୧୦୦ ବର୍ଷ ପୁରୁଣା ( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ରାମବାଣ ଘରୋଇ ଉପଚାର 100% ଗ୍ୟାରେଣ୍ଟି

ପ୍ରତେକ ବ୍ୟକ୍ତିଙ୍କ ପାଇଁ ଉତ୍ତମ ଖରା ଦିନେ ଲୋକମାନେ କେମିତି ହନ୍ତସନ୍ତ ହୋଇଥାନ୍ତି। ତେଣୁ ଏବେ ଖରା ଦିନ ଆସିଲାଣି ଆଉ ଏହି ଦିନ ମାନଙ୍କରେ ବହୁତ ଘିମିରି, କାଛୁ ,କୁଣ୍ଡିଆ ଆଦି ଆମ ଶରୀରରେ ଦେଖା ଦେଇ ଥାଏ ।ଆଉ ସେସବୁ ବହୁତ କୁଣ୍ଡେଇ ହେବା ସହ ଯଂତ୍ରଣା ବି ଦେଇଥାଏ ଆଉ ଏଥିପାଇଁ ଆପଣ ବହୁତ ଉପାୟ ବି ଆପଣେଇ ଥିବେ ।କିନ୍ତୁ ଆଜି ଆମେ ଏମିତି ଘରୋଇ ନୁଷ୍କା କହିବୁ ଯାହା ବ୍ୟବହାର କଲେ କେବଳ 5 ରୁ 6 ଦିନରେ ମୁକ୍ତି ପାଇଁ ପାରିବେ ଏହି ସ୍କିନ ସମସ୍ୟା ଗୁଡିକରୁ ।

ଆଉ ଏହା ପାଇଁ ଆପଣଏ ବିଶେଷ କିଛି ଅର୍ଥ ଓ ସମୟ ଖର୍ଚ୍ଚ ହେବ ନାହିଁ କି ଏହି ଉପାୟ ବ୍ୟବହାର କରିଲେ ଆପଣ ଅନ୍ୟ କିଛି ସମସ୍ୟା ର ସମ୍ମୁଖୀନ ହେବେ ନାହିଁ ।ଖୁବ କମ ସାମଗ୍ରୀରେ ଏହି ଉପଚାର ଥରେ ପ୍ରସ୍ତୁତ କରି ବ୍ୟବହାର କରିଲେ ନିଶ୍ଚିତ ଜାଣି ପାରିବେ ଏହି ଉପଚାରର ମହତ୍ୱ ।ଏବେ ଜାଣିବା କେମିତି ତିଆରି କରିବେ ଏହି ଉପଚାର ।

 

1.ଆବଶ୍ୟକ ସାମଗ୍ରୀ:-
ଗୋଟିଏ କଲରା -ନଡ଼ିଆ ତେଲ -କର୍ପୂର -କିଛି ଉଷମ ପାଣି

2.ପ୍ରଣାଳୀ:-

 


ପ୍ରଥମେ ଆପଣ ଗୋଟିଏ ଛୋଟ କଲରା ବା ବଡ଼ କଲରାର ଛୋଟ ପିସ ନିଅନ୍ତୁ ଆଉ ପତଳା ପତଳା କାଟି ତାର ମଞ୍ଜି ବାହାର କରି ଦିଅନ୍ତୁ ।ଏବେ ସେହି କଲରା ପିସ ଗୁଡିକୁ ଆଉ ଛୋଟ ଛୋଟ କରି କାଟି ତାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ ମଝିରେ ଟିକିଏ ପାଣି ମିଶେଇ ପ୍ଲେନ କରି ଗ୍ରାଇଣ୍ଡିଂ କରି ନେବେ ।ଏବେ 2 ରୁ 4ଟି ପିଅର କର୍ପୂର ନିଅନ୍ତୁ ଆଉ ତାକୁ ପୁରା ଗୁଣ୍ଡ କରି ନିଅନ୍ତୁ ।
ଏବେ ଗୋଟିଏ ପାତ୍ରରେ 3 ଚାମୁଚ କଲରା ପେଷ୍ଟ ରଖନ୍ତୁ ଆଉ ସେଥିରେ ଗୋଟିଏ ଚାମୁଚ କର୍ପୂର ଗୁଣ୍ଡ ପକାନ୍ତୁ ତାପରେ ସେଥିରେ ନଡ଼ିଆ ତେଲ ପକେଇ ଭଲ କରି ଏକ ପେଷ୍ଟ ବନାନ୍ତୁ ।

3.ବ୍ୟବହାର କେମିତି କରିବେ:-

 


ଏବେ ସେହି ପେଷ୍ଟ କୁ ଆଣି ଆପଣଙ୍କ ଶରୀରରେ କାଛୁ କୁଣ୍ଡିଆ ହେଇଥିବା ଜାଗାରେ ଧୀରେ ଧୀରେ ମସାଜ କଲା ପତି ଲଗାନ୍ତୁ ।ଆଉ ତାପରେ କିଛି ସମୟ ଏମିତି ଛାଡି ଦିଅନ୍ତୁ ।ଏବେ କିଛି ହାଲକା ଉଷୁମ ପାଣିରେ ସେହି ସ୍ଥାନ ଟୀକୁ ଧୋଇ ଦିଅନ୍ତୁ ।
ଆଉ ଏମିତି 5ରୁ 6 ଦିନ ଯାଏ କରନ୍ତୁ ଦେଖିବେ ଆପଣ ଙ୍କ ର ସବୁ କାଛୁ କୁଣ୍ଡିଆ ,ଘିମିରି ସବୁକିଛି ଭଲ ହେଇଯିବ ।ତେବେ ନଡ଼ିଆ ତେଲ ଓ କର୍ପୂରରେ ଏନ୍ଟିଇନଫ୍ଲେଆମେଣ୍ଟରି ରହିଥିବା ରୁ ଏହା ଖୁବ ଜଳଦି ଆପଣ ଙ୍କୁ ଏହି ସବୁ ସମସ୍ୟା ରୁ ମୁକ୍ତି ଦେଇଥାଏ ।ଆଉ ନିଜ ଘରେ ଆପଣ ଏହାକୁ ତିଆରି କରି ଗରମ ଦିନ ରେ ହେଉଥିବା ଏହି ସ୍କିନ ପ୍ରବ୍ଲେମ ଗୁଡିକରୁ ମୁକ୍ତି ପାଇ ପାରିବେ ।

Leave A Reply

Your email address will not be published.