Viral ଭିଡ଼ିଓ- ବାହାଘର ପରେ ପ୍ରାଇଭେଟ ପାର୍ଟରେ ଦାଗ ଦେଖି ସ୍ତ୍ରୀ କୁ ଛାଡିଲା ସ୍ୱାମୀ ! ଏନେଇ, ମହିଳା କଣ କହୁଛନ୍ତି ଦେଖନ୍ତୁ video….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଅ ଭିତରୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳୁଛି ତାହା ଆପଣ ଙ୍କୁ ଅର୍ଚଯ୍ୟ ଲାଗିପାରେ କିନ୍ତୁ କଥା ଟି ସମ୍ପୂର୍ଣ୍ଣ ସତ୍ୟା ଅଟେ |ଆଉ ଯେଉଁଠି କୁହାଯାଉଛି କି ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କ ସୁନ୍ଦର ତାକୁ ଦେଖିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁଲେ ଆଉ 2 ମାସ ମନ ପୂରେଇକି ଉପଭୋଗ କରିବା ପରେ ବର୍ତ୍ତମାନ ତାଙ୍କ ଦେହରେ ଚି଼ହ୍ନ ଅଛି ବୋଲି କହିକି ତାଙ୍କୁ ଗ୍ରହଣ କରିବାକୁ ଅରାଜି ଅଛନ୍ତି ସ୍ୱାମୀ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

 

ତେବେ ଯାହା କୁହାଯାଉଛି କି ଏଭଳି ଏକ ଅଭାବନୀୟ ଓ ଲଜ୍ୟାକର ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ବ୍ଲକ ଧାନ ମଣ୍ଡଳ ଗାଁ ରେ | ଆଉ ଯାହା କୁହାଯାଉଛି କି ସେହି ଗାଁ ର ରାଜେନ୍ଦ୍ର ବିବାହ କରିଥିଲେ ପ୍ରଜ୍ଞା ଙ୍କୁ | ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ଥିଲା | ଆଉ ପ୍ରଜ୍ଞା ଙ୍କର ସୁନ୍ଦରତା କୁ ଦେଖିକି ରାଜି ହୋଇଥୁଲେ ରାଜେନ୍ଦ୍ର | ତାହା ସହିତ ସମସ୍ତଙ୍କର ଅନୁମତି କୁ ନେଇକି ତାଙ୍କୁ ବିବାହ ମଧ୍ୟ କରିଥିଲେ ବୋଲି କୁହାଯାଉଛି |ଆଉ ବିବାହ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ଚାଲୁଥିଲା |

ଆଉ ଏହିଭଳି ଦୁଇ ମାସ ଧରିକି ଶାରୀରିକ ସମ୍ପର୍କ ରଖି ମଜା ଉଠାଇ ଥିଲେ ପୁଅ ଜଣଙ୍କ | ଆଉ ଏତେ ସବୁ କହିଲା ପରେ ଶେଷରେ ଦୋବକୁ ଲାଗିଛନ୍ତି ଧୋକା | ଯାହା କହିଛନ୍ତି ଶୁଣିଲେ ଆପଣ ମାନେ ଅବାକ ହୋଇଯିବେ ବୋଲି କୁହାଯାଉଛି | ଯେଉଁଠି ଦେଖିବାକୁ ମିଳିଛି କୁ ଯୁବକ ଜଣଙ୍କ କହିଛନ୍ତି କି ସେ ଭାବିଥିଲେ ତାଙ୍କର ଦେହ ରେ କେବଳ ଦାଗ ଅଛି କିନ୍ତୁ ଯାହା ଦେଖା ଯାଉଛି ଜି ଖାଲି ଦେହ ରେ ନୁହଁ ପ୍ରାଇଭେଟ ପାର୍ଟ ରେ ମଧ୍ୟ ଧଳା ଦାଗ ରହିଛି ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି ମଧ୍ୟ କୁହାଯାଉଛି |

ତେବେ ଯୁବକ ଜଣଙ୍କ ବିବାହ କରିଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ ଆଉ ଯେତେବେଳେ ମନ ପୁରିଗଲା ସେତେବେଳେ ଆଉ କିଛି ବାହାନା ନ ପାଇଁକି କରିବାକୁ ଲାଗିଛନ୍ତି ଝିଅ କୁ ଗ୍ରହଣ କକରିବା ପାଇଁ ଅରାଜି | ଆଉ ତାଙ୍କୁ ଘରେ ଗୋଟିଏ ଘର କିଆ କରି ଦେଇଛନ୍ତି ଆଉ ତାଙ୍କ ସହିତ କେହି ମିଶୁ ନାହାନ୍ତି ବୋଲି ମଧ୍ୟ କୁହାଯାଉଛି |ଆଉ ଚି଼ହ୍ନ ଯୋଗୁଁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନ ଭାଙ୍ଗିବାର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇଆଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.