ଯଦି ଆପଣଙ୍କ ନାମ S, R, P, B, M, N ଏହି ଅକ୍ଷରରୁ ଆରମ୍ଭ ତେବେ ନିଶ୍ଚୟ ଦେଖନ୍ତୁ…ଜାଣନ୍ତୁ ନବବର୍ଷ 2022 କିପରି କଟିବ…LIFE STYLE

ତେବେ ଯେତେ ବେଳେ ଶିଶୁ ଟି ଜନ୍ମ ହୋଇ ତାର ପ୍ରଥମେ ପୂଜା କରାଯାଇ ସେହି ଅନୁସାରେ ନାମକରଣ କରାଯାଇ ଥାଏ କାରଣ ତା ନାମରେ ମଧ୍ୟ ବହୁତ ମହତ୍ୱ ରହିଥାଏ | ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ରେ ହିଁ ସେହି ବ୍ୟକ୍ତି ର ସ୍ୱଭାବ ଓ ତାର ଭବିଷ୍ୟତ କଥା ମଧ୍ୟ ଜାଣି ହୁଏ | ତେବେ ଆଜି ସେଭଳି କିଛି ନାମର ପ୍ରଥମ ଅକ୍ଷର କଥା ଆଲୋଚନା କରିବା ଯେଉଁଥିରୁ ଆପଣ ଙ୍କର ନୂଆବର୍ଷ ଟି କିପରି କଟିବ ତାହା ଜାଣି ପାରିବେ |

1. S ନାମର ବ୍ୟକ୍ତି :-

 


ତେବେ ଏହି S ନାମରେ ଥିବା ବ୍ୟକ୍ତି ମାନଙ୍କ ଜୀବନ 2023 ଟି ବହୁତ ଭଲ କାଟିବାକୁ ଯାଉଛି | ଏହି ନାମରେ ଥିବା ବ୍ୟକ୍ତି ମାନେ ବହୁତ ଚାଲାକ ଅଟନ୍ତି ଆଉ ନିଜ ମିଠା ମିଠା କଥାରେ ସମସ୍ତ ଙ୍କୁ ଆକର୍ଷିତ କରି ଥାଆନ୍ତି | ଆଉ ଏମାନେ ସବୁବେଳେ ନିଜ ସ୍ୱାର୍ଥ ମୁତାବକ ହିଁ କାମ କରିଥାନ୍ତି |

2. R ନାମର ବ୍ୟକ୍ତି :-
ଏହି ନାମର ଥିବା ବ୍ୟକ୍ତି ବିଶେଷ ମାନେ ସର୍ବଦା ଅନ୍ୟ ମାନଙ୍କର ଭଲ ଚିନ୍ତା କରିଥାନ୍ତି , ଏମାନେ କେବେ କାହାର ମନରେ ଦୁଃଖ ଦିଅନ୍ତି ନାହିଁ | ଏହି ନାମର ବ୍ୟକ୍ତି ନରମ ହୃଦୟର ହୋଇଥାନ୍ତି , ଏମାନେ ଘର ଲୋକଙ୍କ ସହିତ ବାହାର ଲୋକମାନଙ୍କୁ ମଧ୍ୟ ସ୍ନେହ ଶ୍ରଦ୍ଧା କରିଥାନ୍ତି |

3. P ନାମର ବ୍ୟକ୍ତି :-

 


ଯେଉଁ ବ୍ୟକ୍ତି ମାନଙ୍କର ନାମ P ରେ ଆରମ୍ଭ ହୋଇ ଥାଏ ସେମାନେ ଟିକେ ରାଗି ସ୍ୱଭାବ ର ହୋଇ ଥାଆନ୍ତି ଯାହାକି କୋଠର ଅନ୍ୟାୟ କେଉଁଠି ହେଲେ ସେମାନେ ସହି ପାରନ୍ତି ନାହିଁ ଅର୍ଥାତ ସେମାନେ ନ୍ୟାୟବନ୍ତ ହୋଇ ଥାଆନ୍ତି | ଏହି ବ୍ୟକ୍ତି ମାନେ ନିଜ ସାଥି ପରିବାର କୁ ହିଁ ନିଜର ବୋଲି ଭାବି ଥାଆନ୍ତି | ତେବେ ଏହି ବ୍ୟକ୍ତି ବିଶେଷ ଙ୍କର ନୂଆ ବର୍ଷ ଟି ଖୁବ ଭଲ କଟିବାକୁ ଯାଉଛି |

4. B ନାମର ବ୍ୟକ୍ତି :-
ଯେଉଁ ବ୍ୟକ୍ତି ମାନଙ୍କର ନାମ B ରେ ଆରମ୍ଭ ହୋଇ ଥାଏ ସେମାନେ ସର୍ବଦା ଖୁସୀରେ ରହିବା ପାଇଁ ଇଚ୍ଛା କରିଥାନ୍ତି , ଏହି ବ୍ୟକ୍ତି ମାନେ ସେମାନଙ୍କର ସମସ୍ତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯଥା ଚେଷ୍ଟା କରିଥାନ୍ତି | ସେଥିରେ ସଫଳ ମଧ୍ୟ ହୋଇଥାନ୍ତି , ଏମାନେ ବହୁତ କମ୍ ସମୟରେ କାହା ସହ ବି ବନ୍ଧୁତା ସ୍ଥାପନ କରିପାରିଥାନ୍ତି |

5. M ନାମର ବ୍ୟକ୍ତି :-

 

 


ଯେଉଁ ବ୍ୟକ୍ତି ମାନଙ୍କର ନାମ M ଅକ୍ଷର ରେ ଆରମ୍ଭ ହେଉଛି ସେମାନେ ବହୁତ ଶାନ୍ତ ସୁଶୀଳ ଓ ଧୋର୍ଯ୍ୟବାନ ମଧ୍ୟ ହୋଇ ଥାଆନ୍ତି | ଏମାନେ ସୁନ୍ଦର ଦେଖା ଯାଉ ଥିବାରୁ ନିଜ ସୁନ୍ଦରତା ବଳରେ ସମସ୍ତଙ୍କୁ ଆକର୍ଷିତ କରି ଥାଆନ୍ତି |

6. N ନାମର ବ୍ୟକ୍ତି :-
ଏହି ବ୍ୟକ୍ତି ମାନେ ନବବର୍ଷରେ ବହୁତ ମଜାମସ୍ତି କରିବାକୁ ଯାଉଛନ୍ତି , ଏବଂ ସମସ୍ତଙ୍କ ସହ ମିଳିମିଶି ରହିବା ସହ ଏକାଠି ରହି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି | ଏମାନେ ନିଜର କାମ କୁ ମନ ଧ୍ୟାନ ସହକାରେ କରିଥାନ୍ତି ଯାହା ଦ୍ୱାରା ଏମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ |

Leave A Reply

Your email address will not be published.