ପ୍ରତେକ ମହିଳା ଙ୍କ ଜୀବନ ରେ ଗର୍ଭବତୀ ହେବା ଏକ ସ୍ଵପ୍ନ ଥାଏ । ଏଥିପାଇଁ ମହିଳା ଓ ପୁରୁଷ ଉଭଯଙ୍କୁ ସମ୍ପର୍କ ସ୍ଥାପନ କରିବା କୁ ପଡି ଥାଏ । ଯାହା ଦ୍ଵାରା ଦୁହିଙ୍କର ଔରସରୁ ପୁତ୍ର ବା କନ୍ୟା ସନ୍ତାନ ଜନ୍ମ ନେଇଥାଏ । କିନ୍ତୁ ଆମର ପ୍ରାଚୀନ ଗ୍ରନ୍ଥ ବା ପୁରାଣ ଅନୁସାରେ ଏମିତିକି କିଛି ରହସ୍ୟ ରହିଛି!
ଯାହା ଦ୍ଵାରା ଜଣା ପଡିଥାଏ କି ମହିଳା ଗର୍ଭ ରେ ପୁତ୍ର ସନ୍ତାନ ଅଛି ନାଁ କନ୍ୟା ସନ୍ତାନ ଅଛି । ତେବେ ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ଯେ ସନ୍ତାନ ଉତ୍ପତି ପାଇଁ ବାମ ନାକ ଫାଉଡା ଓ ଡାହାଣ ନାକ ପୁଡା ରେ ନିଶ୍ଵାସ ଯିବାରେ କେଉଁ ଭଳି ପାର୍ଥକ୍ଯ ରହିଛି ।
ପ୍ରାଚୀନ ମୁନି ରୁଷୀ ଓ ବିତ୍ତନ ମାନେ ସନ୍ତାନ ଉତ୍ପତି ନିମନ୍ତେ ଯେଉଁ ବିଦ୍ୟା ଦର୍ଶାଇଛନ୍ତି ସେହି ଅନୁସାରେ ସ୍ତ୍ରୀ ର ରଜ ଫଳନ ପରେ ମହିଳା ମାନଙ୍କର ପୁତ୍ର ବା କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ । ଏମିତି ହେବା ଦ୍ଵାରା ମହିଳା ମାନେ ଯେପରି ସନ୍ତାନ ଇଚ୍ଛା କରିଥାନ୍ତି ତାହା ଲାଭ କରି ପାରିବେ ।
ସଂଗତି, ଶାସ୍ତ୍ର ଓ ବିଦ୍ଵାନ ମାନଙ୍କ ମତ ଅନୁସାରେ ସଂଯମ କାଳରେ ପୁରୁଷର ବୀର୍ଯ୍ୟ ସ୍ତ୍ରୀର ରଜ ଠାରୁ ଅଧିକ ହେଲେ ପୁତ୍ର ସନ୍ତାନ ଲାଭ ହୋଇଥାଏ । ଅନ୍ୟ କ୍ଷେତ୍ର ରେ ସ୍ତ୍ରୀ ମାନକର ରଜ ପୁରୁଷ ମାନଙ୍କର ବୀର୍ଯ୍ୟ ଠାରୁ ଅଧିକ ହେଲେ କନ୍ୟା ସନ୍ତାନ ଲାଭ ହୋଇଥାଏ । ପୁତ୍ର ଯେବେ ମାତା ପିତାଙ୍କ ଉଦ୍ଦେଶ୍ୟରେ ବା ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରେ ସେହି ସମୟରେ ମୃତ ପରିଜନ ନର୍କରୁ ଉଧାର ପାଇଥାନ୍ତି ।
ପୁତ୍ର ସନ୍ତାନ ପାଇଁ ମହିଳା ମାନେ ମାସିକ ଧର୍ମର ସମୟର ପରିବର୍ତ୍ତନ କରିବାକୁ ହେବ । ଯଦି ଆପଣଙ୍କର ଶୁକ୍ଳ ପକ୍ଷରେ ଋତୁସ୍ରାବ ହେଉଥାଏ ତେବେ କୃଷ୍ଣ ପକ୍ଷକୁ ଓ କୃଷ୍ଣ ପକ୍ଷରେ ଋତୁସ୍ରାବ ହେଉଥିଲେ ଶୁକ୍ଲ ପକ୍ଷକୁ ପରିବର୍ତ୍ତନ କରିବାକୁ ହେବ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସନ ନେଇପାରିବେ ।
ଶାସ୍ତ୍ରରେ କୁହାଯାଇଛି ଋତୁସ୍ରାବର ୪ ଦିନ ଠାରୁ ୧୬ ଦିନ ମଧ୍ୟରେ ସହବାସ କରିଲେ ସନ୍ତାନ ପ୍ରାପ୍ତି ହୋଇଥାଏ । ଚତୁର୍ଥ ଦିନ ଠାରୁ ୧୬ ଦିନ ମଧ୍ୟରେ ଯେଉଁ ଯୁଗ୍ମ ଦିନମାନ ରହିଲେ ଯଦି ସ୍ତ୍ରୀ ସହବାସ କରୁଛନ୍ତି ବା ସନ୍ତାନ ପ୍ରାପ୍ତି ପାଇଁ ସହବାସ କରୁଥିବେ ତେବେ ନିଶ୍ଚୟ ପୁତ୍ର ସନ୍ତାନ ଜାତ ହୋଇଥାଏ ।
ଯଦି ଅଯୁଗ୍ମ ରାତିରେ ସହବାସ କରିଲେ କନ୍ୟା ରତ୍ନ ପ୍ରାପ୍ତ ହୋଇଥାଏ । ଯେଉଁ ଦିନ ସହବାସ କରିବେ ସେଦିନ ସହବାସ କରିବାର ୭ ଘଣ୍ଟା ପୂର୍ବରୁ ବଡ ପାଚିଲା ଲେମ୍ବୁର ରସ ଭଗବାନ କୃଷ୍ଣଙ୍କ ପାଖରେ ସମର୍ପଣ କରନ୍ତୁ । ସହବାସ କରିବାର ଅଧ ଘଣ୍ଟା ପୂର୍ବରୁ ଲେମ୍ବୁ ରସ ଆଣି ଉଭୟ ଦମ୍ପତି ସେବନ କରନ୍ତୁ । ଦେଖିବେ ନିଶ୍ଚୟ ପୁତ୍ର ସନ୍ତାନର ଉଦୟ ଘଟିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।