ଓଡ଼ିଶାର No 1 ସିଙ୍ଗର ଅସୀମା ପଣ୍ଡା ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ର ଜଣେ ଜଣାଶୁଣା ସିଙ୍ଗର ଅସୀମା ପଣ୍ଡା ଙ୍କ ବିଷୟରେ ।ଆଉ ଯିଏକି ଜଣେ ଫେମସ ସିଙ୍ଗର ଅଟନ୍ତି!

       ଅଲିଉଡ ଫିଲ୍ମ ଇଣ୍ଡୋଷ୍ଟ୍ରି ପାଇଁକି ଅନେକ ଗୀତ ଗାଇଛନ୍ତି ଓ ଦର୍ଶକ ମାନଙ୍କର ପ୍ରିୟ ଓ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ସିଙ୍ଗର ଅସୀମା ପଣ୍ଡା ।ଆଉ ଯାହା କୁହାଯାଉଛି କି ତାଙ୍କର ଜୀବନ ରେ ସେ କେଉଁ କେଉଁ କାମ କରିଥିଲେ ସଂଗୀତ କୁ ନେଇକି ସେ ବିଷୟରେ ଜାଣିବା ।

ତେବେ ଅଲିଉଡ ର ଜଣା ଶୁଣା ସୁନାମ ଧନ୍ୟା ସିଙ୍ଗର ଅସୀମା ପଣ୍ଡା 29 ଅକ୍ଟୋବର ରେ ଜନ୍ମଗ୍ରହଣ କରିଥିଲେ, ଆଉ ବର୍ତ୍ତମାନ ତାଙ୍କର ବୟସ 39 ବର୍ଷ ବୋଲି କୁହାଯାଉଛି । ସେ ଢେଙ୍କାନାଳ ରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ କଟକ ରେ ବସବାସ କରୁଥିଲେ ।

ସେ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ଆଉ ପିଲାଦିନ ରୁ ଗୀତ ପ୍ରତି ତାଙ୍କର ପ୍ରବଳ ଭଲ ପାଇବା ଥିଲା ବୋଲି କୁହାଯାଉଛି । ତାଙ୍କ ପରିବାରରେ ବାପା ,ମା ଓ ତାଙ୍କର ଜଣେ ଭାଇ ଯାହାର ନାମ ଆକାଶ ପଣ୍ଡା। ତେବେ ଅସୀମା ପଣ୍ଡା ବିବାହ କରିଥିଲେ, ହେଲେ କୌଣସି କାରଣରୁ ତାଙ୍କର ଡିଭୋର୍ସ ହୋଇ ସାରିଛି। ଆଉ ଏବେ ସେ ସିଙ୍ଗଲ ଅଛନ୍ତି। ତେବେ ଅସୀମା ପଣ୍ଡା ଜଣେ ପବ୍ଲିକ ସିଙ୍ଗର ଭାବରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟ୍ରି ରେ ବୋଲି କୁହାଯାଉଛି ।

ତେବେ ଅସୀମା ପଣ୍ଡା ପିଲାଦିନରୁ ବହୁତ ଅଳସୁଆ ଥିଲେ ବୋଲି କୁହାଯାଉଛି, ତାହା ସହିତ ସେ ନିଜର ହୋମୱାର୍କ କୁ ନ କରି ଗୀତ ପ୍ରତି ତାଙ୍କର ଭଲ ପାଇବା ଆଉ ଚେଷ୍ଟା ଜାରି ରଖିଥିଲେ ବୋଲି ମଧ୍ୟ କୁହାଯାଉଛି ।ତେବେ ସେ ଅନେକ ଓଡ଼ିଆ ଫିଲ୍ମ ରେ କାମ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି ।

ତାହା ସହିତ ଅସୀମା ଙ୍କ ପରିବାର ବହୁତ ସପୋର୍ଟ କରିଥାନ୍ତି ଅସୀମା ଙ୍କୁ ତାଙ୍କର ସଂଗୀତ ଦୁନିଆରେ ଆଗକୁ ଯିବା ପାଇଁ ମଧ୍ୟ କୁହାଯାଉଛି । ଏହା ବ୍ୟତୀତ ଅସୀମା ପଣ୍ଡା ହରି ଓମ ହରି,ଲଭ ମାଷ୍ଟର, ମେଟ୍ରିକ ଫେଲ, ଡାହା ବାଳୁଙ୍ଗା ପରି ଅନେକ ଫିଲ୍ମ ରେ ଗୀତ ଗାଇଛନ୍ତି ।

ଏହା ଛଡା ଯାହା କୁହାଯାଉଛି କି ଅସୀମା ପଣ୍ଡା ନିଜେ ଗୀତ ଗାଇବା ସହିତ ସା ରେ ଗା ମା ପା ରେ ମୁଖ୍ୟ ଜୋର୍ଜ ଭାବରେ ଯୋଗ ଦେଇଥିଲେ ବୋଲି କୁହାଯାଉଛି । ଫିଲ୍ମ ପାଇଁ ଗୀତ ଗାଇବା ସହିତ ଅନେକ ଷ୍ଟେଜ ପ୍ରଗ୍ରାମ ରେ ମଧ୍ୟ ସେ ଗୀତ ଗାଇଛନ୍ତି ବୋଲି କୁହାଯାଉଛି । ତେବେ ଏହା ଥିଲା ଅସୀମା ପଣ୍ଡା ଙ୍କ ବିଷୟରେ ସମସ୍ତ କଥା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.