ଦେଖନ୍ତୁ EXCLUSIVE – ସବୁ ଅପେକ୍ଷାର ହେଲା ଅନ୍ତ ମୁହଁ ଖୋଲିଲା ଗୋପାଳ ଦାସ୍ ! 29 ଆଗରୁ ଯଦି ମୁଁ ମାରିଥାନ୍ତି, ମୁଁ ମରିଯାଇଥାନ୍ତି, ସେଥିପାଇଁ ଲାଗିଗଲା 4 ମାସ Gopal Das
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ନବ ଦାସ ଙ୍କର ମୃତ୍ୟୁ ଘଟଣା ଦିନ କୁ ଦିନ ଜଟିଳ ହେବା ରେ ଲାଗିଛି | ଆଉ ତାହା ସହିତ କୁହାଯାଉଛି କି ନବ ଦାସ ଙ୍କୁ କଣ ପାଇଁ ଆଉ କେଉଁଠି କେଉଁ କାରଣ ପାଇଁ, ASI ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ସେ ବିଷୟରେ ତଦନ୍ତ ମଧ୍ୟ ଜାରି ରଖିଛି କ୍ରାଇମ ବ୍ରାଞ୍ଚ ଟିମ |
ତାହା ସହିତ ଯାହା କୁହାଯାଉଛି କି ଗୋପାଳ ଙ୍କର LVA ପରୀକ୍ଷା କରାଯିଵା ସହିତ ସାଇକୋଲୋଜିକାଲ ଏସେସମେଣ୍ଟ ଟେଷ୍ଟ ମଧ୍ୟ କରାଯାଉଛି ଆଉ ଯାହା ଫଳରେ ଗୋପାଳ ଙ୍କର ସମସ୍ତ ସତ୍ୟ ସାମ୍ନା କୁ ଆସିପାରେ ବୋଲି ଅନୁମାନ କରାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାଡ଼ସୁଗୁଡା ର ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ପାଇଁ ଯାଇଥିବା ସମୟରେ ASI ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ | ଆଉ ଯାହା ଫଳରେ ନବ ଦାସ ଙ୍କର ମୃତ୍ୟୁ ଘଟିଵା ସହିତ ଗୋପାଳ ଦାସ ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା |
ଆଉ କଣ ପାଇଁ ଗୋପାଳ ଦାସ ଏହିଭଳି ଏକ କାର୍ଯ୍ୟ କରିଥିଲେ ଓ ଘଟଣା ପଛରେ କେବଳ ଗୋପାଳ ଙ୍କର ହାତ ରହିଛି ନା ଆଉ କିଏ କିଏ ଏଥିରେ ସାମିଲ ଅଛି ସେ ସମସ୍ତ କଥା ର ତଦନ୍ତ ମଧ୍ୟ ଚାଲିଛି |ତେବେ କମ୍ପୁଟର ସଫ୍ଟୱାର ଦ୍ୱାରା LVA ପରୀକ୍ଷା ଦ୍ୱାରା ଗୋପାଳ ଙ୍କର ଭୋଏସ ରେ ଡର ରହୁଛି ନାଁ ନାହିଁ ନାଁ ସେ କୌଣସି କଥା କୁ ଲୁଚାଉଛନ୍ତି କି ନାହିଁ !
ତେବେ ଯାହା କୁହାଯାଉଛି କି 4 ଦିନ ରିମାଣ୍ଡ ରେ ଗୋପାଳ ଦାସ ଙ୍କୁ ପୋଲିସ ନେଇଥିଲା ଆଉ ତାଙ୍କୁ ପୋଚରା ଉଚରା କରିବା ସହିତ ତାଙ୍କର ପରିବାର ଲୋକ ସାଙ୍ଗ ସାଥି ଙ୍କ ପାଖରୁ ବୟା ନ ନେବା ପରେ ବର୍ତ୍ତମାନ ଗୋପାଳ ଦାସ ଙ୍କୁ LVA ପରୀକ୍ଷା କରାଯିଵା ସହିତ ସାଇକୋଲୋଜିକାଲ ଏସେସମେଣ୍ଟ ଟେଷ୍ଟ କରାଯିବ | ତେବେ କମ୍ପୁଟର ସଫ୍ଟୱାର ଦ୍ୱାରା LVA ପରୀକ୍ଷା ଦ୍ୱାରା ଗୋପାଳ ଙ୍କର ଭୋଏସ ରେ ଡର ରହୁଛି ନାଁ ନାହିଁ ନାଁ ସେ କୌଣସି କଥା କୁ ଲୁଚାଉଛନ୍ତି କି ନାହିଁ ସେ ସମସ୍ତ କଥା ଜଣା ପଡ଼ିଯିବ ବୋଲି କୁହାଯାଉଛି |
ତାହା ସହିତ ସାଇକୋଲୋଜିକାଲ ଟେଷ୍ଟ ମାଧ୍ୟମରେ ଗୋପାଳ ଙ୍କର ମାନସିକ ସ୍ଥିତି ଠିକ ଅଛି କି ନାହିଁ ସେ ସମସ୍ତ କଥା ଜଣା ପଡିବ ବୋଲି ମଧ୍ୟ କୁହାଯାଉଛି |ତାହା ସହିତ ପାଇଖାନା ଟାଙ୍କି ରୁ ବାହାରି ଥିବା 22 ପୃଷ୍ଠା କାଗଜ ର ଯାଞ୍ଚ ପାଇଁ ମଧ୍ୟ ପଠାଇଛି ପୋଲିସ ଓ ଗୋପାଳ ମଧ୍ୟ ନିଜର ଦୋଷ କୁ ମାନିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।