ଯୁବକ ଦେଲେ କଡା ମନ୍ତବ୍ୟ ! ସେଦିନ OYO ରୁମ ଗୋଟେ ଖୋଜିଲେ ମିଳିବନି ,ଆଗ ହଗ ଡେ ,କିସ ଡେ ..ତାପରେ ପାଳିବେ ପେଟରେ ଛୁଆ ଦେ :ଗଜପତି.. ଦେଖନ୍ତୁ video

ତେବେ ବର୍ତ୍ତମାନ ସମୟରେ ପ୍ରେମୀ ଯୁଗଳ ଙ୍କର ଡେ ସବୁ ଆରମ୍ଭ ହୋଇ ଯାଇଛି ଯାହାକି ଆଜିର ଯୁବ ପିଢ଼ି ଏହି ଡେ ରେ oyo ରୁମ କୁ ଯାଇ ସମ୍ପର୍କ ସ୍ଥାପନ କରୁଛନ୍ତି | ପ୍ରେମ ର ଅର୍ଥ କଣ ଜାଣୁ ନାହାଁନ୍ତି କେବଳ ଏକ ଏନଜୟମେଣ୍ଟ ପାଇଁ ପ୍ରେମ ସମ୍ପର୍କ ରେ ରହୁଛନ୍ତି ଯାହାକୁ ଦେଖି ଆଗାମୀ ଯୁବ ପିଢ଼ି ମଧ୍ୟ ଖରାପ ହେବାରେ ଲାଗିଛି | ତେବେ ଏହାକୁ ନେଇ ଗଜପତି ମିଡ଼ିଆ ସାମ୍ନାରେ କିଛି କହିଛନ୍ତି | ତେବେ ଗଜପତି ମିଡ଼ିଆ ରେ ମନ୍ତବ୍ୟ ଦେଇ କହିଛନ୍ତି କି ଆଗକୁ ଭାଲେଣ୍ଟାଇନ ଡେ ଆସୁଛି ଆଉ ଏହା ପ୍ରେମୀ ଯୁଗଳ ଙ୍କର ବହୁତ ବଡ଼ ଦିନ ଅଟେ |

ଏହି ଦିନ ଭୁବନେଶ୍ୱର ରେ oyo ରୁମ ମିଳିବା ବହୁତ କଷ୍ଟକର ହୋଇ ପଡ଼ିବ, କେବଳ ଏହି ଗୋଟେ ଦିନ ନୁହେଁ ବରଂ ଯୁବ ପିଢ଼ି ମାନେ ଆଜିକାଲି ଯୁଗରେ କିସ୍ସ ଡେ, ହଗ ଡେ ଏମିତି ଅନେକ ଡେ ଯୋଡ଼ି ଦେଇଛନ୍ତି | ପୁଅ ପାଖରେ ଗୋଟିଏ ଟଙ୍କା ନଥିବ କିନ୍ତୁ ଏହି ଡେ ରେ ପିଲା ଚକଲେଟ, ଟେଡି, ଗୋଲାପ ଫୁଲ ନେଇକି ପ୍ରେମିକା ପାଖରେ ପହଞ୍ଚି ଯାଇ ଥିବ |

 

ଆଉ ଗୋଲାପ ଫୁଲ 10 ଟଙ୍କା ରେ ମିଳି ଯାଏ କିନ୍ତୁ ଏହି ଡେ ରେ ଗୋଲାପ ଫୁଲ କି 40 କି 50 ଟଙ୍କାରେ ବିକ୍ରି କରା ଯାଉଛି ବୋଲି ଗଜପତି କହିଛନ୍ତି | ଏହା ସହିତ ଗଜପତି କହିଛନ୍ତି କି ଭାଲେଣ୍ଟାଇନ ଡେ କଣ ପାଇଁ ପାଳନ କରାଯାଏ ତାହାର କାରଣ ଏହି ଯୁବ ପିଢ଼ି ଜାଣି ନାହାଁନ୍ତି କେବଳ ଏହି ଡେ କୁ ଏନଜୟ କରିବା ପାଇଁ ପ୍ରେମିକା ଙ୍କ ସହ ରହି ଥାଆନ୍ତି |

ତେବେ ଫେବୃଆରୀ 14 ରେ ବ୍ଲାକ ଡେ ମଧ୍ୟ ପାଳନ କରାଯାଏ କିନ୍ତୁ ଏହା କଣ ସେମାନଙ୍କୁ କିଛି ଜଣା ନଥିବ | ସେମାନେ କେବଳ oyo କୁ ଯାଇକି ଖୁସି କରି ଥାଆନ୍ତି ଏବଂ ବିବାହ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଫୋନ ରେ କଥା ହୋଇ ସବୁ କଥାକୁ ସାରି ଦେଇଥାନ୍ତି | ତେଣୁ ବାହାଘର ପରେ ଆଉ କିଛି କଥା ନଥାଏ ଯାହାକୁ ନେଇ ଉଭୟ ଙ୍କ ଭିତରେ ବହୁତ ଗଣ୍ଡଗୋଳ ଲାଗିଥାଏ |

କିନ୍ତୁ ଯେଉଁ ମାନେ ଠିକ ରେ ଅଛନ୍ତି ସେମାନେ ଭାଲେଣ୍ଟାଇନ ଡେ ନୁହେଁ ବରଂ ଶିବରାତ୍ରି ପାଳନ କରିବେ ଆଉ ବାପା ମା ଙ୍କ ସହିତ ମନ୍ଦିର କୁ ଯିବେ ବୋଲି ଗଜପତି କହିଛନ୍ତି | ତାଙ୍କର ଏହି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ତାଙ୍କର କଥା ଶୁଣି ଲୋକେ ମଧ୍ୟ ସମର୍ଥନ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.