ଆଜିକାଲି ର ସମାଜ କେତେ ମାତ୍ରା ରେ କଳୁଷିତ ହେଲାଣି ଆପଣ ମାନେ ତ ସେହି ସମ୍ପର୍କ ରେ ଅବଗତ ଥିବେ କାରଣ ଆଜିର ଯୁବପିଢ଼ି ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଯାହାକୁ ଶୁଣିଲେ ଖୁବ ଲଜ୍ୟା ଅନୁଭବ ହେବ | ଆପଣ ମାନେ ତ ଜାଣିଛନ୍ତି ନାରୀ ନିର୍ଯ୍ୟାତନା କୁ ନେଇ ଅନେକ ସମୟରେ ଅନେକ ଖବର ଆସି ପହଞ୍ଚି ଥାଏ |
ଯେଉଁଠି କି କେତେ ବେଳେ ନାରୀ କୁ କିଏ ଯୌତୁକ ପାଇଁ ନିର୍ଯ୍ୟାତନା ଓ ହତ୍ୟା କରି ଥାଏ ତ ପୁଣି ଆଉ କେତେ ବେଳେ ଏକୁଟିଆ ର ସୁଯୋଗ ନେଇ ପୁରୁଷ ନାରୀ କୁ ଦୁଷ୍କର୍ମ ଭଳି ଲଜ୍ୟା ଜନକ କାମ କରି ଥାଏ | ଶାରୀରିକ ସୁଖ ପାଇଁ ଏହି ରାକ୍ଷସ ଦୟା ଭୁଲି ଯାଇଥାଏ ଆଉ ନାରୀ ଟିକୁ ହିଂସ୍ର ପଶୁ ଭଳି ଉପଭୋଗ କରିଥାଏ |
ତେବେ ନାରୀ ଦୁଷ୍କର୍ମ ଅଭିଯୋଗ ଅନେକ ଆସିଛି ଆଉ ଘଟଣା ବି ଆପଣ ଅନେକ ଦେଖି ଥିବେ କିନ୍ତୁ ଏହି କିଛି ଦିନ ତଳେ ଏକ ଘଟଣା ଘଟି ଥିଲା ଯେଉଁଠି ଏକ ପୁରୁଷ ଟିଏ ଦୁଷ୍କର୍ମ ର ଶିକାର ହୋଇ ଥିଲା | ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଯୁବକ ଜଣଙ୍କ ଅଭିଯୋଗ ନେଇ ଆସିଛନ୍ତି ଯାହାଙ୍କର ଅଭିଯୋଗ ଶୁଣିଲେ ଏହି କଳୁଷିତ ସମାଜ ଏଭଳି ନାରୀ ଙ୍କ ପାଇଁ ଆପଣ ଲଜ୍ୟା ଅନୁଭବ କରିବେ | ନାରୀ ସୁରକ୍ଷା ପାଇଁ ଅନେକ ସମୟରେ ପ୍ରଶାସନ ସଜାଗ ରହୁଛି କିନ୍ତୁ ଏଠାରେ ଏକ ପୁରୁଷ ଦୁଷ୍କର୍ମ ର ଶିକାର ହୋଇଛି | ତେବେ ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |
ଘଟଣା ଟି ହେଉଛି ଏକ ବ୍ୟକ୍ତି କାମ ସାରି ଘରକୁ ଫେରୁ ଥିବା ବେଳେ ତାଙ୍କୁ ଚାରି ଜଣ ଯୁବକ ରାସ୍ତା ରେ ଠିକଣା ବାହାନା ରେ ଅପହରଣ କରି ନେଇ ଥିଲେ | ପ୍ରଥମେ ଆଖିରେ କିଛି ସ୍ପ୍ରେ ପକାଇ ତାଙ୍କ ଆଖିକୁ ପଟି ବାନ୍ଧି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ଥିଲେ | ଯୁବତୀ ମାନେ ମଦ ପିଇବା ସହିତ ଯୁବକ ଙ୍କୁ ବି ଜୋର ଜବରଦସ୍ତ ମଦ ପିଆଇ ଥିଲେ ଆଉ ଜଣଙ୍କ ପରେ ଜଣେ ଯୁବକ ଙ୍କୁ ଦୁଷ୍କର୍ମ କରି ଥିଲେ |
ଯୁବକ ଜଣଙ୍କ କହିବା ଅନୁଯାଇ ସେ ବିବାହିତା ଅଟନ୍ତି ଆଉ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି ଏବଂ ସେ ଚମଡ଼ା କାରଖାନା ରେ କାମ କରନ୍ତି | ସୋମବାର ଦିନ କାମ ସାରି ଘରକୁ ଫେରୁ ଥିବା ସମୟରେ ତାଙ୍କ ସହ ଏଭଳି ଏକ ଘଟଣା ଘଟି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି | ଆହୁରି ସେ କହିଛନ୍ତି କି ସେହି ଯୁବତୀ ଙ୍କ ବୟସ 20 ରୁ 23 ବର୍ଷ ଭିତରେ ହେବ ଆଉ ତାଙ୍କର ଯେତେବେଳେ ହୋସ ଆସିଥିଲା ସେ ସେତେବେଳେ ନିଜ ହାତଗୋଡ଼ ବନ୍ଧା ହୋଇ କାର ରେ ପଡ଼ି ଥିବା ଅବସ୍ଥା ରେ ପାଇ ଥିଲେ | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |