କୋଣାର୍କ ଗଣନାଟ୍ୟ ରେ Love Song ” କୁନି କଳାକାର ନାଚିଲେ ପେଣ୍ଡାଲ ରେ ସବୁ ଦର୍ଶକ ଛିଡ଼ା ହୋଇ ତାଳି ମାରିଲେ ଖୁସି ହୋଇ “… ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..

ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ସମୟରେ ଭାଇରାଲ ହେବାକୁ ଲାଗୁଛି ଯାତ୍ରା କଳାକାର ମାନଙ୍କର ଜବରଦସ୍ତ ଅଭିନୟ ର କମାଲ | ଆଉ ତାହା ସହିତ ଯାତ୍ରା କଳାକାର ମାନଙ୍କର ଏହିଭଳି ଅଭିନୟ ର ଛଳ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ କଳାକାର ମାନେ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେମିତି କିଛି ଦମଦାର ପୋରଫୋମେନ୍ସ ଦେଖିବାକୁ ମିଳିଛି |

ଆଉ ଯେଉଁଥିରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି କୁନି କଳାକାର ଙ୍କର କୁନି ଅଭିନୟ ର ଯାଦୁ ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଆପଣ ମାନେ ଅନେକ ସମୟରେ ଦେଖୁବାକୁ ପାଉଥିବେ କି ଯାତ୍ରା ଜଗତରେ ଅନେକ କଳାକାର ମାନେ ଅଭିନୟ କରି ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ମୁଗ୍ଧ କୋରେଇଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି କୋଣାର୍କ ଗଣନାଟ୍ୟ ର ଏକ ଜବରଦସ୍ତ ଯାତ୍ରା ସିନ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଛୋଟ ଛୁଆଁ ଟିକୁ ଧରିକି ଡାନ୍ସ କରିବା ପାଇଁ ଲାଗିଛନ୍ତି ଯାତ୍ରା ରେ ମୁଖ୍ୟ ଭୂମିକା ରେ ଥିବା ହିରୋ ଆଉ ହିରୋଇନ ମାନେ |

ଆଉ ଯେଉଁଠି ତୁ ମୋର ଜୀବନ ଧନ ବୋଲି କହିବା ସହିତ ଗୋଳାର ରତନ ବୋଲି ମଧ୍ୟ କହିଛନ୍ତି ଏକ ଗୀତ ଟିକୁ ଗାଇକି ଯାତ୍ରା କଳାକାର ମାନେ | ଆଉ କୁନି ଛୁଆଁ ଟି ମଧ୍ୟ ସୁନ୍ଦର ଭାବରେ ଦେଖାଇବାକୁ ଲାଗିଛି ତାହାର ଅଭିନୟ ର ଯାଦୁ ଆଉ ଯାହା ଦର୍ଶକ ମାନଙ୍କ ର ମନକୁ ବେଶ ଆକୃଷ୍ଟ କରେଇଛି ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଭିଡ଼ିଓ ଟିରେ ବାପା ମା ଓ ସମଗ୍ର ପରିବାର ସହିତ ପିଲା ଟିର ଥିବା ନିବିଡ଼ ସମ୍ପର୍କ ବିଷୟରେ ମଧ୍ୟ କୁହାଯାଉଛି ଏହି ଭିଡ଼ିଓ ଟିରେ ମଧ୍ୟ କୁହାଯାଉଛି|

ତେବେ ଯାହା ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ କୁନି କୋଲକାଏ ଜଣଙ୍କ ମଧ୍ୟ ଷ୍ଟେଜ ରେ ଛିଡା ହୋଇ ଗୀତ ଟିର ତାଳେ ତାଳେ ନାଚିବାକୁ ଲାଗିଛନ୍ତି | ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଗୀତ ରେ ଛୋଟ ପିଲା ଟି ସହିତ ଆମସ୍ତେ ତାଳ ଦେଇକି ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

Leave A Reply

Your email address will not be published.