ଓଃ..କି..ଡାନ୍ସ ! ଯାତ୍ରା ଷ୍ଟେଜ ରେ ଆଇଟମ ଡ୍ୟାନ୍ସ ” ନିଶା ନିଶା ରାତି ହଟ ସିନ “… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ ଭିଡ଼ିଓ ଟିକୁ…

ସିନେମା ଓ ଟିଭି ସିରିଏଲ ଭଳି ଆମ ରାଜ୍ୟ ରେ ଯାତ୍ରା ଦେଖିବା ପାଇଁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ପ୍ରାୟ ଗାଁ ମାନ ଙ୍କ ରେ ଯାତ୍ରା ପାର୍ଟି ସବୁ ଆସିଥାନ୍ତି ଆଉ ତାଙ୍କର ଅଭିନୟ ଓ କାହାଣୀ ବଦଳ ରେ ଲୋକ ଙ୍କୁ ଖୁବ ଆକର୍ଷିତ କରିଥାଏ !

ଏବଂ ସାଙ୍ଗ ରେ ବହୁତ କିଛି ଶିକ୍ଷା ଦେଇଥାଏ ମଧ୍ୟ। ଯାତ୍ରା ର ଅଭିନୟ ପ୍ରତ୍ୟକ୍ଷ ହୋଇଥିବା ରୁ ଲୋକେ ଏହା ର କମେଡି ସିନ ଦେଖିଲେ ହସିବା କୁ ଲାଗନ୍ତି ଆଉ ଯେତେବେଳେ ଦୁଃଖ ଓ ଭାବ ବିହ୍ୱଳ ସିନ ଆସିଥାଏ ତାହାକୁ ଦେଖି କାନ୍ଦି ପକାନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସିନ ବିଷୟରେ ଜଣେଇବୁ ଯାହା ଆପଣ ଙ୍କୁ ହସେଇବା ସହ ଆଶ୍ଚର୍ଯ୍ୟ ଚକିତ କରିଦେବ।

ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି। ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତାହା ହେଉଛି ଯାତ୍ରା ଜଗତର ଗୋଟିଏ ହଟ୍ ରୋମାଣ୍ଟିକ ସିନ୍ ର ଭିଡିଓ, ଆଉ ଯେଉଁ ଭିଡିଓ ଟି ସମସ୍ତଙ୍କର ମନକୁ କିଣି ନେଇଛି। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରୁ ସ୍ବର୍ଣ୍ଣ ମନ୍ଦିର ର ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ।ଆଉ ଯେଉଁଠି ଯାତ୍ରା ମଞ୍ଚ ରେ ନିଜର ହଟ ଆଲବମ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ହଟ କଳାକାର ମାନେ ବୋଲି କୁହାଯାଉଛି ।

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଗ୍ରୁପ ରେ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ହଟ ରୋମାଣ୍ଟିକ ଡାନ୍ସ ଯାତ୍ରା କଳାକାର ମାନେ । ଆଉ ତାଙ୍କର ସେହିଭଳି ଡାନ୍ସ ର କମାଲ ରେ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି ।

ସାଧାରଣତଃ ଆପଣ ମାନେ ଜାଣିଥିବେ ଯାତ୍ରା କଥା ଉଠିଲେ ଆପଣ ମାନେ ଅଭିନୟ କଥା ବୁଝିଥାନ୍ତି, କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଲବମ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ ।

ଆଉ ବର୍ତ୍ତମାନ ସେହି ଭଳି ଏକ ଆଲବମ ଡାନ୍ସ ଟି ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ ଯାହା ସମସ୍ତଙ୍କର ମନକୁ କିଣି ନେଇଛି ଆଉ ସେମାନଙ୍କର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ଏନଜୟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.