ପୁରୁଷଙ୍କ ଠାରେ ଯୌନ ଅକ୍ଷମତାର ! କାରଣ ଓ ନିରାକରଣ ଜାଣନ୍ତୁ..DR.SASMITA DAS

ଯେମିତି ଆପଣ ମାନେ ଜାଣିଛନ୍ତି ଆଜିର ସମୟରେ ପୁରୁଷ ଙ୍କ ଠାରେ ଯୌନ ଶକ୍ତି କମ ଥିବାରୁ ସେମାନଙ୍କୁ ବିଭିନ୍ନ ସମୟରେ ଏହି ସମସ୍ୟା କୁ ସାମ୍ନା କରିବା ପାଇଁ ପଢିଥାଏ | ତେବେ ପୁରୁଷମାନେ ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଔଷଧ ବ୍ୟବହାର କରନ୍ତି |

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଏହି ସବୁ ସମସ୍ୟା କୁ ରୋକିବା ପାଇଁ କିଛି ପ୍ରାକୃତିକ ପଦ୍ଧତି ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଆପଣଙ୍କର ‘ଲିବିଡୋ’କୁ ବୃଦ୍ଧି କରିପାରିବେ ଯାହା ଫଳରେ ଆପଣଙ୍କୁ ଆଉ ଯୌନ ଶକ୍ତି କମ ହେବାର ଅନୁଭବ ହେବ ନାହିଁ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଯୌନ ଶକ୍ତି ବଢାଇବା ପାଇଁ 6 ଟି ଉପାୟ ବିଷୟରେ ଜାଣିବା |

ଆଜିର ସମୟରେ ବୟସ ବଢିବା ସହିତ କିଛି ପୁରୁଷ ଙ୍କର କାମନା ମଧ୍ୟ ଇଚ୍ଛା ହେଇଥାଏ | ହେଲେ ସେମାନେ ସେତେବେଳେ ଯୌନ ଶକ୍ତି କମିର ସାମ୍ନା କରିଥାନ୍ତି | ଯାହା ଏକ ଚିନ୍ତାର ବିଷୟ ନହେଲେ ମଧ୍ୟ ଏହା ସମସ୍ତ ପୁରୁଷ ଙ୍କର ଇଚ୍ଛା ଥାଏ | ସେ ତା ଯୌନ ଶକ୍ତି ବଢାଇବା ପାଇଁ |

ଏହା ସହିତ ସେ ଏ କଥା ମଧ୍ୟ ଚାହିଁଥାନ୍ତି ଯେ ନିଜର ସେକ୍ସର ଇଚ୍ଛା ବଢ଼ାଇବାକୁ | ତେବେ ଏହା ପାଇଁ ତାଙ୍କୁ କୌଣସି ଔଷଧ କିମ୍ବା ଚିକିତ୍ସାର ଆବଶ୍ୟକତା ପଡିବ ନାହିଁ ଏହା ପାଇଁ କେବଳ 6 ଟି ଘରେଇ ଟିପ୍ସ ପ୍ରତି ଧ୍ୟାନ ଦିୟନ୍ତୁ | ତେବେ ସେ 6 ଟି ଉପାୟ ଜାଣିବା ପୂର୍ବରୁ ପ୍ରଥମେ ଆମେ ଜାଣିବା ଯୌନ ଇଚ୍ଛା ହେବାର କାରଣ କଣ? |

ଯୌନ ଇଚ୍ଛା ହ୍ରାସ ହେବାର କାରଣ :-

ଦର୍ଶକ ବନ୍ଧୁ ସାଧାରଣତଃ ଆମେ ଜାଣୁ ଯେ ‘ଲିବିଡୋ’କୁ ‘ଯୌନ ଇଚ୍ଛା’ କିମ୍ବା ‘ସେକ୍ସ ଡ୍ରାଇଭ୍’ ପରି ଅନେକ ନାମରେ ଜଣା ଯାଇଥାଏ | ତେବେ ଯୌନ ଇଚ୍ଛା ହ୍ରାସ ର କାରଣ ହେଇଛି ଆଜିର ଏହି ବ୍ୟସ୍ତବହୁଳ ଜୀବନ ଓ କାର୍ଯ୍ୟ ଚାପ, ଟେନସନ, ବ୍ୟକ୍ତିଗତ ସଂପର୍କରେ ସମସ୍ୟା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ବୟସ ବୃଦ୍ଧି ସେକ୍ସ ଇଚ୍ଛା କୁ ହ୍ରାସ କରାଇଥାଏ | ଏବେ ଜାଣିବା ସେହି 6 ଟି ଉପାୟ ବିଷୟରେ |

ସେବନ କରୁଛନ୍ତି | ତାହାଲେ ଏହା ବହୁତ ଲାଭ ଦାୟକ ହେଇଥାଏ | ଏହା ଆପଣଙ୍କର ସେକ୍ସ ପାଇଁ ଇଚ୍ଛା ବଢ଼ାଇଥାଏ ବୋଲି କୁହାଯାଉଛି |ତାହା ବ୍ୟତୀତ ଯଦି ଆପଣ ନିଜ ଖାଦ୍ୟରେ କମ ମିଠା ଖାଇବେ, ଏହା ଛଡା ପନିର ସବୁଜ ପନିପରିବା ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବେ |ଯଦି ପୁରୁଷଙ୍କ ପେନିସ ପ୍ରୋପର ଭାବରେ ହାର୍ଡ ହୋଇନଥାଏ ସେତେବେଳେ ଯୌନ ଅକ୍ଷମତା ଦେଖାଯାଏ |

ଯଦି ଜଣେ ପୁରୁଷଙ୍କ ଠାରେ ଟେଷ୍ଟରଜେନ ହରମୋନର ଅଭାବ ରହିଥାଏ ତେବେ ସେହି ପୁରୁଷ ଠାରେ ଯୌନ ଅକ୍ଷମତା ପ୍ରକାଶ ପାଇଥାଏ |ଯଦି ଜଣେ ପୁରୁଷ ଦୁର୍ବଳ ହୋଇଯିବା ସହିତ ତାର ସ୍ନାୟୁ ଗୁଡିକ ଦୁର୍ବଳ ହୋଇପଡେ, ତାହା ସହିତ ପୁରୁଷର ପେନିସକୁ ଯଦି ବ୍ଲଡ଼ ଫ୍ଲୋ ହେବା କମିଯାଏ ତେବେ ଏହି ସବୁ କାରଣ ପାଇଁ ମଧ୍ୟ ଯୌନ ଅକ୍ଷମତା ଦେଖାଯାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.