ଦେଖନ୍ତୁ EXCLUSIVE :ଭିଡିଓ ଚାହୁଁ ଚାହୁଁ ଶରୀର ନଷ୍ଟ ହୋଇଯିବ ଯେଉଁମାନେ ମଦ ପିଉଛନ୍ତି ସେମାନେ ସୁଧୁରିଯାଆନ୍ତୁ : ନହେଲେ ଏହି ପରି ଅବସ୍ଥା ହେବ ! ଅଶ୍ଵିନୀ ତ୍ରିପାଠୀ ||

ଦିନକୁ ଦିନ ଅଧିକ ଗୁରୁତର ହେଉଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ।ଯକୃତ ରୋଗରେ ପୀଡ଼ିତ ଥିବାରୁ ଖୁବଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର। ତେବେ ଡ଼ାକ୍ତର ଙ୍କ କହିବା ଅନୁଯାୟୀ ଆସନ୍ତା ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହୋଇ ପାରେ।ତେବେ ଅର୍ଥ ଏଥି ପାଇଁ ବଧାକ ସାଜିଛି। ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଏକ ବଡ ଏମାଉଣ୍ଟ ର ଅର୍ଥ ରାଶି ର ଆବଶ୍ୟକତା ରହିଛି।ଏହି ଅପରେସନ ଲାଗି ପାଖା ପାଖି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି। ଯାହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ପରିବାର ଲୋକେ।

ତେବେ ପିଣ୍ଟୁଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ସହାୟତା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆରୁ ମଧ୍ୟ ସାହାଯ୍ୟ ଲୋଡ଼ିଛନ୍ତି ପରିବାର ଲୋକେ।ଓଲିଉଡ କଳାକାର ମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ଛନ୍ତି। ଏହା ସହିତ କଳାକାର ମାନେ ଆର୍ଥିକ ସହାୟତା ପାଇଁ ଫ୍ୟାନସ୍ ମାନଙ୍କୁ ଅନୁରୋଧ କରିଥିବାର ମଧ୍ୟ ଦେଖିବାକୁ ମିଳୁଛି। ପିଣ୍ଟୁ ନନ୍ଦ ନିଜେ ନିଜ ପାଇଁ ଫ୍ୟାନ ମାନଙ୍କୁ ସହାୟତା ମାଗିଛନ୍ତି। ହସ୍ପିଟାଲ୍ ରୁ ଚିକିତ୍ସିତ ଅବସ୍ଥା ରେ ଏକ ଭିଡିଓ ଜାରି କରି ଅଭିନେତା ପିଣ୍ଟୁ ନନ୍ଦ ନିଜ ପାଇଁ ମଧ୍ୟ ନିଜେ ସହାୟତା ମାଗିଛନ୍ତି।

ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଲିଭର ସିରସିସ ରୋଗ ରେ ଅକ୍ଲାନ୍ତ ହୋଇ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ କୁ ନିଆଯାଉଛି ।ଆଉ ସେଠାରେ ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ତେବେ କଳାକାର ମାନେ କିଛି କିଛି ସାହାଯ୍ୟ କରିବେ ବୋଲି ସିନେମା ଏସୋସିଏସନ ମିଟିଂ ରେ କହିଥିଲେ। ଆଉ ଏବେ ଏଙ୍କୋରିଂ କରୁଥିବା ଅଶ୍ୱିନୀ ତ୍ରିପାଠୀଙ୍କୁ ସମସ୍ତେ ଜାଣିଥିବେ। ଯିଏକି ତାଙ୍କର ଏହି ସୁନ୍ଦର ଏଙ୍କୋରିଂ ରେ ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରାଇଥାଏ। ଆଉ ସେ ଏବେ ସୋସିଆଲ ମିଡିଆରେ ଏକ ଭଲ ମେସେଜ୍ ଦେଇଛନ୍ତି ଆଜିକାଲିର ଯୁବପିଢ଼ି ମାନଙ୍କୁ।


ସେ ପିଣ୍ଟୁ ନନ୍ଦଙ୍କୁ ଦେଖିବାକୁ ଯାଇଥିଲେ, ଆଉ କହିଥିଲେ ତାଙ୍କ ଦ୍ୱାରା ଯାହାବି ସାହାଯ୍ୟ ହୋଇପାରିବ ସେ କରିବେ। ସେ ଦୁଇଟି କଥା କହିଥିଲେ, ପ୍ରଥମଟି ହେଉଛି ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ବାସୀଙ୍କୁ ଅନୁରୋଧ କରିଥିଲେ ଏବଂ ଦ୍ୱିତୀୟଟି ହେଉଛି ଯେଉଁମାନେ ଇଣ୍ଡଷ୍ଟ୍ରି କିମ୍ବା ଇଣ୍ଡଷ୍ଟ୍ରି ବାହାରେ କାମ କରୁଛନ୍ତି ସେମାନଙ୍କୁ ଆଲକହଲ କିମ୍ବା କିଛି ନିଶାଦ୍ରବ୍ୟ ନେବା ପାଇଁ ବାରଣ କରିଥିଲେ। କାହିଁକିନା ଏହି କାରଣ ପାଇଁ ଆଜି ଜଣେ ଜଣେ କଳାକାର ହେଉ ବା ସାଧାରଣ ଲୋକ ମୃତ୍ୟୁବରଣ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.