Exclusive – ଆସିଲା ଦିଲ୍ଲୀ ହସ୍ପିଟାଲ ବେଡ଼ ରୁ OLYWOD ଅଭିନେତା ପିଣ୍ଟୁ ନନ୍ଦ କେମିତି ଅଛନ୍ତି …ଦେଖନ୍ତୁ VIDEO

ତେବେ ଆପଣ ମାନେ ସମସ୍ତେ ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ଯିଏ କି ଅଭିନୟ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ ବୋଲି କୁହାଯାଉଛି | ଆଉ ଅନେକ ଓଡ଼ିଆ ଫ୍ଲିମ କରି ଆମ ଫ୍ଲିମ ଇଣ୍ଡୋଷ୍ଟ୍ରି ର ନାଁ କୁ ବହୁତ ଆଗକୁ ନେଇ ଯାଇଛନ୍ତି!

ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି | ତାହା ସହିତ ଯାହା କୁହାଯାଉଛି କି ଅନେକ ଫ୍ଲିମ ରେ ନାୟକ ଓ ଖୋଳ ନାୟକ ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ମଧ୍ୟ ସାଉଁଟିଥିବା ସେହି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ବୋଲି କୁହାଯାଉଛି |

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଇଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ପିଣ୍ଟୁ ନନ୍ଦ ଙ୍କ ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ବର୍ତ୍ତମାନ ଦିଲ୍ଲୀ ରେ ଚିକିତ୍ସିତ ହେଉଛନ୍ତି,

ତାହା ସହିତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବାକୁ ମଧ୍ୟ ଲାଗିଛି | ଲିଭର ଟ୍ରାନ୍ସପ୍ଲାନଣ୍ଟେସନ ଜରିଆରେ ପିଣ୍ଟୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସି ପାରିବ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁବନ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତାହା ସହିତ କୁହାଯାଉଛି କି ପିଣ୍ଟୁ ଲିଭର ସିରସିସ ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ପାଇଁ ମଧ୍ୟ ଦିଲ୍ଲୀ କୁ ନିଆଯାଇଛି | ଆଉ ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେନ୍ସନ ଜରିଆରେ ସେ ଭଲ ହୋଇ ପାରିବେ ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ଯାହା କୁହାଯାଉଛି କି ପିଣ୍ଟୁ ଙ୍କର ମାଉସୀ ଝିଅ ଆଉ ପିଉସୀ ଝିଅ ଭଉଣୀ ଙ୍କ ଭିତରୁ ଯାହାର ଲିଭର ମିଶିବ ସେ ଦେବ ବୋଲି କୁହାଯାଉଛି | ଆଉ ତାହା ସହିତ ପିଣ୍ଟୁ ଙ୍କର ପେଟ ରେ ଜମିଥିବା ପାଣି କୁ ମଧ୍ୟ ବାହାର କରାଯାଇଛି ବୋଲି କୁହାଯାଉଛି ଓ ପିଣ୍ଟୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ପରିବର୍ତ୍ତନ ମଧ୍ୟ ଆସିବାକୁ ଯାଉଛି |

ଓଡିଶାର ଏହି ବହୁତ ବଡ଼ କଳାକାର ପାଇଁ ରାଜନୀତିଜ୍ଞ ମାନଙ୍କୁ ମଧ୍ୟ ସୋସିଆଲ ମିଡ଼ିଆ ସାମ୍ନାରେ ଅନେକ ସମାଲୋଚନା କରିଛନ୍ତି ନିଶା ମହାରଣା |ଅଯଥା ପଇସା ଖର୍ଚ୍ଚ ନକରି ଯଦି କାହାର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଙ୍ଗଳା ହେବାକୁ ପଡିଥାଏ ତେବେ ସେଥିପାଇଁ ସେ କେବେ ପଛ ଘୁଞ୍ଚା ଦେବେ ନାହିଁ |

ସାରା ଓଡିଶା ବାସୀଙ୍କୁ ସେ ମଧ୍ୟ ନିବେଦନ କରିଛନ୍ତି ଯେ ସମସ୍ତେ ମଧ୍ୟ କିଛି ମାତ୍ରାରେ ସାହାଯ୍ୟ କରନ୍ତୁ |ଲିଭର ସିରସିସ ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ପାଇଁ ମଧ୍ୟ ଦିଲ୍ଲୀ କୁ ନିଆଯାଇଛି | ଆଉ ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେନ୍ସନ ଜରିଆରେ ସେ ଭଲ ହୋଇ ପାରିବେ ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ଯାହା କୁହାଯାଉଛି କି ପିଣ୍ଟୁ ଙ୍କର ମାଉସୀ ଝିଅ ଆଉ ପିଉସୀ ଝିଅ ଭଉଣୀ ଙ୍କ ଭିତରୁ ଯାହାର ଲିଭର ମିଶିବ ସେ ଦେବ ବୋଲି କୁହାଯାଉଛି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.