ବାପି କୁମାର କଣ୍ଠରୁ ଶୁଣନ୍ତୁ HEART TOUCHING SONG ” ସୀତା ଲୋ ଜଳୁଛି ଯାହାର ଜିତା ଲୋ “… ମାତ୍ର 4 ଘଣ୍ଟାରେ 46 MILLION ରୁ ଅଧିକ ଲୋକ ଦେଖି ସାରିଲେଣି…
ତେବେ ଆମ କଳାକାର ଜଗତ ରେ ଅନେକ କଳାକାର ରହିଛନ୍ତି ସେ ଫିଲ୍ମ ହେଉ କି ସିରିଏଲ ଅବା ଯାତ୍ରା ଏହି କଳାକାର ଙ୍କୁ ଆମେ ସମ୍ମାନ ମଧ୍ୟ ଦେଇ ଥାଉ | କାରଣ ସେମାନେ ଅଭିନୟ ଜଗତ ରେ ଅନେକ ପରିଶ୍ରମ କରି ଆମ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି |
ତେବେ ଯାତ୍ରା ଦେଖିବା ପାଇଁ ପ୍ରାୟ ଲୋକ ପସନ୍ଦ କରି ଥାଆନ୍ତି, ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଯାତ୍ରା ଅପେକ୍ଷା ମେଲୋଡି ଦେଖିବା ପାଇଁ ପସନ୍ଦ କରିଥାନ୍ତି | ଯାତ୍ରା ଷ୍ଟେଜ ରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି |
ତେବେ ଯାତ୍ରା ଦୁନିଆଁ ରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଯେଉଁ ମାନେ କି ଯାତ୍ରା ପେଣ୍ଡାଲ ରେ ଜୀବନ୍ତ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇ ଥାଆନ୍ତି | କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକ ଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ | କିନ୍ତୁ ଏହା ମଧ୍ୟ ସତ ଯେ ଯାତ୍ରା ଷ୍ଟେଜ ରେ ଅନେକ ବଡ଼ ବଡ଼ କଳାକାର ଅତିଥି ରୂପେ ଆସି ଥାଆନ୍ତି ଆଉ ଗୀତ ହେଉ କି ନାଚ ହେଉ ତାହା ମାଧ୍ୟମ ରେ ଦର୍ଶକ ମାନଙ୍କୁ ଝୁମାଇ ଥାଆନ୍ତି |
ତେବେ ସେଭଳି ଭାବେ ଏକ ବଡ଼ କଳାକାର ପ୍ରସିଦ୍ଧ ଗାୟକ କୁମାର ବାପି ଯାତ୍ରା ମଞ୍ଚରେ ଦେଖିବା ପାଇଁ ମିଳିଛନ୍ତି ଆଉ ସେ ତାଙ୍କର ସୁପରହିଟ ଗୀତ “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ” ଗୀତ ଟିକୁ ଗାଇଛନ୍ତି | ଗାୟକ କୁମାର ବାପି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯାହାଙ୍କ କଣ୍ଠ ରୁ ଗୀତ ଶୁଣିଲେ ପ୍ରାୟ ଦର୍ଶକ ଭାବ ବିହ୍ଵଳ ହୋଇ ଯାଇଥାନ୍ତି ଆଉ ତାଙ୍କ ଗୀତ ରେ ଏମିତି ଯାଦୁ ଅଛି ଯାହାକି ସେ ସମସ୍ତ ଙ୍କୁ ଆକର୍ଷିତ କରି ଦେଇ ଥାଆନ୍ତି |
ଆଉ ତାଙ୍କର ଗୀତ ମାନଙ୍କ ମଧ୍ୟରୁ ସବୁଠୁ ସୁପରହିଟ ଗୀତ ହେଉଛି ଉଦଣ୍ଡି ସୀତା ଫିଲ୍ମ ର “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ” | ତେବେ ପ୍ରଥମ ଥର ପାଇଁ କୁମାର ବାପି ଯାତ୍ରା ମଞ୍ଚରେ ଏହି ଗୀତ ଟି ଗାଉ ଥିବାର ଲାଇଭ ଦେଖିବା ପାଇଁ ମିଳିଛି |
ସଙ୍ଗୀତ ମଧ୍ୟ ଏପରି ଏକ କଳା ଯାହାକି ଏହା ଆମ ମନକୁ ଶାନ୍ତ ରଖିଥାଏ ଏବଂ ସବୁ ଟେନ୍ସନ କୁ ଭୁଲାଇ ଦେଇ ଥାଏ | ଏହି ଗୀତ ଟିକୁ କୁମାର ବାପି ଙ୍କ କଣ୍ଠରୁ ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ମଧ୍ୟ ଭାବ ବିହ୍ଵଳ ହୋଇ ଯାଇ ଥିଲେ, ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।