ହଏ ତୋ ପ୍ରେମ ଗଜଲ ଗଜଲ ( ଗୀତ ସୁରେ କୀର୍ତ୍ତନ )ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ କିଛି ଭିଡ଼ିଓ ସମ୍ପର୍କ ରେ ଅବଗତ ହୋଇ ଥାଉ ଆଉ ବେଳେ ବେଳେ କିଛି ଦୃଶ୍ୟ ଖୁବ ମାତ୍ରା ରେ ଭାଇରାଲ ମଧ୍ୟ ହୋଇ ଥାଏ | ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି ଏକ ସ୍ଥାନରେ ଅଷ୍ଟପ୍ରହରୀ ହେଉଛି ଯେଉଁଠି ଏଥିରେ ଯୁବତୀ ମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି |

ତେବେ ଜଣେ ବ୍ୟକ୍ତି ହରେ ରାମ ହରେ କୃଷ୍ଣ ଜପୁଛନ୍ତି ଆଉ ତାଙ୍କର ତାଳରେ ଅନ୍ୟ ଯୁବତୀ ମାନେ ଅଣ୍ଟା ହଲାଇ ଚାରି ପଟେ ଘୁରି ଘୁରି ବେସ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି | ଏଥିରେ କୁନି କୁନି ଝିଅ ମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ଏବଂ ସେମାନେ ମଧ୍ୟ ବେସ ସୁନ୍ଦର ଭାବେ ଅଣ୍ଟା ହଲାଇ ନାଚୁ ଥିବାର ଦେଖିବା ପାଇଁ ମିଳିଛି | କିନ୍ତୁ ଏହି ହରେ କୃଷ୍ଣ ହରେ ରାମ ନାମ ଟି କୌଣସି ଭଗବାନ ଙ୍କ ସ୍ୱର ରେ ଜପ କରାଯାଉ ନାହି ବରଂ ଏକ ଓଡ଼ିଆ ଫିଲ୍ମ ର ଗୀତର ସ୍ୱର ରେ ନାମ କରା ଯାଉଛି |

 ଓଡ଼ିଆ ଫିଲ୍ମ ର ଏକ ଗୀତ ହାଏ ତୋ ପ୍ରେମ ଗଜଲ ଗଜଲ ଯାହାକି ଆପଣ ମାନେ ନିହାତି ଭାବରେ ଶୁଣି ଥିବେ | ତେବେ ଏହି ଗୀତ ର ସ୍ୱର ରେ ଏହି ଅଷ୍ଟ ପ୍ରହରୀ ହରେ କୃଷ୍ଣ ହରେ ରାମ ନାମ ଜପ କରାଯାଉଛି | ସେହି ସ୍ୱର ର ତାଳେ ତାଳେ ଯୁବତୀ ମାନେ ଅଣ୍ଟା ହଲାଇ ନାଚିଛନ୍ତି |

ଏଭଳି ଏକ ନିଆଁରା ଅଷ୍ଟ ପ୍ରହରୀ ଦେଖିବା ପାଇଁ ସେହି ସ୍ଥାନରେ ଅନେକ ଭିଡ଼ ଜମି ଥିଲା ଯାହାକି ଏଥିରେ ଲୋକ ମାନେ ମଧ୍ୟ ହଜି ଯାଇ ଥିଲେ | ଏଭଳି ଏକ ଅଷ୍ଟପ୍ରହରୀ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |


ଯାହାକୁ ଲୋକ ମାନେ ଦେଖି କେହି କେହି ଏବଂ ଅଷ୍ଟ ପ୍ରହରୀରେ ବେସ ଖୁସି ହୋଇ ଥିବା ବେଳେ ଆଉ କିଛି ଲୋକ ଆମ ସଂସ୍କୃତି ଓ ପରମ୍ପରା କୁ ନେଇ ପ୍ରଶ୍ନ ଉଠାଇଛନ୍ତି | ଆମ ଓଡ଼ିଆ ଧର୍ମ ରେ ଅଷ୍ଟପ୍ରହରୀ ହେଉଛି ଏକ ସଂସ୍କୃତି ଓ ପରମ୍ପରା ଯାହାକି ଭଗବାନ ଙ୍କ ନାମ ସ୍ମରଣ କରାଯାଇ ଥାଏ |

ଆଉ ଏଥିରେ ବାଜା ମୃଦଙ୍ଗ କୀର୍ତ୍ତନ ବଜାଇ ବେସ ଭକ୍ତି ଭାବରେ କୀର୍ତ୍ତନୀୟା ମାନେ ହଜି ଯାଇ ଥାଆନ୍ତି ଯାହାକୁ ଦେଖି ମନରେ ଏକ ପ୍ରକାର ର ଭକ୍ତି ଜାଗ୍ରତ ହୋଇ ରୁମ ଟାଙ୍କୁରୀ ଉଠି ଥାଏ | କିନ୍ତୁ ଆମ ସମାଜ ରେ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ପରମ୍ପରା କୁ ମନରଞ୍ଜନ ର ରୂପ ଦେଇ ଦେଉଛନ୍ତି | ତେବେ ଏଭଳି ଭିଡ଼ିଓ ଦେଖି ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.