ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ ।
ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।ହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ମାତ୍ରେ ନିଜ ହସକୁ ଆୟତ୍ତ କରି ପାରିବେ ନାହିଁ। ଜଣେ ବୁଢ଼ା କୁ ତଳେ ପକାଇ ଖାଇଲା ଅଜଗର ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ତେବେ ଆପଣ ମାନେ ତ ଜାଣିଥିବେ ସାପ କଥା ଶୁଣିଲା ମାତ୍ରେ ଲୋକ ମାନେ ବହୁତ ଭୟ କରିଥାନ୍ତି। ଆଉ ସାପ ସହ ଯଦି ଆପଣ ଲାଗିବେ ତାହେଲେ ସାପଟି ଓଲଟାଇ ତୁମକୁ ଚୋଟ ମାରିଥାଏ।
ତେବେ ଏଠାରେ ଠିକ୍ ସେହିପରି ଘଟଣାଟି ଘଟିଛି। ଏଠାରେ ବୃଦ୍ଧ ଲୋକ ଜଣକ ଆ ବଳଦ ମୋତେ ବିନ୍ଧ୍ ଭଳି ପରିସ୍ଥିତି ସୃଷ୍ଟି କରି ନିଜେ ଫସି ଯାଇଛନ୍ତି। ତେବେ ଘଟଣାଟି ହେଉଛି ଜଣେ ବୃଦ୍ଧ ଙ୍କ ବେକରେ ଅଜଗର ସାପ ଗୋଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ବୃଦ୍ଧ ଜଣକ ଅଣନିଶ୍ୱାସୀ ହୋଇଥିବା ମଧ୍ୟ ଜଣା ପଡିଛି। ତେବେ କୁହାଯାଇଛି କି, ଅଜଗର ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ରାସ୍ତା ଦେଇ ବୃଦ୍ଧ ଯାଉଥିଲେ। ସେହି ସମୟର ବୃଦ୍ଧ ଅଜଗରକୁ ହଇରାଣ କରିଥିଲେ। ଏଥିରେ ରାଗିଯାଇ ଅଜଗର ବୃଦ୍ଧଙ୍କୁ ଆକ୍ରମଣ କରି ତାଙ୍କ ଗଳାରେ ଗୁଡ଼େଇ ହୋଇ ଯାଇଥିଲା।
ଏ ଦୃଶ୍ୟ ଦେଖି ଘଟଣା ସ୍ଥଳରେ ଥିବା ଦୁଇ ଜଣ ପିଲା ବୃଦ୍ଧଙ୍କ ବେକରୁ ଆଜଗର କାଢ଼ିବା ପାଇଁ ବହୁତ ଉଦ୍ୟମ କରିଥିଲେ। ଶେଷରେ ବୃଦ୍ଧ ଜଣକ ଅଣନିଶ୍ୱାସୀ ହୋଇ ଅଜଗର ସହ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ପିଲା ଦୁଇ ଜଣ ଅଜଗରର ମୁଣ୍ଡ ଓ ଲାଞ୍ଜକୁ ଧରି ତାଙ୍କ ବେକରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ପରିସ୍ଥିତି କଣ ଥିଲା ବା ବୃଦ୍ଧଙ୍କ ଅବସ୍ଥା କିପରି ଅଛି କିଛି ସ୍ପଷ୍ଟୀକରଣ କରାଯାଇ ନାହିଁ। ଯାହାବି ହେଉ ଏହା ସୋସିଆଲ ମିଡିଆରେ ଖୁବ୍ ଦ୍ରୁତ ଗତିରେ ଭାଇରାଲ୍ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।