ପେପରରେ ନିଜ ଫଟୋ ଦେଖି ହସିଲା ହତ୍ୟାକାରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ନିଜ ଫଟୋକୁ ପେପରରେ ଦେଖି ହେଉଛି ଅଭିଯୁକ୍ତ ଗୋପାଳ।
ନାର୍କୋ ଟେଷ୍ଟ ପାଇଁ ନେବା ବେଳେ ଝାରସୁଗୁଡା ବିମାନବନ୍ଦରରେ ଗୋପାଳ ଅପେକ୍ଷା କରିଥିଲେ। ଅଭିଯୁକ୍ତର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ସେଥିରେ ବାହାରିଥିବା ନିଜ ସମ୍ପର୍କିତ ଖବର ପଢ଼ି ହସି ପକାଇ ଥିଲେ ଗୋପାଳ ଦାସ।
ଯାହା କ୍ୟାମେରାରେ କଏଦ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋପାଳଙ୍କୁ ବିମାନ ବନ୍ଦରକୁ ନେଇଥିଲା କ୍ରାଇବ୍ରାଞ୍ଚ୍। ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରି ସେ ବିବ୍ରତ ବା ଚିନ୍ତିତ ଥିଲା ପରି ଆଦୌ ଲାଗୁ ନାହାନ୍ତି।ବିମାନ ବନ୍ଦରରେ ବସିଥିବା ବେଳେ ତାଙ୍କର ଅଚିନ୍ତା ହସକୁ ନେଇ ଏପରି କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ଏ ହସ ପଛର ପ୍ରକୃତ ରହସ୍ୟ କଣ?।
ତାଙ୍କ ମୁଣ୍ଡ ଉପରେ ଆଉ କେଉଁ ବଡ଼ ନେତାଙ୍କ ଆଶୀର୍ବାଦ ନାହିଁ ତ ଗୋପାଳଙ୍କ ଏପରି ହସକୁ ନେଇ ଏବେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ସୂଚନା ଅନୁଯାୟୀ ଗୋପାଳ ଦାସର ରିମାଣ୍ଡ ଅବଧି ସରିବା ପରେ କ୍ରାଇମବ୍ରାଞ୍ଚ ୫ଦିନ ଅଧିକ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିଥିଲେ।
ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ଏଏସ୍ଆଇ ଗୋପାଳ ଦାସ। ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ଏହିସବୁ କଥାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି । ଏବେ ପୁଣି ASI ଗୋପାଳ ଦାସଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏବେ ସେ ଗୁଜୁରାଟ ଯାଉଛନ୍ତି ।
ଏବେ ଏହି ଭିଡିଓରେ ଆପଣମାନେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ASI ଗୋପାଳ ଦାସଙ୍କୁ ଗୁଜୁରାଟ ଯିବା ପାଇଁ ବିମାନବନ୍ଦରକୁ ଯାଉଥିବାର ଦେଖିପାରିବେ । ଗୋପାଳ ଦାସ ବିମାନବନ୍ଦରରେ ପହଞ୍ଚିଥିଲେ । ଆଉ ତାଙ୍କୁ ଅନେକ ପୋଲିସ ସୁରକ୍ଷା ଘେରରେ ସେଠାକୁ ନେଇଥିଲେ ।
ଗୁରୁତର ଗୋପାଳ ଦାସ ବିମାନବନ୍ଦରକୁ ଯାଇ ସେଠାରେ ତାଙ୍କର ଚେକିଙ୍ଗ କରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାସହ ସେ ବିମାନ ପାଖକୁ ଯାଇ ମୁଣ୍ଡିଆ ମାରିଛନ୍ତି ଆଉ ଏହାପରେ ସେ ବିମାନ ଭିତରକୁ ଯାଇଛନ୍ତି ।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।ବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।