ହୃଦୟକୁ ଛୁଇଁ ଦେଲା ଭଳି ଗୀତରେ ଝୁମିଲେ ଦର୍ଶକ ଏବଂ ଛାତ୍ର ଛାତ୍ରୀ…. 86 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ପ୍ରାୟ ସମସ୍ତେ ଆଜିକାଲି ର ଯୁଗରେ ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ପ୍ରାୟ ଯୁବ ପିଢ଼ି ନିଜ ଆକାଉଣ୍ଟ ରେ କିଛି ନା କିଛି ଭିଡ଼ିଓ ଉପଲୋଡ କରୁଛନ୍ତି ଆଉ ପ୍ରଶଂସା ର ପାତ୍ର ହେଉଛନ୍ତି |

ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି |

ପ୍ରାୟ ସମୟରେ ସ୍କୁଲ ଆଉ କଲେଜ ରେ ମଧ୍ୟ ଛାତ୍ର ଓ ଛାତ୍ରୀ ଙ୍କର ସୁନ୍ଦର ସୁନ୍ଦର ମନଲୋଭା କିଛି ଦୃଶ୍ୟ ଦେଖିବା ପାଇଁ ମିଳି ଥାଏ, ତାହା ନାଚ ହେଉ ଅବା ଗୀତ ହେଉ ଅଥବା ବକ୍ତବ୍ୟ ଦେବା ହେଉ ତାହା ଦେଖିବା ପାଇଁ ଖୁବ ସୁନ୍ଦର ଲାଗି ଥାଏ | ତେବେ ପୁଣି ଥରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ କିଛି ସ୍କୁଲ ଛାତ୍ରୀ ଙ୍କର ଏକ ସୁନ୍ଦର ଗୀତ ଟିଏ ଶୁଣିବା ପାଇଁ ମିଳିଛି |


ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯଦି ସ୍କୁଲ ରେ କିଛି ଫକ୍ସନ ହୋଇ ଥାଏ ସେଥିରେ ସ୍କୁଲର ଛାତ୍ର ଛାତ୍ରୀ ମାନେ ଡ୍ୟାନ୍ସ ଓ ଗୀତ ରେ ଭାଗ ନେଇ ଷ୍ଟେଜ ଉପରେ ନିଜର କଳା ପ୍ରଦର୍ଶନ କରିଥାନ୍ତି | ତେବେ ସେଭଳି ଭାବେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛତା ନୂଆପଡା ଜିଲ୍ଲା ରେ ଷ୍ଟେଜ ଫାଂକ୍ସନ ଦେଖିବା ପାଇଁ ମିଳିଛି | ଯେଉଁଠି ସେହି ସ୍କୁଲ ର କିଛି ଛାତ୍ରୀ ମାନେ ମିଶି ମଞ୍ଚ ରେ ଏକ ସୁନ୍ଦର ଗୀତ ରେ ଡ୍ୟାନ୍ସ କରି ଦେଖାଇଛନ୍ତି |

ଏହାପରେ ପୁଣି କିଛି ଛାତ୍ରୀ ମିଶି ଏକ ସୁନ୍ଦର ଗୀତ ଗାନ କରିଛନ୍ତି ଆଉ ସେମାନେ ଗାଇ ଥିବା ଗୀତ ଟି ହେଉଛି, ମେଘ ବରଷିଲା ମୟୂରୀ ନାଚିଲା | ଝିଅ ମାନେ ଗ୍ରୁପ ହୋଇ ସେମାନଙ୍କ ମଧୁର ସ୍ୱର ରେ ଗୀତ ଗାଇ ସେଠାରେ ଥିବା ଶିକ୍ଷୟତ୍ରୀ ମାନଙ୍କର ମନକୁ କିଣି ନେଇ ଥିଲେ | ଛୋଟ ଛୋଟ ଛୁଆ ମାନଙ୍କର ଏଭଳି ସୁନ୍ଦର ପ୍ରତିଭା ଦେଖିଲେ ମନକୁ ମଧ୍ୟ ବେସ ଖୁସି ଅନୁଭବ ହୋଇ ଥାଏ | ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଉପଲୋଡ ହେବା ପରେ ଅନେକ ଲୋକ ଛାତ୍ରୀ ମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.