅହେତୁକ ଭଲପାଇବା ରହିଛି। ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ପ୍ରକାଶ ପାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ମନରେ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର।

ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ।ଆଉ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।

ଆଉ ସେଥି ମଧ୍ୟରୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ଇଚ୍ଛା କରିଥାନ୍ତି। କାରଣ ସେମାନେ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ସେହିପରି ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତି ଙ୍କ ବିଷୟରେ। ଯିଏକି ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କର ଅଭିନୟ ର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଅଭିନୟ ଜଗତରେ ପାଦ ଦେବା ଦିନଠାରୁ ସେ ଦର୍ଶକ ମାନଙ୍କ ହୃଦୟରେ ଯେମିତି ବସି ଯାଇଛନ୍ତି।

ସେ ତାଙ୍କର ବ୍ୟକ୍ତିତ୍ଵ ସାଙ୍ଗକୁ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତା ଜଣଙ୍କ।ସେ ସ୍କୁଲ ଟାଇମ୍ ରୁ ହିଁ ତୃପ୍ତିଙ୍କୁ ଭଲ ପାଇ 6 ଜୁଲାଇ 2014 ରେ ତାଙ୍କୁ ବିବାହ କରିଥିଲେ ଏବେ ତାଙ୍କର ଗୋଟିଏ ପୁଅ ହୋଇସାରିଛି । ତେବେ ବାପା ମା’ ଏବଂ ସ୍ତ୍ରୀ ପୁଅ କୁ ନେଇ ବାବୁସାନ ଏବେ ବହୁତ ଖୁସିଥିବା ନଜର ଆସିଛନ୍ତି ।

Leave A Reply

Your email address will not be published.