Beauty Tips – ମାତ୍ର ଗୋଟିଏ ଦିନରେ Dark Skin ଗାଏବ ହୋଇଯିବ ଚ୍ୟାଲେଞ୍ଜ ! କ୍ଷୀର ଭଳି ଚମକିବ ଆପଣଙ୍କ ତ୍ୱଚା ୧୦୦% ଗ୍ୟାରେଣ୍ଟି…

ସମସ୍ତେ ନିଜ ଫେସ କୁ ସୁନ୍ଦର ଆଉ ଚମକଦାର ବନେଇବା ପାଇଁ ଚାହିଁଥାନ୍ତି ତାହା ସହିତ ତ୍ୱଚା ଜଣିତ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁକି ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣେଇ ଥାଆନ୍ତି । ତେବେ ଏମିତି କେତେକ କେମିକାଲ ପ୍ରଡକ୍ଟସ କୁ ବ୍ୟବହାର କରିବା ଫଳରେ ମୁହଁରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ ।

ତେବେ ଯଦି ଆପଣ ଙ୍କ ତ୍ୱଚା ରେ ସେହିଭଳି କିଛି ସମସ୍ୟା ଦେଖା ଦେଉଥାଏ, ତାହେଲେ କେତେକ ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଆଜି ମୁ ଆପଣ ମାନଙ୍କୁ ବତାଇବି । ଯାହାକୁ ବ୍ୟବହାର କରିକି ଆପଣ ମାନେ ତ୍ୱଚା ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବା ।

ଆବଶ୍ୟକୀୟ ସାମଗ୍ରୀ :-

ଏଲୋବେରା , କସ୍ତୁରୀ ହଳଦୀ, ବେସନ, କଫି ପାଉଡର, କ୍ଷୀର

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1- ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ନେବାକୁ ପଡିବ ତାହା ହେଉଛି ଏଲୋବେରା । ପ୍ରଥମେ ଗୋଟିଏ ଏଲୋବେରା ର ପତ୍ର ନେଇକି ସେଥିରୁ ଏଲୋବେରା ଜେଲ କାଢି ନେବା ତାହା ପରେ ସେଥିରେ କିଛି କ୍ଷୀର ମିଶାଇବା ।

ତାହା ପରେ ସେହି ପେଷ୍ଟ କୁ ନେଇକି ଆଇସ ବନେଇବା ଫ୍ରିଜ ରେ ରଖିକି । ତାହା ପରେ ସେହି ଆଇସ କୁ ନେଇକି ନିଜର ତ୍ୱଚାରେ ସବୁଦିନ ସକାଳେ ନିଦ ରୁ ଉଠିକି ଲଗେଇବା । ତେଗେ ଏହି ଭଳି କରିବା ଯୋଗୁ ମୁହଁରେ ଦିନକୁ ଦିନ ଗ୍ଲୋ ହେବାରେ ଲାଗିବ ।


2- ଦ୍ଵିତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ ଚାମଚ ବେସନ ନେବାକୁ ପଡିବ । ତାହା ପରେ ସେଥିରେ କସ୍ତୁରୀ ହଳଦୀ ପକାଇବା, ତାହା ପରେ ସେଥିରେ ଏଲୋବେରା ଜେଲ ମଧ୍ୟ ମିଶାଇବା । ତାହା ପରେ ସବୁକୁ ମିକ୍ସ କରିକି ମୁହଁରେ 20 ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗେଇକି ପାଣି ଦେଇକି ମୁହଁକୁ ମସାଜ କରିବା । ତାହା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦେବା । ତେବେ ଏହିଭଳି ଭାବରେ ଆମେ ଆମ ମୁହଁରେ ଗ୍ଲୋ କୁ ବଢ଼େଇ ପାରିବା ।

3-ତେବେ ତାହା ବ୍ୟତୀତ ଆମେ ଏଲୋବେରା ଜେଲ ରେ କଫି ପାଉଡର କୁ ପକେଇବା ଓ ତାହାକୁ ଆମ ମୁହଁରେ ଲଗାଇବା ତେବେ ଏହି ଭଳି ଭାବରେ ଆମେ ମୁହଁର ଗ୍ଲୋ କୁ ବଢ଼େଇ ପାରିବା ।

4- ଏହା ବ୍ୟତୀତ ଆମେ ବଜାରରୁ ଉପଲବ୍ଧ ଥିଲା ଲଟସ ର କେତେ ଗୁଡିଏ ଉପଚାର ବିୟୁଟି ସ୍କ୍ରପ, ଶିରୋମ ଆଦି କୁ ବ୍ୟବହାର କରିକି ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା ।

5-ମୁହଁରେ ବ୍ରଣ କୁ ଠିକ କରିବା ପାଇଁ ହେଲେ ଆମକୁ ପ୍ରଥମେ ଏଲୋବେରା ଜେଲ କୁ ନେବାକୁ ପଡିବ, ତାହା ପରେ ସେଥିରେ ସିନ ମେଣ୍ଟ ପାଉଡର କୁ ମିଶାଇବା ଓ ବ୍ରଣ ବାହାରି ଥିବା ସ୍ଥାନ ରେ ତୁଳା ସାହାଯ୍ୟରେ ଲଗାଇବା ।ତେବେ ଏହିଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.