OMG ! ମାତ୍ର ୫ ଖଣ୍ଡ ଇଟାରେ ( EITA ) ରେ ଯୁବତୀ ବନିଲେ ଚୁଲା ” CHULHA ” ତା’ ପରେ ହଠାତ୍ ଯାହା ହେଲା…

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ସେଥିରେ ଆମେ ମାନେ କିଛି ଶିଖିବାକୁ ପାଇଥାଉ ବୋଲି କୁହାଯାଉଛି ।

ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କେଉଁ ଭଳି ଭାବରେ ଇଟା ଆଉ କାଦୁଅ ର ସାହାଯ୍ୟ ରେ ସହଜ ଉପାୟରେ ଚୁଲା ପ୍ରସ୍ତୁତ କରିଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ।ଆଉ ଯାହାକୁ ଆମେ ମାନେ କମ ସମୟରେ ବନେଇ ମଧ୍ୟ ପାରିବା , ଯେଉଁଥି ରେ ରୋଷେଇ କରିବା ସୁବିଧା ଜନକ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ ସମସ୍ତଙ୍କ ପାଖରେ କିଛି ନା କିଛି ଟେଲେଣ୍ଟ ରହିଛି ଆଉ ଶିଖିବା ପାଇଁ ଆମକୁ ଅନ୍ୟ ର ସାହାଯ୍ୟ ନୁହଁ ଇଚ୍ଛା ଶକ୍ତି ର ଆବଶ୍ୟକତା ପଡିଥାଏ ।ତେବେ ଆଜି ଆମେ ଯେଉଁ ଜିନିଷ ଟି ପ୍ରସ୍ତୁତ କରିବାକୁ ଯାଉଛୁ ତାହା ହେଉଛି ଇଟା ଆଉ ମାଟିରେ ତିଆରି ଚୁଲା ।

ଯାହା କୁ ଆମେ ଆମର ଟିକିଏ ବୁଦ୍ଧି କୁ ଖଟାଇ କମ ସମୟ ମଧ୍ୟରେ ସହଜ ଉପାୟରେ ବନେଇ ପାରିବା ବୋଲି ମଧ୍ୟ କୁହାଯାଉଛି । ଆଉ ଏହି ଚୁଲା କୁ ପ୍ରସ୍ତୁତ କରିବା ପାଇଁକି ଆମକୁ ଆବଶ୍ୟକ ପଡିବ ତାହା ହେଉଛି କିଛି ଇଟା ଆଉ କାଦୁଅ ଓ ବାଲି ।

ତେବେ ଆପଣ ମାନଙ୍କୁ ପ୍ରଥମେ ବର୍ଗକାର କ୍ଷେତ୍ର ର ମାର୍କିଙ୍ଗ କୁ କରି ସେଥିରେ ଦୁଇଥାକ ଇଟା ବସାଇବା ପାଇଁ ପଡିବ । କିନ୍ତୁ ମନେ ରଖିବେ କି ଇଟା ବସେଇବା ପରେ ତାହାର ଗୋଟିଏ ପାଖରେ କିଛି ଅଂଶ କୁ ଫାଙ୍କା ରଖିବେ କାରଣ ସେହି ପଟେ ଆମେ ମାନେ ଜାଳେଣି କୁ ପୂରେଇବୁ ଚୁଲି ଭିତରକୁ ।

ଆଉ ତାହା ପରେ ଆପଣ ମାନେ ଗୋଟିଏ ଇଞ୍ଚ ର ଉଠକୁ ଦୁଇ ଇଟା କୁ ବନେଇ ସାରିବା ପରେ ଲମ୍ବା ଭାବରେ ବସାଇବେ । ଆଉ ତାହାକୁ ଭଲ ଭାବରେ ସିମେଣ୍ଟ ରେ ଯେମିତି ପ୍ଳାଷ୍ଟର କରାଯାଇଥର ସେହିଭଳି ବାଲି ଆଉ କାଦୁଅ ରେ କରିବେ ।

ତାହା ପରେ ପଛପରେ ଧୂଆଁ ଗୁଡିକ ବାହାରକୁ ବାହାରିବା ପାଇଁ ସେଥିରେ ପାଇପ ର ବ୍ୟବସ୍ତା କରିବେ ।ଆଉ ମୁହଁ ପରେ ଜାଳେଣି ଯିବା ପାଇଁ ସ୍ଥାନ ରଖି ଭଲ ଭାବରେ କାଦୁଅ ସାହାଯ୍ୟରେ ଚୁଲି କୁ ପ୍ରସ୍ତୁତ କରିବା ପାଇଁ କୁହାଯାଉଛି । ଆଉ ଚୁଲି କୁ ଦୁଇ ଦିନ ଶୁଖିବା ପାଇଁ ଛାଡି ଦେବେ ।ତାହା ପରେ ଆପଣ ମାନେ ରୋଷେଇ ପାଇଁ ସେହି ଚୁଲି କୁ ବ୍ୟବହାର କରି ପାରିବେ ବୋଲି ମଧ୍ୟ ଭିଡ଼ିଓ ରେ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.