‘P’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘P’ ନାମର ଲୋକ – Vastu Shastra

ତେବେ ଜ୍ୟୋତିଷ ଶାସ୍ତ୍ର ର ଅନେକ ମହତ୍ୱ ରହିଛି ଯାହାକି ଲୋକ ମାନଙ୍କର କିଛି ଜୀଵନ ଶୈଳୀ ରୁ ହିଁ ତାଙ୍କର ଭବିଷ୍ୟତ କଥା ଓ ସେ କିପରି ସ୍ଵଭାଵ ର ଅଟନ୍ତି ତାହା ଜାଣି ହୋଇ ଥାଏ | ପ୍ରତେକ ବ୍ୟକ୍ତି ମଧ୍ୟ ଚାହିଁ ଥାଆନ୍ତି କି ତାଙ୍କର ଭବିଷ୍ୟତ କେମିତି ରହିବ ଏବଂ ତାଙ୍କର କିଛି ଗୁଣ ସମ୍ପର୍କ ରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି | ତେବେ ବ୍ୟକ୍ତି ମାନଙ୍କର ପ୍ରଥମ ଅକ୍ଷର ରୁ ମଧ୍ୟ ତାଙ୍କର ସ୍ୱଭାବ ସମ୍ପର୍କ ରେ ଜାଣି ହୋଇ ଥାଏ | ଆଜି ଆମେ P ଲେଟରର ସ୍ୱଭାବ ସମ୍ପର୍କ ରେ ଜାଣିବା ଅର୍ଥାତ ସେମାନେ କେମିତି ଅଟନ୍ତି ସେହି ସମ୍ପର୍କ ରେ ଜାଣିବା |

 


ଆପଣ ସବୁବେଳେ ଭଲ ଚିନ୍ତା କରିଥିବା ବ୍ୟକ୍ତି ଅଟନ୍ତି ଅର୍ଥାତ କାହାର ଅନିଷ୍ଟ ଆପଣ ଦେଖି ପାରନ୍ତି ନାହିଁ | ଆପଣ ନିଜ ପରିବାର, ସାଙ୍ଗ ସାଥି, ବନ୍ଧୁ କୁଟୁମ୍ଭ ଙ୍କର ମଙ୍ଗଳ ମନରୁ ହିଁ ଚାହିଁ ଥାଆନ୍ତି | ଆପଣଙ୍କ ସ୍ଵଭାଵ ଓ ଆପଣଙ୍କ ଆଦର୍ଶ ଅନ୍ୟ ପାଇଁ ଏକ ଉଦାହରଣ ହେଇଥାଏ, ଆପଣଙ୍କ କଳ୍ପନା ଶକ୍ତି ପାଇଁ ଲୋକ ଆପଣଙ୍କ ସହିତ ଯୋଡି ହେଇ ରହିଥାନ୍ତି |

ଏହି ବ୍ୟକ୍ତି ବାହାରୁ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ହେଲେ, ଯଦି କେହି ଆପଣଙ୍କ ପାଖକୁ ଆସିଥାନ୍ତି ତାହାଲେ ଆପଣଙ୍କ ବ୍ୟବହାର ପାଇଁ ସେ ଆପଣଙ୍କ ଠାରୁ ପୁଣି ଦୁରେଇ ରହିଥାନ୍ତି | ଆପଣ ଦୁନିଆରେ ଆଗରେ ଯେମିତି ରହିଥାନ୍ତି ପ୍ରକୃତରେ ଆପଣ ସେମିତି ନୁହନ୍ତି |

ମିଛ ଆପଣ ଙ୍କୁ ବିଲକୁଲ ପସନ୍ଦ ନୁହେଁ ଏବଂ ଆପଣ ସବୁବେଳେ ନିଜ ଜୀଵନ ସାଥି ଙ୍କ ଠାରୁ ସଚ୍ଚାଟତା ଚାହିଁ ଥାଆନ୍ତି | ତେବେ ଆପଣ ଯାହା ସହିତ ବି ମିଶିଥାନ୍ତି ତାଙ୍କ ସହିତ ପୁରା ମନ ଖୋଲା କରି ମିଶିଥାନ୍ତି | ଆପଣଙ୍କ ମନରେ ଛନ୍ଦ କପଟ କିଛି ନଥାଏ ଅର୍ଥାତ ଆପଣଙ୍କ ହୃଦୟ ବହୁତ ସଫା ହୋଇ ଥାଏ ଏବଂ ଅନ୍ୟର ସବୁବେଳେ ଭଲ ଚିନ୍ତା କରିଥାନ୍ତି କିନ୍ତୁ ଏହାର ଫାଇଦା ଲୋକ ମାନେ ଉଠାଇ ଦିଅନ୍ତି |

ଆପଣ କାହାର ବିଚାର ଓ କାହାର ପରାମର୍ଶ କ୍ରମେ ଆପଣ ଜୀବନ ବିତାଇବା ପସନ୍ଦ କରି ନଥାନ୍ତି | ଆପଣ ନିଜ ରାସ୍ତା ନିଜେ ବାଛି ଥାନ୍ତି ଓ ସେହି ରାସ୍ତାରେ ଯିବା ପାଇଁ ସାହସ ମଧ୍ୟ ରଖିଥାନ୍ତି | ଆପଣଙ୍କ ଗୋଟିଏ ଭଲ ଗୁଣ ରହିଛି ତାହା ହେଉଛି ଆପଣ ଅନ୍ୟ ଙ୍କୁ ଆକର୍ଷଣ କରିଥାନ୍ତି |


ତେବେ ଏହି ନାମର ବ୍ୟକ୍ତି ଜୀବନରେ ଯାହାକୁ ଚାହିଁଥାନ୍ତି ତାଙ୍କୁ କେବେ ପାଇ ପାରନ୍ତି ନାହିଁ, ଆଉ ଏମାନେ ଆରେଞ୍ଜ ମ୍ୟାରେଜ ରେ ଖୁବ ବିଶ୍ୱାସ ରଖିଥାନ୍ତି ଓ ଆରେଞ୍ଜ ମ୍ୟାରେଜ କରିଥାନ୍ତି କିନ୍ତୁ ଜୀବନରେ ଯାହାକୁ ଥରେ ଭଲ ପାଇଥାନ୍ତି ତାଙ୍କୁ କେବେ ଭୁଲି ପାରନ୍ତି ନାହିଁ | ତେବେ ଏହି ବ୍ୟକ୍ତି ମାନଙ୍କ ଜୀବନ ଖୁବ ଭଲରେ ବିତିଥାଏ ନିଜର କ୍ଷମତା ଓ ବୁଦ୍ଧିମତା ଯୋଗୁ ଧନ ଅଭାଵ ରହେ ନାହିଁ ଏମାନଙ୍କ ପାଖରେ |

Leave A Reply

Your email address will not be published.