ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” MUJHE NAULAKHA MANGA DE ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ସବୁବେଳେ କିଛି ଘଟଣା କିଛି ନୂଆ ନୂଆ ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ । ସୋସିଆଲ ମିଡ଼ିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମଧ୍ୟ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମର ମନ ଖୁସି ହୋଇଯିବ ସହିତ ବାରମ୍ବାର ମଧ୍ୟ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ସେହି ଭଳି ଏକ ମନୋଛୁଆଁ ଭିଡ଼ିଓ ଟି ଦେଖା ଯାଇଛି ଯାହା ସମସ୍ତ ଙ୍କର ମନକୁ ଛୁଇଁଛି । ଆଉ ଫେମିଲି ଫାଂକ୍ସନ ରେ ଝିଅ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇ ଦର୍ଶକ ଙ୍କର ମନକୁ କିଣି ନେଇଛନ୍ତି ।

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ଲୋକ ମାନେ ବହୁତ ଆଗକୁ ଗଲେଣି । ଆଉ ଯାହା କୁହାଯାଉଛି କି ସୋସିଆଲ ମିଡ଼ିଆ ଜରିଆରେ ନିଜ ପାଖରେ ଲୁଚିକି ଥିବା ଟେଲେଣ୍ଟ କୁ ଗଣ ମାଧ୍ୟମ ସାମ୍ନା କୁ ଆଣିବା ସହିତ ଲୋକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ମଧ୍ୟ ପାତ୍ର ହୋଇ ପାରୁଛନ୍ତି ଆଜି କାଲି ର ଲୋକ ମାନେ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଏକ ଜନ୍ମଦିନ ର ପାର୍ଟି ଚାଲୁଥିବାର ଦେଖିବା କୁ ମିଳି ଥିଲା । ଆଉ ସେହି ପାର୍ଟି ରେ ସୁନ୍ଦର ଭାବରେ ଡାନ୍ସ କରି ପରିବାର ଲୋକ ଙ୍କ ସହିତ ଆସିଥିବା ଅତିଥି ମାନଙ୍କର ମନକୁ କିଣି ନେଇଛନ୍ତି ।


ଆଉ ତାହା ସହିତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କ ର ଆଗ୍ରହ ଅଧିମ ବଢିବା ପାଇଁ ଲାଗିଥାଏ । ଆଉ ବର୍ତ୍ତମାନ ସେହି ଭଳି ଝିଅ ଜଣଙ୍କର ଏକ ମନୋଛୁଆଁ ଡାନ୍ସ ର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ଝିଅ ଟି “ମୁଝେ ନୌଲେଖା ମଙ୍ଗା ଦେ ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରୁଥିବାର ଭିଡ଼ିଓ ଟି ଦେଖିବା କୁ ମିଳିଛି ଭାଇରାଲ ହେଉଥିବାର ।

ତେବେ ଫେମିଲି ପାର୍ଟି ରେ ଝିଅ ଜଣ ଙ୍କ ର ଏହି ଭଳି ଡାନ୍ସ କୁ ସମସ୍ତ ପରିବାର ଲୋକ ମାନେ ବେଶ ପସନ୍ଦ କରିବା କୁ ଲାଗିଛନ୍ତି, ତାହା ସହିତ ଝିଅ ଟି ସହିତ ମିଶି ସେମାନେ ମଧ୍ୟ ଡାନ୍ସ କରୁଥିବା ର ଦେଖିବା କୁ ମିଳି ଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ । ଆଉ ଏହି ଭଳି ଭାବରେ ମନୋ ଛୁଆଁ ଡାନ୍ସ ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ରେ ଲାଗିଛି , ଯାହା ସମସ୍ତଙ୍କର ମନକୁ ଛୁଇଁବା ସହିତ ଚର୍ଚ୍ଚା ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.