ଏହି ମହିଳା IAS ଅଫିସର SRUSHTI JAYANT ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ୍‌ ମିଡିଆରେ କିଛି ଆଇଏଏସ୍‌ ଅଧିକାରୀ ଅଧିକାଂଶ ସମୟ ରେ ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନ କୁ ନେଇ ହେଉ। ସେମାନଙ୍କ ସହ ଜଡ଼ିତ କିଛି ନା କିଛି ସବୁ ବେଳେ ଭାଇରାଲ୍‌ ହେଉଥାଏ।

କିଛି ଦିନ ତଳେ ଆପଣ ଆଇଏଏସ୍‌ ଟିନା ଡାବିଙ୍କ ମାର୍କସିଟ୍‌ ଭାଇରାଲ୍‌ ହେବା ଖବର ଶୁଣି ଥିବେ। ଏବେ ସେପରି ଆଉ ଏକ ଘଟଣା ଘଟିଛି।ଏବେ ଆଇଏଏସ୍‌ ସୃଷ୍ଟି ଦେଶମୁଖ ଙ୍କ ମାର୍କସିଟ୍‌ ଭାଇରାଲ୍‌ ହୋଇଛି। ତେବେ ଚାଲନ୍ତୁ ଜାଣିବା ଦେଶ ରେ ଶ୍ରେଷ୍ଠ ପଦ ରେ ଅବତୀର୍ଣ୍ଣ ହୋଇଥିବା ଏହି ଅଧିକା‌ରୀଙ୍କ ଶିକ୍ଷା କ୍ଷେତ୍ର ରେ ପ୍ରଦର୍ଶନ କିପରି ରହିଛି।

ଆପଣ ମାନେ ସମସ୍ତେ IAS ଅଫିସର ସୃଷ୍ଟି ଦେଶମୁଖ ଙ୍କ ବିଷୟ ରେ ବେଶ ଭଲ ଭାବରେ ଜାଣି ଥିବେ । ନିଜର ଟେଲେଣ୍ଟ ସହିତ ତାଙ୍କ ଭିତରେ ଥିବା ଆତ୍ମବିଶ୍ୱାସ ତାଙ୍କୁ ଆଜି ଏତେ ବଡ଼ ସ୍ଥାନ ରେ ପହଞ୍ଚାଇ ପାରିଛି ବୋଲି କୁହାଯାଉଛି ।

ଆପଣ ମାନେ ଜାଣିଥିବେ ଏହି IAS ଅଫିସର ସୃଷ୍ଟି ଦେଶମୁଖ ସମସ୍ତ ଙ୍କ ସହିତ ଭଲ କି ମିଶିଥାନ୍ତି ଆଉ ଯାହା ଫଳରେ ବେଶ ଭଲ ଭାବରେ ସେମାନ ଙ୍କ ର ଦୁଃଖ କୁ ସେୟାର କରି ପାରନ୍ତି । ଯାହା ସୃଷ୍ଟି ଙ୍କୁ ଆଗକୁ ଯିବା ରେ ସାହାଯ୍ୟ କରିଥାଏ ଯାହା ଫଳରେ ସେ ଲୋକ ମାନଙ୍କର ମଧ୍ୟ ସାହାଯ୍ୟ କରି ପାରିଥାନ୍ତି ବୋଲି କୁହାଯାଉଛି ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି IAS ଅଫିସର ସୃଷ୍ଟି ଦେଶମୁଖ ଙ୍କ ସହିତ ପିଲା ଜଣ ଙ୍କ କଥା ହେଉଛନ୍ତି । ଆଉ ପିଲା ଟି କହିଛି କି ଯେତେବେଳେ ପିଲା ମାନେ ଚେଷ୍ଟା କରିଥାନ୍ତି!

ପାଠ ପଢିବା ପାଇଁ ଯେତେବେଳେ ସାର ଯଦି କୁହନ୍ତି କି ସେ ପରୀକ୍ଷା ରେ ଟପ୍ପର ହୋଇ ପାରିବ ବୋଲି ତାହେଲେ ଆମ ଭିତରେ ଇଛା ଆଉ ଆଗ୍ରହ ବଢି ଯାଇଥାଏ କିନ୍ତୁ ଅନ୍ୟ ସମୟ ରେ ଆମକୁ କାହିଁକି ସେମିତି ଆଗ୍ରହ ଆସି ଣ ଥାଏ ବୋଲି କିଛି ପଚାରିଥିଲେ ପୁଅ ଜଣଙ୍କ ।

ଯାହା ର ଉତ୍ତର ରେ IAS ଅଫିସର ସୃଷ୍ଟି ଦେଶମୁଖ କହିଥିଲେ କି ସେ ଯଦି ଇଚ୍ଛା କରିବେ କି ସମସ୍ତ ଙ୍କର ଏକ ଥରେ ସାହାଯ୍ୟ କରିବା ପାଇଁ ତେବେ ସେ କରି ପାରିବେନି ।

ଯଦି ଆଜି ଜଣଙ୍କ ର କିଛି ସାହାଯ୍ୟ କରିବେ ଆଉ ତାଙ୍କୁ ବଦଳାଇବେ ତାହେଲେ ସେ ପାରିବେ । ତେଣୁ ସବୁବେଳେ ଚେଷ୍ଟା କରିବାର ଆବଶ୍ୟକତା ରହିଛି, ଆଉ ଚେଷ୍ଟା ହିଁ ମଣିଷ କୁ ଆଗ କୁ ବଢ଼ିବା ରେ ସାହାଯ୍ୟ କରିଥାଏ । ଆଉ ସୃଷ୍ଟି ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.