ଓଡ଼ିଶାର NO 1 ଯୋଡି ରୂପା ପିଣ୍ଟୁ (Rupa Pintu) ଏବେ ଯାତ୍ରାରେ ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆପଣ ମାନେ ରୁପା ଓ ପିଣ୍ଟୁ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ବହୁତ ସାରା ର ଭିଡିଓ କରିଛନ୍ତି ଯାହା କୁ ଆପଣ ମାନେ ସବୁ ଦେଖି ଥିବେ । ରୁପା ଓ ପିଣ୍ଟୁ ଙ୍କ ବିଷୟ ରେ ବହୁତ କିଛି ଆପାଣ ମାନେ ଜାଣିଥିବେ । ସେ ସାରା ଓଡିଶା ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ହାସଲ ମଧ୍ୟ କରି ସାରିଛନ୍ତି ଆଉ ତାଙ୍କୁ ଘରେ ଘରେ ସମସ୍ତେ ଜାଣିଛନ୍ତି ମଧ୍ୟ । ରୁପା ଓ ପିଣ୍ଟୁ ଓଡିଶା ସୁପରିଚିତ ହେବା ସହ ବହୁତ୍ ସଫଳତା ମଧ୍ୟ ପାଇ ପାରିଛନ୍ତି ।

ରୂପା ପିଣ୍ଟୁ ପ୍ରାୟ ବ୍ଲଗ୍ ସୋସିଆଲ୍ ମିଡ଼ିଆ ରେ ବହୁତ ମତ୍ରା ରେ ଭାଇରାଲ ହେବା କୁ ଲାଗୁଚି । ଆଉ ପ୍ରାୟ ସବୁ ଭିଡିଓ ଏକ ଓଡ଼ିଆ ବୋହୁ ର ଘର କରଣା କରି ଭିଡିଓ ସେୟାର କରନ୍ତି । ତେବେ ସେ ବହୁତ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ଯାଇ ଥିବାରୁ ସେ ଏବେ ଓଡ଼ିଆ ଆଲବମ ରେ ଅଭିନୟ ମଧ୍ୟ ବହୁତ ସୁନ୍ଦର ଭାବରେ କରିଛନ୍ତି । ଆଉ ପ୍ରାୟ ସବୁ ଭିଡିଓ ଏକ ଓଡ଼ିଆ ବୋହୁ ର ଘର କରଣା କରି ଭିଡିଓ ସେୟାର କରନ୍ତି ।

 ତେବେ ସେ ବହୁତ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ଯାଇ ଥିବା ରୁ ସେ ଏବେ ଓଡ଼ିଆ ଆଲବମ ରେ ଅଭିନୟ ମଧ୍ୟ ବହୁତ ସୁନ୍ଦର ଭାବରେ କରିଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କ ର ଏକ ଭିଡିଓ ଖୁବ ଭାଇରାଲ୍ ହେବାକୁ ଲାଗୁଚି । ଏହି ଭିଡିଓ ରେ ସେ ଏକାଠି ନାଚୁ ଥିବାର ନଜର ରେ ଆସୁଛନ୍ତି । ତେବେ ଏହି ଭିଡିଓ ରେ ସେ କୌଣସି ଆଲବମ୍ କିମ୍ବା ଘରେ ପ୍ରଫୋମାନ୍ସ୍ ଦେଉ ଥିବାର ନଜର ରେ ଆସି ନାହାନ୍ତି ।

ତାଙ୍କୁ ଷ୍ଟେଜ୍ ରେ ପ୍ରଫୋମାନ୍ସ୍ କରୁଥିବା ର ନଜର ରେ ଆସିଛନ୍ତି । ସେ ଏକ ଯାତ୍ରା ରେ ବା ନାଟକ ରେ ଗେଷ୍ଟ ହିସାବ ରେ ଯାଉ ଥିବାର ନଜର ରେ ଆସିଛନ୍ତି । ତାଙ୍କୁ ଯାତ୍ରା ରେ ଗେଷ୍ଟ୍ ହିସାବ ର ଡ଼ାକ ଯାଇ ଥିଲେ ସେ ଷ୍ଟେଜ୍ କୁ ଯିବା ପରେ ସବୁ ଦର୍ଶକ ମାନେ ଖୁସି ରେ ତାଳି ମାରି ତାଙ୍କୁ ସ୍ବାଗତ୍ କରି ଥିଲେ । ଆଉ ସବୁ ଦର୍ଶକ ମାନେ ବହୁତ ଖୁସି ମଧ୍ୟ ହୋଇ ଯାଇଥିଲେ ।

ଆଉ ସେଠାରେ ରୂପା ଓ ପିଣ୍ଟୁ ତାଙ୍କ ର ସବୁ ଗୀତ ରେ ପ୍ରଫୋମାନ୍ସ୍ କରି ଦର୍ଶକ ମାନଂକୁ ଖୁସି କରାଇ ଦେଇଥିଲେ ଆଉ ତାଙ୍କ ପ୍ରଫୋମାନ୍ସ୍ ରେ ଷ୍ଟେଜ୍ ଶୋଭା ଆହୁରି ବଢ଼ି ଥିଲା । ବର୍ତ୍ତମାନ ସମୟ ରେ ତାଙ୍କ ର ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେବା କୁ ଲାଗୁଚି ଯାହାକୁ ଦେଖି ଦର୍ଶକ ମାନେ ମଧ୍ୟ ବହୁତ ପ୍ରଶଂସା କରି ଥିବାର ନଜର ରେ ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.