ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |
କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ପ୍ରାୟ ଯୁବ ପିଢ଼ି ନିଜ ଆକାଉଣ୍ଟ ରେ କିଛି ନା କିଛି ଭିଡ଼ିଓ ଉପଲୋଡ କରୁଛନ୍ତି ଆଉ ପ୍ରଶଂସା ର ପାତ୍ର ହେଉଛନ୍ତି |
ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି | ପ୍ରାୟ ସମୟରେ ସ୍କୁଲ ଆଉ କଲେଜ ରେ ମଧ୍ୟ ଛାତ୍ରୀ ଓ ଟିଚର ମାନଙ୍କର ରିଲ୍ସ ଭିଡ଼ିଓ ଦେଖିବା ପାଇଁ ମିଳି ଥାଏ ଯାହାକି ବେସ ସୁନ୍ଦର ମଧ୍ୟ ହୋଇ ଥାଏ |
ତେବେ ଏକ ଛାତ୍ରୀ ଙ୍କର ସ୍କୁଲ ୟୁନିଫର୍ମ ରେ ସେଭଳି ଏକ ଡ୍ୟାନ୍ସ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ ଏହି ଛାତ୍ରୀ ଜଣଙ୍କ ଏକ ଓଡ଼ିଆ ଗୀତ ରେ ସୁନ୍ଦର ଭାବରେ ଅଣ୍ଟା ହଲାଇ ନାଚିଛନ୍ତି ଆଉ ଜବରଦସ୍ତ ଡ୍ୟାନ୍ସ ସହିତ ଏତେ ସୁନ୍ଦର ଏକ୍ସପ୍ରେସନ ଦେଇଛନ୍ତି କି ଯାହାକୁ ଯିଏ ବି ଦେଖିବ ସେ ନିହାତି ଭାବରେ ଆକର୍ଷିତ ହୋଇ ଯିବ |
ତେବେ ନାଚ ମଧ୍ୟ ଏପରି ଏକ କଳା ଯାହାକି କେଉଁଠି ଡ୍ୟାନ୍ସ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ ଆଉ ମନଟି ଝୁମି ଉଠେ | ତେବେ ଏହା କେଉଁ ସ୍କୁଲ ର ଭିଡ଼ିଓ ତାହା ତ ସଠିକ ଭାବରେ ଜଣା ନାହିଁ, କିନ୍ତୁ ଛାତ୍ରୀ ଜଣଙ୍କର ଡ୍ୟାନ୍ସ ଭିଡ଼ିଓ ଟି ଉପଲୋଡ ହେବା ପରେ ଅନେକ ସୋସିଆଲ ୟୁଜର୍ସ ମାନେ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।