OMG ! ମାତ୍ର 2ଟି ଦିଆସିଲି କାଠିରେ ଯୁବକ ବନିଲେ ହେଲିକ୍ୟାପ୍ଟର ତାପରେ ହଠାତ୍ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି….
ଆପଣ ମାନେ ଜାଣିଥିବେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଆଇଡ଼ିଆ ଆମ ମାନଙ୍କ ସାମ୍ନା କୁ ନେଇକି ଆସିଥାଏ ସୋସିଆଲ ମିଡ଼ିଆ | ଆଉ ଯାହା ସାହାଯ୍ୟ ରେ ଆମେ ଅନେକ କିଛି ନୂଆ ନୂଆ କଥା ଶିଖିବାର ମଧ୍ୟ ସୁଯୋଗ ପାଇଥାଉ |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏକ ସୁନ୍ଦର ଜବରଦସ୍ତ ଗେମ ଟି | ଆଉ ଯାହାକୁ ସମସ୍ତେ ବେଶ ପସନ୍ଦ କରିବା ସହିତ ସେହି ଗେମ କୁ ଖେଳିକି ମଜା ନେଉଥିବା କଥା ମଧ୍ୟ ଦେଖିବାକୁ ମିଳିଛି !
ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି।
ପ୍ରଥମ ଗୋଟିଏ ଡିଆସିଲି ଖୋଳ ନିଅନ୍ତୁ ଏବଂ କିଛି ସରୁ କାଠି ଛୋଟ ଛୋଟ କରି 4, ବଡ଼ 2ଟି । ଚାରିଟି ଛୋଟ କାଠିକୁ ବସିବା ପାଇଁ ଲଗାଇ ଦିଅନ୍ତୁ ଏବଂ ଏକ ବେଟେରୀ ନିଅନ୍ତୁ ,ଡିଆସିଲି ଖୋଳ ଭିତରେ ଫିଟ କରି ନିଅନ୍ତୁ।
କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ, କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ।
ବର୍ତ୍ତମାନ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ହୁଏତ ପ୍ରଥମେ ବିଶ୍ୱାସ କରି ନ ପାରନ୍ତି କିନ୍ତୁ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ |ଆଉ ଯେଉଁଠି ଯୁବକ ଜଣଙ୍କ 2 ଟି ଦିଆସିଲି କାଠିରେ ଏକ ହେଲିକେପ୍ଟର କୁ ଉଦ୍ଭାବନ କରିଛନ୍ତି |ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି!
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି 2 ଟି ଦିଆସିଲି କାଠି ସାହାଯ୍ୟରେ ଏକ ନୂତନ ଧରଣର ହେଲିକେପ୍ଟର ଯାନ ବିଷୟରେ କିଛି କଥା | ଆଉ ଯାହାକୁ ଆମ ଭାରତୀୟ ଯୁବକ ଜଣକ ଉଦ୍ଭାବନ କରିଛନ୍ତି |
ଚକିତ ଲାଗିବ।ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି।ତେବେ ଭିଡ଼ିଓ ରେ ଦେଖା ଯାଇଥିବା ଭଳି ହେଲିକ୍ୟାପ୍ଟର ର ଲାଇଟ ଓ ଫେନ ଲଗାଇ ଦିଅନ୍ତୁ ଏବଂ ଏହାକୁ ଗୋଟିଏ ରିମୋଟ କଣ୍ଟ୍ରୋଲର ସହ ଲଗାଇ ଦିଅନ୍ତୁ!
ଏବଂ ଦେଖନ୍ତୁ ଏହା ଆକାଶ ରେ ଉଡିବ ମନୂଆ ନୂଆ କଥା ର ମଧ୍ୟ ଆପଣ ମାନଙ୍କୁ ସନ୍ଧାନ ମିଳୁଛି | ବର୍ତ୍ତମାନ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ହୁଏତ ପ୍ରଥମେ ବିଶ୍ୱାସ କରି ନ ପାରନ୍ତି କିନ୍ତୁ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।