VIRAL VIDEO – ଅଙ୍ଗନବାଡ଼ି ଗୀତରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କଲେ ଅଙ୍ଗନବାଡି ଦିଦି…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ଅନୁଭବ କରିଥାଉ ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ସୁନ୍ଦର ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

 

 

ତେବେ ସୂଚନା ଅନୁସାରେ ଏହି ଭଳି ଅଙ୍ଗନବାଡି ଦିଦି ଜଣଙ୍କର ଡାନ୍ସ କରୁଥିବାର ଦେଖିବାକୁ ମିଳିଛି ଛତ୍ରପୁର ରେ ।ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ସୁନ୍ଦର ଭାବରେ ପିଲାମାନଙ୍କୁ ଗୀତ ଆଉ ଡାନ୍ସ ମାଧ୍ୟମରେ ପାଠ ପଢାଇବା ପାଇଁ ଲାଗିଛନ୍ତି ।

ତାହା ସହିତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢିବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରିବା ସହିତ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ।ଆଉ ଯାହା ଫଳରେ ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ଧୀରେ ଧୀରେ ବଢିବାକୁ ଲାଗୁଛି ବୋଲି ମଧ୍ୟ ଦେଖିବାକୁ ମିଳୁଛି ।ବିଶେଷ କରିକି ଛୋଟ ଛୋଟ ଅଙ୍ଗନବାଡି ରେ ପଢ଼ୁଥିବା ପିଲାମାନେ ଗୀତ ଆଉ ନାଚ କୁ ଅଧିକ ପସନ୍ଦ କରିଥାନ୍ତି ।ଆଉ ଯେଉଁଥିପାଇଁ ଅଙ୍ଗନବାଡି ଦିଦି ଜଣଙ୍କ “ମୁଁ ହେଉଛି ଗାଡ଼ି ” ଗୀତ ରେ ସୁନ୍ଦର ଭାବରେ ନାଚ ମାଧ୍ୟମରେ ପଢାଇବାକୁ ଲାଗିଥିଲେ ବୋଲି କୁହାଯାଉଛି ।

ତେବେ କେଉଁ ଭଳି ଭାବରେ ଗାଡ଼ି ଚାଲିଥାଏ ସେଥିରେ ତେଲ ପକାଇବା ର ଆବଶ୍ୟକତା ରହିଛି, ତାହା ସହିତ ଟ୍ରାଫିକ ନିୟମ ଗୁଡିକ ବିଷୟରେ ମଧ୍ୟ କୁହାଯାଇଛି ।ଟ୍ରାଫିକ ରେ ନାଲି, ନୀଳ ଓ ହଳଦିଆ ବତୀ କେଉଁ କେଉଁ ନିୟମ କୁ ବୁଝାଇଥାଏ ତାହା ଏହି ଭଳି ଗୀତ ଆଉ ନାଚ ମାଧ୍ୟମରେ ବୁଝାଇବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ଜଣଙ୍କ ।ଆଉ ଦିଦି ଙ୍କର ନାଚ ଆଉ ଗୀତ ସହିତ ପିଲାମାନେ ମଧ୍ୟ ଦେଖି ଦେଖି ନାଚିବାକୁ ଲାଗିଛନ୍ତି ବୋଲି କୁହାଯାଉଛି ।ଆଉ ଏହି ଭଳି ଭାବରେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇବାର ଶୌଳି ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି ଜାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.