ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।ହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ମାତ୍ରେ ନିଜ ହସକୁ ଆୟତ୍ତ କରି ପାରିବେ ନାହିଁ।
ଦୁଇଜଣ ମହିଳା ଏଭଳି କଳି କରୁଛନ୍ତି, ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ତେବେ ଆପଣ ମାନେ ଗାଁ ଗହଳିରେ ଅନେକ କଳି ଝଗଡ଼ା ଦେଖିଥିବେ। ଯେଉଁଥିରେ ଉଭୟ ପକ୍ଷ ଝଗଡ଼ା କରନ୍ତି। ଝଗଡ଼ା ବେଳେ ବେଳେ ଏପରି ରୂପ ନେଇଥାଏ।
ଯାହାକି ମାର ପିଟ ବା ଗଣ୍ଡଗୋଳ ରେ ସରିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ଯାହାକି ଅନ୍ୟ କଳି ଝଗଡ଼ା ଠାରୁ ଟିକିଏ ନିଆରା। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି।ଯେଉଁ ଭିଡ଼ିଓ ରେ ଉଭୟ ମହିଳା ଝଗଡ଼ା କରୁଛନ୍ତି। ସେ ପୁଣି ଏମିତି ସେମିତି ଝଗଡ଼ା ନୁହେଁ ବରଂ ନାଚି ନାଚି କଳି କରୁଛନ୍ତି। କେହି କାହାରିକୁ ଛାଡ଼ିବା ପାଇଁ ନାରାଜ ଶାଢ଼ୀ ଟେକି ଧରି ଡ୍ୟାନ୍ସ କରୁଛନ୍ତି। ଆଉ ଉଭୟ ଅଶୀଳ ଭାଷା ପ୍ରୟୋଗ କରିଛନ୍ତି। ତାଙ୍କର ଝଗଡ଼ା ସମୟରେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ତାଙ୍କର ଭିଡ଼ିଓ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।
ତେବେ ଏହି ଭିଡ଼ିଓଟି କେଉଁ ସ୍ଥାନର ତାହାର ସଠିକ ସୂଚନା ଆମ ପାଖରେ ନାହିଁ।କିଛି ଲୋକ କହୁଛନ୍ତି କି ସେ ମହିଳା ଉଭୟ ନିଶା ଖାଇଛନ୍ତି। ନହେଲେ ଏଭଳି ନାଚ ବାହରିବନି। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ଦେଖି ନିଶ୍ଚିତ ଭାବରେ ହସି ଥିବେ। ସବୁ ଠାରୁ ବଡ଼ କଥା ହେଲା ଲୋକ ମାନେ ଏହି ଭିଡ଼ିଓକୁ ବହୁତ ମଜାଳିଆ ଢଙ୍ଗରେ ନେଇଛନ୍ତି। ଯାହାବି ହେଉ ଏହା ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରାଲ ହେଉଛି।