ଦେଖନ୍ତୁ EXCLUSIVE : ମୁଁ ହେଉଛି ରାଣୀପଣ୍ଡା ollywood ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଏଥି ପାଇଁ ସାହାଯ୍ୟ କଲିନାହିଁ ରାଣୀ ପଣ୍ଡା …ଦେଖନ୍ତୁ video

ଓଡିଶା ର ବେଶ ଜଣା ଶୁଣା ଚେହେରାଯାହାଙ୍କୁ ଦେଖିବା ପାଇଁ ଲୋକଙ୍କର ମନରେ ଭରି ରହିଥାଏ କେତେ ଆଶା | ତେବେ ସେ ହେଉଛନ୍ତି ଓଡିଶା ଯାତ୍ରା ଜଗତର ନାମୀ ଦାମୀ କଳାକାର ହଟ ଡାନ୍ସର ଯାହାକୁ ଲୋକେ ଓଡିଶା ର ଯାତ୍ରା ଜଗତ ର ଆଇଟମ ଗାର୍ଲ ଭାବେ ଜାଣନ୍ତି | କେବଳ ଯାତ୍ରା ନୁହେଁ ଟିଭି ସିରିଏଲ ଠୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ମାଧ୍ୟାମ ରେ ଲୋକମାଙ୍କ ମନରେ ରହିଆସିଛନ୍ତି |

ତାହାଲେ ଦର୍ଶକ ବନ୍ଧୁ ସେ ହେଉଛନ୍ତି ରାଣୀ ପଣ୍ଡା | ତେବେ ରାଣୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ କୁ ସେ ନିଜେ ସେୟାର କରିଛନ୍ତି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ |

 

ତେବେ ଟିଭି ପରଦାରେ ହେଉ ନହେଲେ ଯାତ୍ରା ଜଗତ ରେ ଅଭିନୟ ଓ ଡ୍ୟାନ୍ସ ମାଧ୍ୟମ ରେ ସବୁବେଳେ ବେଶ ଚର୍ଚ୍ଚା ରେ ଥାନ୍ତି ରାଣୀ ପଣ୍ଡା | କାରଣ ସେ ସବୁବେଳେ ନିଜର ଦକ୍ଷତା ବଳ ରେ ସେ ସବୁବେଳେ ତାଙ୍କର ପ୍ରଶଂସକ ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି |

 

ତେବେ ତାଙ୍କର ଏହି ଚେଷ୍ଟା ବଳରେ ସେ ଲୋକଙ୍କର ବେଶୀ ନିକଟତର ହେବା ସହିତ ଲୋକଙ୍କ ହୃଦୟ କୁ ମଧ୍ୟ ଜିତିବାରେ ସଫଳତା ପାଇଛନ୍ତି | ତେବେ ଓଡିଶା ର କଣେ ଅନୁକଣେ ତାଙ୍କର ପ୍ରଶଂସଙ୍କ ମାନେ ରାଣୀ ପଣ୍ଡାଙ୍କୁ ବେଶୀ ଭଲ ପାଇଥିବା ଦେଖା ଯାଇଛି |

ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ରାଣୀ ପଣ୍ଡା ସବୁ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ତେଣୁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଅଭିନେତ୍ରୀ ରାଣୀ ପଣ୍ଡା କାହିଁକି ଏପର୍ଯ୍ୟନ୍ତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରି ପାରି ନାହାଁନ୍ତି ସେନେଇ କହିଛନ୍ତି ସେ ବର୍ତ୍ତମାନ ନିଜ କର୍ମ କ୍ଷେତ୍ରରେ ଖୁବ୍ ବ୍ୟସ୍ତ ରହିଛନ୍ତି। ଏହା ସହିତ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ମଧ୍ୟ ରାଣୀ ପଣ୍ଡା ବହୁତ୍ ଚିନ୍ତା ରେ ରହିଛନ୍ତି। ସେଥିପାଇଁ ସେ କୌଣସି କଥାକୁ ବିଶେଷ ଧ୍ୟାନ ଦେଇ ପାରୁ ନାହାଁନ୍ତି।ଯେଉଁ କାରଣରୁ ସେ ପିଣ୍ଟୁ ନନ୍ଦଙ୍କୁ ସାକ୍ଷାତ କରି ପାରି ନାହାଁନ୍ତି। କି ଏ ପର୍ଯ୍ୟନ୍ତ ସେ କିଛି ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ ସହଯୋଗ କରି ପାରି ନାହାଁନ୍ତି।

Leave A Reply

Your email address will not be published.