ଆପଣ ମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ଅନେକ ସମୟରେ ଆମର ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଅନେକ କିଛି କୋଠା ଭାଇରାଲ ହେଉଥିବାର ମଧ୍ୟ ଆପଣ ମାନେ ଦେଖୁଥିବେ ।
ତେବେ ବର୍ତ୍ତମାନ ଯାହାଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ଅଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଚୁଲବୁଲି ନାୟିକା ସମସ୍ତଙ୍କ ପ୍ରିୟ କଳାକାର ପ୍ରକୃତି ମିଶ୍ର ଙ୍କ ବିଷୟ ରେ। ତେବେ ଦେଖନ୍ତୁ ପ୍ରକୃତି ମିଶ୍ର ଙ୍କର ଲାଇଫ ଷ୍ଟାଇଲ ସହିତ ସମସ୍ତ କଥା ତାଙ୍କ ବିଷୟରେ ଜାଣନ୍ତୁ।
ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ସୁନ୍ଦରୀ ଜଣା ଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର । ତାହା ସହିତ କୁହାଯାଉଛି କି ଛୋଟ ବେଳ ରୁ ସେ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ କାମ କରି ଅନେକ ନାଁ ମଧ୍ୟ କମେଇଛନ୍ତି!
ସେହି ଚୁଳ ବୁଲି ନାୟିକା ଜଣଙ୍କ । ତାହା ସହିତ ନିଜର ଅଭିନୟ ମାଧ୍ୟମ ରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ପ୍ରକୃତି ମିଶ୍ର । ଆଉ ଓଡିଶା ର ଘରେ ଘରେ ନିଜର ଅଭିନୟ ମାଧ୍ୟମ ରେ ଅନେକ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ପ୍ରକୃତି ମିଶ୍ର ।
ପ୍ରକୃତି ମିଶ୍ର ଙ୍କର ଫେମିଲି :-କୁହାଯାଉଛି କି ପ୍ରକୃତି ମିଶ୍ର ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ 3 ମାର୍ଚ୍ଚ 1995 ମସିହା ରେ । ତାହା ସହିତ ପ୍ରକୃତି ମିଶ୍ର ଙ୍କର ବାପା ଙ୍କର ନାଁ ମନ୍ମଥ ମିଶ୍ର ଯାହାଙ୍କ ଆପଣ ମାନେ ବେଶ ଭଲ ଭାବରେ ଜନଥିଲେ, ଆଉ ତାଙ୍କର ମା ଙ୍କର ନାଁ ହେଉଛି କୃଷ୍ଣରାଣୀ ମିଶ୍ର । ତେବେ ପ୍ରକୃତି ଙ୍କର ହାଇଟ 5 ଫୁଡ 8 ଇଞ୍ଚ ହୋଇଥିବା ବେଳେ ପ୍ରକୃତି ଙ୍କର ୱେଟ55, ତାହା ସହିତ ପ୍ରକୃତି ଙ୍କର ସ୍କିନ ର ରଙ୍ଗ ଧଳା ଓ ହେୟାର ବ୍ଲାକ ।
ପ୍ରକୃତି ଙ୍କର ଏଜୁକେସନ :-ପିଲାଦିନ ରୁ ପ୍ରକୃତି ଓଡିଶା ରେ ଅର୍ଥାତ ଭୁବନେଶ୍ୱର ରେ ରହୁଥିବାରୁ ସେ ଭୁବନେଶ୍ୱର ର DAV ପବ୍ଲିକ ସ୍କୁଲ ରେ ପାଠ ପଢ଼ିଥିଲେ । ଆଉ ତାହା ପରେ ରମା ଦେବୀ କଲେଜ ରେ ସେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ । ତେବେ ସେ ଇଂରାଜୀ, ହିନ୍ଦୀ ଆଉ ଓଡ଼ିଆ ରେ କୋଠା ହୋଇ ପାରନ୍ତି ।
ପ୍ରକୃତି ଙ୍କ କେରିୟର :-କୁହାଯାଉଛି କି ପ୍ରକୃତି ଜଣେ ଭଲ ଏକ୍ଟର, ଡାନ୍ସର ସାଙ୍ଗକୁ ସିଙ୍ଗର ମଧ୍ୟ । ତାହା ବ୍ୟତୀତ ତାଙ୍କର ଫେବୋରାଇଟ ଏକ୍ଟର ଅମ୍ଲାନ ଓ ଅର୍ଚ୍ଚିତା ବୋଲି କହିଛନ୍ତି । ତେବେ ପ୍ରକୃତି ଜଣେ ଚାଇଲଡ ଆଟିଷ୍ଟ ଭାବରେ 2000 ରେ ହରି ଭାଇ ହରେନା ରେ ଅଭିନୟ କରିଥିଲେ ।ତେବେ ଏହା ଥିଲା ପ୍ରକୃତି ମିଶ୍ର ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।